‘ସାଧାରଣ ବିମାନରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ’

ଭୁବନେଶ୍ବର : ଗତ ସରକାରରେ ମନ୍ତ୍ରୀ ଓ ବାବୁ ମାନେ ବିମାନରେ ବୁଲୁଥିଲେ ହେଲେ ଏବେକାର ସରକାରରେ ମୁଖ୍ୟମନ୍ତ୍ରୀ ସାଧାରଣ ଭାବେ ଯାତ୍ରା କରୁଛନ୍ତି। ଚାଟାର୍ଡ ଫ୍ଲାଇଟ ବଦଳରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ବିମାନରେ ସାଧାରଣ ଜନତାଙ୍କ ସହ…

ଅନୁଭବଙ୍କ ନାମରେ ନକଲି ଆକାଉଣ୍ଟ, ଅଭିଯୁକ୍ତକୁ ଗିରଫ କଲା କଟକ ସାଇବର ଥାନା ପୁଲିସ

କଟକ: କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ତଥା ଓଡ଼ିଆ ଚଳଚ୍ଚିତ୍ର ତାରକା ଅନୁଭବ ମହାନ୍ତିଙ୍କ ନାମରେ ନକଲି ଆକାଉଣ୍ଟ ଖୋଲିଥିବା ଭୀଷ୍ମ ମହାନ୍ତକୁ ପୁଲିସ ଗିରଫ କରିଛି। ଆଜି କଟକ ସାଇବର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରିଛି।…

କେନ୍ଦୁଝର ଜିଲ୍ଲାର ୪ଟି ସ୍ଥାନରେ ବହୁମୁଖୀ ଷ୍ଟାଡିୟମ

କେନ୍ଦୁଝର : ଆଦିବାସୀ ବହୁଳ ତଥା ଖଣି ପ୍ରଭାବିତ କେନ୍ଦୁଝର ଜିଲାର ବିଭିନ୍ନ ଗାଁ ଓ ସହରରେ ଯୁବପିଢ଼ିଙ୍କ ପ୍ରତିଭାକୁ ବିକଶିତ କରିବା ସହିତ ସେମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର କ୍ରୀଡ଼ା ପ୍ରତିଯୋଗିତା ଲାଗି ପ୍ରସ୍ତୁତ କରିବା ପାଇଁ ଜିଲାର ବିଭିନ୍ନ…

‘ବିନା ପ୍ରମାଣରେ କହିଥିଲି…’ ନିଜ୍ଜାର ହତ୍ୟା ମାମଲାରେ ବଦଳିଲା ଜଷ୍ଟିନ ଟ୍ରୁଡୋଙ୍କ ଆଭିମୁଖ୍ୟ

ନୂଆଦିଲ୍ଲୀ : ଭାରତ ସରକାର କାନାଡାର 6 ଜଣ ହାଇକମିଶନରଙ୍କୁ ବହିଷ୍କାର କରିବା ପରେ ବଦଳିଛି ଜଷ୍ଟିନ ଟ୍ରୁଡୋଙ୍କ ଆଭିମୁଖ୍ୟ। ବାରମ୍ବାର ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାରର ହତ୍ୟା ମାମଲାରେ ଭାରତର ସମ୍ପୃକ୍ତି ଥିବା ଦାବି କରି ଆସୁଥିବା ଟ୍ରୁଡୋଙ୍କ…

ପ୍ରଥମ ଟେଷ୍ଟ : ଭାରତ ମାତ୍ର ୪୬ ରନ୍‌ରେ ଅଲ୍‌ ଆଉଟ୍, ଜବାବରେ ନ୍ୟୁଜିଲାଣ୍ଡର ୩ ୱିକେଟ ହରାଇ ୧୮୦ ରନ

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଏମ ଚିନାସ୍ୱାମୀରେ ନ୍ୟୁଜିଲ୍ୟାଣ୍ଡ ଦେଖାଇଛି ଦବଦବା। ଭାରତ ଘରୋଇ ପରିବେଶରେ ହୋଇଛି ଘାଇଲା। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ମାତ୍ର ୪୬ ରନ କରି ଅଲଆଉଟ ହୋଇଛି। ଏହା ଘରୋଇ ମାଟିରେ ଭାରତର…

