ରାଜ୍ୟରେ ଆଉ ୫ଶହ ରାଇସ୍ ମିଲ୍‌ର ଆବଶ୍ୟକତା ରହିଛି: ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ରାଇସ୍ ମିଲ୍ ଓ ଚାଉଳ ରପ୍ତାନୀ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବୟାନ । ମିଲ୍‌ ଅଭାବରୁ ଧାନ ଉଠାଇବାରେ ଅସୁବିଧା ହେଉଛି ବୋଲି କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ଯେ,…

ହନିମୁନ୍ ହତ୍ୟା ମାମଲାରେ ୮ ଗିରଫ, ନାର୍କୋ ଟେଷ୍ଟ ଦାବି କରିବେ ରାଜା ରଘୁବଂଶୀଙ୍କ ପରିବାର

ସ୍ୱାମୀ ରାଜା ରଘୁବଂଶୀ ହତ୍ୟା ମାମଲାରେ ସୋନମ୍ ରଘୁବଂଶୀ ମୁଖ୍ୟ ଅଭିଯୁକ୍ତ ବୋଲି ସ୍ପଷ୍ଟ ହେବାରେ ଲାଗିଛି। ଏହି ଘଟଣାରେ ସୋନମ୍ ରଘୁବଂଶୀ ଇନ୍ଦୋରରେ ରହୁଥିବା ଫ୍ଲାଟର ମାଲିକଙ୍କ ସମେତ ଆଠ ଜଣଙ୍କୁ ପୁଲିସ ଗିରଫ କରିଛି। ସୋନମ୍, ତାଙ୍କ ଅଭିଯୁକ୍ତ…

ଜୁନ ୨୫ରେ ସମ୍ବିଧାନ ହତ୍ୟା ଦିବସ ପାଳନ କରିବେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ସମ୍ବିଧାନ ହତ୍ୟା ଦିବସ ପାଳନ କରିବେ | ଭୁବନେଶ୍ଵର ରେଳ ଅଡିଟରିୟମରେ ପାଳିତ ହେବ ରାଜ୍ୟସ୍ତରୀୟ ସମ୍ବିଧାନ ହତ୍ୟା ଦିବସ କାର୍ଯକ୍ରମ | ରାଜନୀତି ବିଜ୍ଞାନର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେବେ | ଏନେଇ ସୂଚନା…

‘ମୁଖ୍ୟମନ୍ତ୍ରୀ ସମୟ ଦେଉନାହାନ୍ତି, ରାଷ୍ଟ୍ରପତିଙ୍କୁ ଭେଟିବ ଏଆଇସିସି ତଥ୍ୟ ଅନୁଧ୍ୟାନ କମିଟି’

ଭୁବନେଶ୍ୱର: ଆମେ ଗୋପାଳପୁରରୁ ଫେରିବାପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲୁ, ହେଲେ ସେ ସମୟ ଦେଉ ନାହାନ୍ତି । ରାଜ୍ୟରେ ବିଜେପି ସରକାରର ବର୍ଷେ ବିତିଗଲା, ହେଲେ ମହିଳା କମିଶନ ଚୟନ ହୋଇପାରିଲା ନାହିଁ । ଏଠାକାର ପ୍ରଶାସନ ଠିକ୍ କାମ କରୁନାହିଁ…

ଚୋରି ହୋଇନି ମହାପ୍ରଭୁଙ୍କ ମୋଦକ, ଅଭିଯୋଗକୁ ଖଣ୍ଡନ କଲେ ଆଇନ ମନ୍ତ୍ରୀ

ପୁରୀ : ଚୋରି ହୋଇନି ମହାପ୍ରଭୁଙ୍କ ମୋଦକ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମୋଦକ ଚୋରି ହୋଇଥିବା ନେଇ ବଡଠାକୁରଙ୍କ ବାଡଗ୍ରାହୀ ଦଳଧର ଦାସ ମହାପାତ୍ର କରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି ଏଭଳି ବିଭ୍ରାନ୍ତ ଗ୍ରହଣୀୟ…

