ଯବାନ-ମାଓବାଦୀ ମଧ୍ୟରେ ଗୁଳିବିନିମୟ, ୨ ନକ୍ସଲ ନିହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାର ଛୋଟାବେଠିଆ ଅଞ୍ଚଳରେ ଆଜି ସକାଳେ ଯବାନ-ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଗୁଳିବିନିମୟରେ ୨ ନକ୍ସଲ ନିହତ ହୋଇଥିବା ସୂଚନା ରହିଛି। ସୂଚନା ଅନୁସାରେ ଛୋଟାବେଠିଆ ଅଞ୍ଚଳରେ ପ୍ରାୟ ଅଧ ଘଣ୍ଟା…

ଆଜି ରାତିରେ ଦିଲ୍ଲୀ ଫେରିବେ ଇରାନରେ ଫସିଥିବା ୧୦୦୦ ଭାରତୀୟ

ନୂଆଦିଲ୍ଲୀ: ଇରାନରୁ ଭାରତ ଫେରିବେ ହଜାରେ ଭାରତୀୟ ନାଗରିକ । ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉଗ୍ର ରୂପ ନେଉଥିବା ବେଳେ ଇରାନରେ ରହୁଥିବା ଭାରତୀୟଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି ଇରାନରୁ ୧୦୦୦ ଭାରତୀୟ ଭାରତ ଅଭିମୁଖେ ଯାତ୍ରା କରିବେ…

ବରଯାତ୍ରୀଙ୍କ ଉପରେ ପଡିଲା ବିରାଟ ଆମ୍ବ ଗଛ, ଜଣେ ମୃତ ୩ ଗୁରୁତର

କେନ୍ଦୁଝର : ବର ସାଙ୍ଗରେ ବରଯାତ୍ରୀ ହୋଇ ଯାଉଥିଲେ ପ୍ରଶାନ୍ତ କୁମାର । କନିଆ ଘରେ ପହଞ୍ଚି ବାହାଘରର ମଜା ନେଇଥାନ୍ତେ । ନାଚି ନାଚି ବର ଧରି ଯାଉଥିଲେ ପ୍ରଶାନ୍ତ । କିନ୍ତୁ ରାସ୍ତା ମଝିରେ ଯେ ତାଙ୍କ ସହ…

ଚିକିତ୍ସା ପାଇଁ ମୁମ୍ବାଇ ଗଲେ ନବୀନ

ଭୁବନେଶ୍ବର: ଚିକିତ୍ସା ପାଇଁ ମୁମ୍ବାଇ ଗଲେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଚିକିତ୍ସା ପାଇଁ ଆଜି ନବୀନ ଭୁବନେଶ୍ବର ବିମାନ ବନ୍ଦରରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି । ସେଠି କୋକିଲା…

ଜୁନ ୨୪ ସୁଦ୍ଧା ହାଜର ହୁଅ : ଶେଖ୍ ହାସିନାଙ୍କୁ ବାଂଲାଦେଶ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ

ଢାକା :  ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଅଡ଼ୁଆ ଦିନକୁ ଦିନ ବଢିବାରେ ଲାଗିଛି। ସଦ୍ୟତମ ଘଟଣାକ୍ରମରେ, ବାଂଲାଦେଶ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ ଶେଖ ହାସିନାଙ୍କୁ ଜୁନ୍ ୨୪ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି। ମାନବତା ବିରୋଧୀ…

ବଡ଼ଚଣା ବ୍ଲକ୍‌ର ୬ ହୋଟେଲ ସିଲ୍, ଜଳ ନମୁନାରୁ ମିଳିଲା ଇ-କୋଲାଇ ପଜେଟିଭ

ଯାଜପୁର: ଯାଜପୁର ଜିଲ୍ଲାରେ ଆତଙ୍କ ଖେଳାଇଛି ଡାଇରିଆ । ଦିନକୁ ଦିନ ବଢ଼ିବାରେ ଲାଗିଛି ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା । ଏଭଳି ପରିସ୍ଥିତିରେ ଏବେ ବଡ଼ଚଣା ବ୍ଲକ୍‌ର ୬ ହୋଟେଲକୁ ସିଲ୍ କରିଛନ୍ତି ଜିଲ୍ଲା ପ୍ରଶାସନ । ଯାଜପୁର ଜିଲ୍ଲାରେ ଡ଼ାଇରିଆ ଆତଙ୍କକୁ…

ହାଇକୋର୍ଟ ଗଲେ ଧର୍ମଗଡ଼ର ପୂର୍ବତନ ଉପଜିଲ୍ଲାପାଳ ଧୀମନ୍ ଚକ୍‌ମା

ଭବାନୀପାଟଣା: ଧର୍ମଗଡ଼ ଉପଜିଲ୍ଲାପାଳ ଥିବା ଆଇଏଏସ୍‌ ଧୀମନ ଚକମାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ତେବେ ଭିଜିଲାନ୍ସ କୋର୍ଟରେ ଜାମିନ ନାମଞ୍ଜୁର ପରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ…

ଇରାନ ପହଞ୍ଚିଲା ଚୀନର ୩ଟି ରହସ୍ୟମୟ ବିମାନ

ତେହେରାନ: ଦିନକୁ ଦିନ ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଘମାଘୋଟ ରୂପ ନେଉଛି । ଏହି ଯୁଦ୍ଧରେ ଆମେରିକା ଯୋଗ ଦେବାର ଆଶଙ୍କା ମଧ୍ୟରେ ଚୀନ ଓ ରୁଷ ଇରାନକୁ ଗୋପନରେ ସହାୟତା କରୁଛନ୍ତି । ଚୀନ ପକ୍ଷରୁ…

ଉପର ମୁଣ୍ଡରେ ପ୍ରବଳ ବର୍ଷା, ଫୁଲୁଛି ସୁବର୍ଣ୍ଣରେଖା

ଜଳେଶ୍ୱର : ଫୁଲୁଛି ସୁବର୍ଣ୍ଣରେଖା । ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢିବାରେ ଲାଗିଛି । ଝାଡଖଣ୍ତ ଗାଲୁଡିହି ବ୍ଯାରେଜ ୨ ଲକ୍ଷ ୪୨ ହଜାର କ୍ୟୁସେକ ପାଣି ଛାଡ଼ିଥିବାରୁ ନଦୀର ଜଳସ୍ତର କ୍ରମଶଃ ବୃଦ୍ଧି…

ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥଙ୍କ ଦେହାନ୍ତ

କଟକ: ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥଙ୍କ ଦେହାନ୍ତ। ୭୮ ବର୍ଷ ବୟସରେ କଟକର ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ସ୍ୱାସ୍ଥ୍ୟଜନିତ ସମସ୍ୟା ନେଇ ଗତ ୧୪ ତାରିଖରୁ ଚିକିତ୍ସିତ ହେଉଥିଲେ ନିରଞ୍ଜନ ରଥ। ଚାରିଦିନ ତଳେ ଭୀଷଣ ଜ୍ବର,…