ଗଦ୍ରିଙ୍ଗିଆ ଘାଟିରେ ୨୦ ଫୁଟ୍‌ ତଳକୁ ଖସିଲା ଟ୍ରକ : ଡ୍ରାଇଭର ଗୁରୁତର

ବାଲିଗୁଡା :କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ୫୯ନଂ ଜାତୀୟ ରାଜପଥର ଗଦ୍ରିଙ୍ଗିଆ ଘାଟିରେ ଅଘଟଣ ଘଟିଛି। ୨୦ଫୁଟ ତଳକୁ ଖସିଲା କୋଇଲା ବୋଝେଇ ଟ୍ରକ । ଟ୍ରକଟି ରେଢ଼ାଖୋଲରୁ ରାୟଗଡା ଅଭିମୁଖେ ଯାଉଥିବାବେଳେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା ।…

ଆଗକୁ ବଢୁଛି ଓଡ଼ିଶା ସାଇବର ସୁରକ୍ଷା ଅଭିଯାନର ସଫଳ ଯାତ୍ରା

ଭୁବନେଶ୍ଵର: ରାଜ୍ୟରେ ସାଇବର ସୁରକ୍ଷା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଓଡ଼ିଶା ସାଇବର ସୁରକ୍ଷା ଅଭିଯାନ -୨୦୨୫ ବେଶ୍ ସଫଳତାର ସହ ଆଗକୁ ବଢ଼ୁଛି। ଗତ ଅକ୍ଟୋବର ୧୮, ୨୦୨୫ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ…

ନୂଆପଡା ଉପନିର୍ବାଚନ ଲାଗି ୮ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲା ବିଜେପି

ନୂଆପଡା: ନୂଆପଡା ଉପନିର୍ବାଚନ ପାଇଁ ୮ଜଣ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛି ବିଜେପି । ବଞ୍ଜରୀ ଦାୟିତ୍ୱ ପାଇଁ ରବି ନାଏକ, ସୁନାଦେଇ ପାଇ ଗଣେଶ ରାମସିଂ ଖୁଣ୍ଟିଆ, ପାତାଳେଶ୍ୱର ପାଇଁ ଗୋକୁଳାନନ୍ଦ ମଲ୍ଲିକ, ଜୟଜଙ୍ଗା ପାଇଁ କୃଷ୍ଣ ଚନ୍ଦ୍ର ପାତ୍ର, କୋନାଭଇରା…

ନୂଆପଡା ଉପନିର୍ବାଚନ: ୫ ହଜାର ନୂଆ ଭୋଟଙ୍କୁ ନେଇ କଂଗ୍ରେସ ଉଠାଇଲା ପ୍ରଶ୍ନ

ନୂଆପଡ଼ା: ନୂଆପଡା ଜିଲାରେ ନୂଆ ୫ହଜାର ଭୋଟରଙ୍କୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଆଜି ସଦର ମହକୁମା କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛି କଂଗ୍ରେସ । ପ୍ରଶାସନ ଜିଲାରେ ମୋଟ ଭୋଟର ତାଲିକା ପ୍ରକାଶ କରିବାପରେ…

ଢେଙ୍କାନାଳରେ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବ ବେଦାନ୍ତ

ଭୁବନେଶ୍ୱର : ଢେଙ୍କାନାଳରେ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବ ବେଦାନ୍ତ । 30 ଲକ୍ଷ ଟନର ଆଲୁମିନିୟମ ପ୍ଲାଣ୍ଟ ପ୍ରତିଷ୍ଠା ହେବ ।  ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ ଏହି ସୂଚନା…

ଚାକିରି ଦେବା ନାଁରେ ଠକେଇ, ୬୨ ଲକ୍ଷ ଟଙ୍କା ଜବତ

ସମ୍ବଲପୁର : ଚାକିରି ଦେବା ନାଁରେ ଠକେଇ  ।  ଅଭିଯୁକ୍ତଙ୍କ ନିକଟରୁ ୬୨ ଲକ୍ଷ ଟଙ୍କା ଜବତ କଲା ବୁର୍ଲା ପୋଲିସ । ଟଙ୍କା ନେଇ ଚାକିରି ଦେବା ଅଭିଯୋଗରେ ଦୁଇ ଗିରଫ l ଗିରଫ ଅଭିଯୁକ୍ତମାନେ ଲୋକଙ୍କ ଭରସା ଜିତି ସଫେଇ…

ସ୍ତ୍ରୀକୁ ହତ୍ୟା କରି ସ୍ବାମୀ ଫେରାର

ଅନୁଗୁଳ : ଯାହାର ହାତ ଧରିଥିଲା ତାର ଜୀବନ ନେଇଗଲା । ପାରିବାରିକ କଳହର କରୁଣ ପରିଣତି । ଅନୁଗୁଳ ଥାନା ତୁରଙ୍ଗ ଅଞ୍ଚଳରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ବାମୀ ହାତରେ ଗଲା ସ୍ତ୍ରୀର ଜୀବନ । ମୃତକ ହେଲେ ମିନାକ୍ଷୀ…

ସାନ ଭାଇର ଠେଙ୍ଗା ମାଡରେ ବଡ ଭାଇ ମୃତ

ଜଳେଶ୍ୱର : ବଡ଼ଭାଇକୁ ଠେଙ୍ଗାରେ ପିଟି ହତ୍ୟା । ଘର ଡିହ ବଣ୍ଟନକୁ କେନ୍ଦ୍ର କରି ସାନ ଭାଇର ଠେଙ୍ଗା ମାଡରେ ବଡ ଭାଇ ମୃତ ହୋଇଛିନ । ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ବଣକାଟି ଗାଁର ଏଭଳି ଅଭାବନୀୟ ଘଟଣା…

ପିକଅପ ଭ୍ୟାନ ଉପରେ ଚଢ଼ିଗଲା ହାଇୱା: ୩ ମୃତ, ୮ ଗୁରୁତର

କଣ୍ଟାମାଳ : ଦାଦନ ଖଟିବାକୁ ଯାଉଥିବା ବେଳେ ଦୁର୍ଘଟଣା । ୩ ମୃତ, ୮ ଗୁରୁତର ହୋଇଛି । ବୌଦ୍ଧ-କନ୍ଧମାଳ ସୀମାନ୍ତ ଲୁଇସିଂ ଗାଁରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଶ୍ରମିକମାନେ ଯାଉଥିବା ପିକଅପ ଭ୍ୟାନ ଉପରେ ମାଡ଼ିଗଲା ହାଇୱା । ଦୁର୍ଘଟଣାସ୍ଥଳରେ…

ଲଗାତାର ଖସିବାରେ ଲାଗିଛି ସୁନା-ରୁପା ଦର

ଭୁବନେଶ୍ୱର: ସୁନା ଦାମ ଆକାଶ ଛୁଆଁ ହେବା ପରେ ଦର ଖସିବାରେ ଲାଗିଛି । କେବଳ ସୁନା ନୁହେଁ, ରୁପା ଦର ମଧ୍ୟ ଖସିଛି । ଧନତେରାସ ଓ ଦୀପାବଳି ପରେ ସୁନା, ରୁପାର ଦାମ ଖସିଛି। ଦୀପାବଳି ପରେ ସୁନା…