ରାଜ୍ୟରେ ଖୋଲିବ ଆଉ ୯ଟି ନୂଆ ମେଡିକାଲ କଲେଜ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଖୋଲିବ ନୂଆ ମେଡିକାଲ କଲେଜ । ୨୦୨୫-୨୬ ବର୍ଷରେ ହିଁ ଆଉ ୯ଟି ମେଡିକାଲ କଲେଜ ଖୋଲିବ । ଏନେଇ ଆଜି ବଡ଼ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଜଗତସିଂପୁର, ଭଦ୍ରକ, ଢେଙ୍କାନାଳ, ନବରଙ୍ଗପୁରରେ ୪ଟି…

ଯୁଦ୍ଧବିରାମ ପାଇଁ ଭିକ୍ଷା ମାଗୁଛନ୍ତି ଟ୍ରମ୍ପ, କ୍ଷେପଣାସ୍ତ୍ର ବର୍ଷା କରି ଏମିତି କହିଲା ଇରାନ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହୁଏତ ଯୁଦ୍ଧବିରତି ପାଇଁ ଘୋଷଣା କରିଛନ୍ତି, କିନ୍ତୁ ଉଭୟ ପାଶ୍ୱର୍ରୁ କ୍ଷେପଣାସ୍ତ୍ର ବର୍ଷା ଜାରି ରହିଛି । ଆଜି ସକାଳେ ଇରାନ ୩ଟି କ୍ଷେପଣାସ୍ତ୍ର ମାଡ କରିଛି । ଯେଉଁଥିରେ ତିନି ଜଣ ଇସ୍ରାଏଲୀ ନାଗରିକଙ୍କ…

ଦଳିତ ଯୁବକଙ୍କୁ ଲଣ୍ଡା କରି ମାଡ଼ ମାରିଥିବା ଘଟଣାରେ ୯ ଗିରଫ, ଚିକିତ୍ସା ପାଇଁ ପ୍ରତି ପରିବାରକୁ ମିଳିଲା ୧୦ ହଜାର

ଗଞ୍ଜାମ: ଗାଁ ଦାଣ୍ଡରେ ଯୁବକଙ୍କୁ ଅଧା ଲଣ୍ଡା କଲେ, ଆଣ୍ଠେଇ ଆଣ୍ଠେଇ ବୁଲାଇଲେ । ସେତିକିରେ ମନ ଭରିଲାନି ଯେ ପୁଣି ଘାସ ଖୁଆଇ ନର୍ଦ୍ଦମା ପାଣି ମଧ୍ୟ ପିଆଇଲେ । ଗାଁ ଦାଣ୍ଡରେ ଏଭଳି କଙ୍ଗାରୁ କୋର୍ଟ ସାରା ରାଜ୍ୟରେ ଚାଞ୍ଚଲ୍ୟ…

ସରକାରୀ କ୍ୱାର୍ଟର୍ସରୁ ଚୋରି; ଲକ୍ଷାଧିକ ମୂଲ୍ୟର ଅଳଙ୍କାର ସହ ବିପୁଳ ନଗଦ ଟଙ୍କା ଲୁଟ୍

ଭୁବନେଶ୍ୱର: ଭୁବନେଶ୍ୱରର ୟୁନିଟ୍-୩ ଅଞ୍ଚଳରେ ଥିବା ସରକାରୀ କ୍ୱାର୍ଟର୍ସରେ ପଶି ଲକ୍ଷାଧିକ ମୂଲ୍ୟର ସୁନା ଅଳଙ୍କାର ଏବଂ ବିପୁଳ ପରିମାଣର ନଗଦ ଲୁଟି ନେଇଛନ୍ତି ଦୁର୍ବୁତ୍ତ। ସୂଚନା ଅନୁଯାୟୀ, ସୋମବାର ରାତିରେ ଘରର ଲୋକମାନେ ପ୍ରାୟ ଦୁଇ ଘଣ୍ଟା ପାଇଁ ବାହାରକୁ…

ଟ୍ରମ୍ପଙ୍କ କଥା ମାନୁନି ଇସ୍ରାଏଲ, ପୁଣି କଲା ଆକ୍ରମଣ

ତେହେରାନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଯୁଦ୍ଧବିରତି ଘୋଷଣା ସତ୍ତ୍ବେ ଇସ୍ରାଏଲ ଓ ଇରାନ ମଧ୍ୟରେ ସଂଘର୍ଷ ଜାରି ରହିଛି । ଆଜି ଇରାନ ପକ୍ଷରୁ ଇସ୍ରାଏଲ ଉପରେ ପୁଣି ଥରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା, ଏହାର ଜବାବରେ ଇସ୍ରାଏଲ…