ଚୋଟ ମାରିଲା ବିଷଧର, ସାପକୁ ବେକରେ ଗୁଡ଼ାଇ ଡାକ୍ତରଖାନାରେ ହାଜର

ପାଟନା : ବିହାରର ଜଣେ ବ୍ୟକ୍ତି ଏପରି ହରକତ କରିଛନ୍ତି, ଯାହା ସମସ୍ତଙ୍କୁ ଥରହର କରିଦେଇଛି। ଦୁନିଆର ସବୁଠୁ ବିଷଧର ସାପ ଭାବେ ବିବେଚନା କରାଯାଉଥିବା ଚନ୍ଦନ ମନ୍ଦନ ବୁଢା ଚୋଟ ମାରିବା ପରେ ତାକୁ ବେକରେ ଗୁଡ଼ାଇ ଡାକ୍ତରଖାନାରେ ପହଞ୍ଚିଛନ୍ତି।…

ଜଷ୍ଟିସ ସଞ୍ଜୀବ ଖାନ୍ନା ହେବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି

ନୂଆଦିଲ୍ଲୀ : ଜଷ୍ଟିସ ସଞ୍ଜୀବ ଖାନ୍ନା ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି। ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ଅବସର ପରେ ସେ ସର୍ବୋଚ୍ଚ ନ୍ୟାୟାଳୟର ୫୧ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନେବେ। ଏନେଇ କେନ୍ଦ୍ର ସରକାରଙ୍କୁ…

ଫେମିନା ମିସ୍‌ ଇଣ୍ଡିଆ-୨୦୨୪: ବିଜେତା ମୁକୁଟ ପିନ୍ଧିଲେ ନିକିତା ପୋରଓ୍ବାଲ

ମୁମ୍ବାଇ: ଫେମିନା ମିସ୍‌ ଇଣ୍ଡିଆ-୨୦୨୪କୁ ମିଳିଯାଇଛି ଏହାର ବିଜେତା। ମଧ୍ୟପ୍ରଦେଶର ନିକିତା ପୋରଓ୍ବାଲ ପିନ୍ଧିଛନ୍ତି ଫେମିନା ମିସ୍‌ ଇଣ୍ଡିଆ-୨୦୨୪ର ବିଜେତା ମୁକୁଟ। ବୁଧବାର ରାତିରେ ମୁମ୍ବାଇର ଓ୍ବର୍ଲିରେ ଆୟୋଜିତ ପ୍ରତିଯୋଗିତାର ଗ୍ରାଣ୍ଡ୍‌ ଫାଇନାଲରେ ନିକିତାଙ୍କୁ ବିଜେତା ଘୋଷଣା କରାଯାଇଛି। ଏବେ ସେ…

ଆକ୍ରମଣ ପୂର୍ବରୁ ଗାଜା ଛାଡି ପଳାଇବାକୁ ଧମକ ଦେଲା ଇସ୍ରାଏଲ

ନୂଆଦିଲ୍ଲୀ : ଇସ୍ରାଏଲ ସେନା ପୂର୍ବ ଲେବାନନର ବେକା ଅଞ୍ଚଳର କିଛି ଅଂଶ ଛାଡିବାକୁ ଲୋକଙ୍କୁ ଧମକ ଦେବା ସହ ସେମାନେ ସେହି ଅଞ୍ଚଳ ଉପରେ ଆକ୍ରମଣ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏବେ ଇସ୍ରାଏଲ ସେନା ଲେବାନନର ଚାରିପଟୁ ଆକ୍ରମଣ…

ଶେଖ ହସିନାଙ୍କ ବିରୋଧରେ ଗିରଫ ପରୱାନା ଜାରି କଲେ କୋର୍ଟ

ଢାକା : ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ଜାରି ହୋଇଛି ଗିରଫ ପରୱାନା। ବାଂଲାଦେଶର ଗୋଟିଏ କୋର୍ଟ ତାଙ୍କ ବିରୋଧରେ ଏପରି ୱାରେଣ୍ଟ ଜାରି କରିଛନ୍ତି। ଛାତ୍ର ଆନ୍ଦୋଳନ ଯୋଗୁ ଅଗଷ୍ଟ ମାସରେ ହସିନା ଦେଶ ଛାଡ଼ି ଭାରତ…