ଭାଇ ଭାଇ ମଠ ମହନ୍ତ ଓ ବାବାଙ୍କୁ ଗୁଳି ମାଡ଼
ଭୁବନେଶ୍ବର: ଇନଫୋଭ୍ୟାଲି ଥାନା ଦେଉଳିଆ ପାଟଣା ମଠରେ ଘଟିଛି ଏହି ଘଟଣା । ଗୁଳି ମାଡ଼ କରିଥିବା ୨ ଯୁବକଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଭଣ୍ଡ ବାବାର ଆଶ୍ରମକୁ ସିଲ୍ କରିବା ସହ, ବହୁ ଆପତ୍ତିଜନକ ସାମଗ୍ରୀ, ଗୁଳି…
ଭୁବନେଶ୍ବର: ଇନଫୋଭ୍ୟାଲି ଥାନା ଦେଉଳିଆ ପାଟଣା ମଠରେ ଘଟିଛି ଏହି ଘଟଣା । ଗୁଳି ମାଡ଼ କରିଥିବା ୨ ଯୁବକଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଭଣ୍ଡ ବାବାର ଆଶ୍ରମକୁ ସିଲ୍ କରିବା ସହ, ବହୁ ଆପତ୍ତିଜନକ ସାମଗ୍ରୀ, ଗୁଳି…
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଅନ୍ତର୍ଗତ ଗାଡ଼ିଆପଡ଼ା ଘାଟି ଏସ ଗୋଲେଇଠାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ସରକାରୀ ବସ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ କଣ୍ଡକ୍ଟରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଢେଙ୍କାନାଳ ଜିଲ୍ଲା କହେଁଇପାଳ ଅଞ୍ଚଳର ସ୍ବର୍ଗତ ଉତ୍ସବ…
ଭୁବନେଶ୍ବର: ଶ୍ବେତପର୍ଣ୍ଣା ପଣ୍ଡା ପାଇବେ ଏକଲବ୍ୟ ପୁରସ୍କାର । ବ୍ୟାଡମିଣ୍ଟନ ତାରକା ଶ୍ବେତପର୍ଣ୍ଣାଙ୍କୁ ୭ ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ । ୨୦୨୫ ପାଇଁ ଏହି ପୁରସ୍କାର ପାଇବେ ଏହି ଅନ୍ତର୍ଜାତୀୟ ଖେଳାଳି । ସେହିପରି ଭାରତ୍ତୋଳକ ପ୍ରୀତିସ୍ମିତା…
ଭୁବନେଶ୍ଵର: ବସ୍ତି ଉଚ୍ଛେଦ ବେଳେ ଅଘଟଣ। ବିଦ୍ୟୁତ ଆଘାତରେ ଚାଲିଗଲା ଜଣକ ଜୀବନ। ଶନିବାର ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ଵର ଉପକଣ୍ଠ ଗଣ୍ଡମୁଣ୍ଡା ଅଞ୍ଚଳରେ। ଶନିବାର ପ୍ରଶାସନ ପକ୍ଷରୁ ଗଣ୍ଡମୁଣ୍ଡାରେ ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ କରାଯାଉଥିଲା। ଏହି ସମୟରେ…
ଶ୍ରୀଲିଙ୍ଗରାଜ ମନ୍ଦିରରେ ପଶିଲା ବନ୍ଧୁକଧାରୀ ଯୁବକ। ଆନନ୍ଦ ବଜାରରେ କିଛି ସେବାୟତ ଉକ୍ତ ଯୁବକକୁ କାବୁକରି ଫାଣ୍ଡି ପୁଲିସ ଜିମା ଦେଇଛନ୍ତି। ଉକ୍ତ ଯୁବକକୁ ଶ୍ରୀଲିଙ୍ଗରାଜ ଥାନାକୁ ହସ୍ତାନ୍ତର କରାଯାଇଛି। ସନ୍ଦିଗ୍ଧ ଯୁବକ ହେଲେ କେନ୍ଦୁଝର ଜିଲା ଘଷିପୁରା ଥାନା ଅଞ୍ଚଳର…
ରାଉଲକେଲା: ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକର ଜରାଇକେଳା ପଞ୍ଚାୟତ ସୀମାନ୍ତରେ ଥିବା ଝାଡ଼ଖଣ୍ଡସ୍ଥିତ ସରଣ୍ଡା ଜଙ୍ଗଲରେ ମାଓବାଦୀମାନେ ପୁଣି ଥରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ନିଜର ଉପସ୍ଥିତି ଜାହିର କରିଛନ୍ତି । ଏକ ଭୟଙ୍କର ବିସ୍ଫୋରଣରେ ସିଆରପିଏଫ୍ର ଜଣେ ଯବାନ ସହିଦ…
ଭୁବନେଶ୍ୱର:ଆଜି ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନ ଠାରେ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା ଏବଂ ଡାଲି ଜାତୀୟ ଫସଲରେ ଆତ୍ମନିର୍ଭରତା ମିଶନର ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଦେଶର ୧୦୦ଟି ଜିଲ୍ଲାରେ ଏହି ଯୋଜନା…
ଭୁବନେଶ୍ୱର: ନୂଆପଡାର ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଶନିବାର ଦିନ ଆନୁଷ୍ଠାନିକ ଭାବରେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି। ସେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ମୁଖ୍ୟ ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ…
ଭୁବନେଶ୍ବର: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଛାତ୍ରୀଙ୍କ ଘର ବାଲେଶ୍ବର ଜିଲ୍ଲା ଥାନା ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି । ପଶ୍ଚିମବଙ୍ଗ ଦୁର୍ଗାପୁର ଘରୋଇ ମେଡିକାଲ କଲେଜରେ ଦ୍ବିତୀୟ ବର୍ଷର ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି ।…
ବାରିପଦା : ବାରିପଦା ମେଡିକାଲରୁ ଶିଶୁ ଚୋରି । ଛୁଆକୁ ଧରି ଛୁ ମାରିଲେ ମହିଳା । ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରୁ ଶିଶୁ ଚୋରି ହୋଇଥିବା ଅଭିଯୋଗ । ସାହାଯ୍ୟ କରିବା ଆଳରେ ଛୁଆକୁ ଚୋରି କରିନେଇଥିବା କହିଛନ୍ତି ନବଜାତର…