ମୋଦକ ଚୋରି ଘଟଣା: ପ୍ରାରମ୍ଭିକ ତଦନ୍ତରୁ ଅଭିଯୋଗର ସତ୍ୟତା ନଥିବା କହିଲେ ଶ୍ରୀମନ୍ଦିର ପ୍ରଶାସକ
ପୁରୀ : ମହାପ୍ରଭୁଙ୍କ ମୋଦକ ଚୋରି ପ୍ରସଙ୍ଗରେ ରିପୋର୍ଟ ମାଗିଲେ ଆଇନ ମନ୍ତ୍ରୀ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ମାଗିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ପ୍ରାରମ୍ଭିକ ତଦନ୍ତରୁ ଘଟଣାର…
