ଶ୍ରୀଲଙ୍କାରେ ତାଣ୍ଡବ ରଚିଲା ଡିଟୱା, ୩୦୦ ମୃତ

ଶ୍ରୀଲଙ୍କା : ଦୁଇ ଦେଶରେ ଧ୍ବଂସଲୀଳା କରୁଛି ଦୁଇ ବାତ୍ୟା । ଇଣ୍ଡୋନେସିଆକୁ ଛାରଖାର କରି ଦେଲାଣି ସେନୟାର । ଶ୍ରୀଲଙ୍କାକୁ ଶ୍ରୀହୀନ କରିଛି ବାତ୍ୟା ଡିଟୱା । ପ୍ରାୟ ୩୦୦ ଲୋକଙ୍କ ଜୀବନ ଗଲାଣି । ଇଣ୍ଡୋନେସିଆରେ ବନ୍ୟା ଓ ଭୂସ୍ଖଳନ…

ରାସନକାର୍ଡ କଟିବା ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଣି ସରକାରଙ୍କୁ ଘେରିଲା ବିଜେଡି

ଭୁବନେଶ୍ୱର : ରାସନ କାର୍ଡ କଟିବା ପ୍ରସଙ୍ଗରେ ବିଧାନସଭା ସରଗରମ ।  ରାସନକାର୍ଡ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଣି ସରକାରଙ୍କୁ ଘେରିଛି ବିଜେଡି। ଦଳୀୟ ଭିତ୍ତିରେ ରାସନ କାର୍ଡ ବଣ୍ଟନ ହେଉଛି। ଏହାକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି କହିଛି ବିଜେଡି।…

୩୪୦ ଚୋରି ମୋବାଇଲ ଜବତ କଲା ବ୍ରହ୍ମପୁର ପୋଲିସ, ୪ ଗିରଫ

ବ୍ରହ୍ମପୁର :  ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରୁ ଚୋରୀ ହୋଇଥିବା ବିପୁଳ ପରିମାଣ ର ଚୋରୀ ମୋବାଇଲ ବ୍ରହ୍ମପୁର ବଡ ବଜାର ଥାନା ପୋଲିସ ଜବତ କରିବା ସହ ରାଜ୍ୟ ଓ ରାଜ୍ୟ ବାହାରର ୪ ଲୁଟେରା ଙ୍କୁ ଗିରଫ କରି…

ରାଜ୍ୟରେ ଖୋଲିବ ଆଉ ୧୫ ପୋକ୍ସୋ ଅଦାଲତ: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଖୋଲିବ ଆଉ ୧୫ ପୋକ୍ସୋ ଅଦାଲତ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ବାଲେଶ୍ବର, ଭଦ୍ରକ, କଟକ, ବ୍ରହ୍ମପୁର, ଯାଜପୁର, କେନ୍ଦୁଝରରେ ଖୋଲିବାକୁ ଯୋଜନା କରାଯାଇଛି। ସେହିପରି ଭୁବନେଶ୍ୱର, ବାରିପଦା, ଫୁଲବାଣୀ, ପୁରୀ, ସମ୍ବଲପୁର, ସୁନ୍ଦରଗଡ଼ ମଧ୍ୟ ପୋକ୍ସୋ ଅଦାଲତ…

କ୍ୟାପିଟାଲ ହସ୍ପିଟାଲରୁ ସଫେଇ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଜବତ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରୁ ଶନିବାର ଏକ ଝୁଲନ୍ତା ମୃତଦେହ ଜବତ ହୋଇଛି। କ୍ୟାପିଟାଲ ହସ୍ପିଟାଲ ଫାଣ୍ଡି ପୁଲିସ ମୃତଦେହକୁ ଜବତ କରିଛି। ମୃତକ ଜଣ ଡାକ୍ତରଖାନାରେ ଜଣେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡ଼ିଛି। ତାଙ୍କ ନାମ ପରମାନନ୍ଦ…

ନୂଆବର୍ଷରେ ନୂଆ ସୁଭଦ୍ରାଙ୍କୁ ମିଳିବ ଡବଲ୍‌ କିସ୍ତି

ଭୁବନେଶ୍ୱର: ସରଜମିନ ତଦନ୍ତ ପରେ ସୁଭଦ୍ରାରେ ୧୭ ଲକ୍ଷରୁ ଊର୍ଦ୍ଧ୍ବ ମହିଳା ଯୋଡ଼ି ହୋଇଛନ୍ତି । ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୃହରେ ତଥ୍ୟ ରଖିଛନ୍ତି । ୧୭ ଲକ୍ଷ ୮୩ ହଜାର ୨୫୧ ମହିଳା ସୁଭଦ୍ରାରେ ଯୋଡ଼ି ହୋଇଛନ୍ତି…

କଷିଆ ମୁହାଣରୁ ଡ଼ଲଫିନର ମୃତଦେହ ଉଦ୍ଧାର

ବାସୁଦେବପୁର : ବାସୁଦେବପୁର କଷିଆ ସମୁଦ୍ର ମୁହାଣରୁ ବିରାଟକାୟ ଡଲଫିନ୍‌ର ମୃତଦେହ ଉଦ୍ଧାର ହୋଇଛି। ଡଲଫିନ୍‌ଟିର ଲମ୍ବ ୧୨ରୁ ୧୫ ଫୁଟ୍ ହୋଇଥିବା ଜଣାପଡିଛି। ଏବଂ ଏହାର ଓଜନ ୧ ଟନରୁ ଅଧିକ ହେବ। ମତ୍ସ୍ୟଜୀବୀମାନେ ଡଲଫିନଟିକୁ ସମୁଦ୍ରରେ ମୃତ ଅବସ୍ଥାରେ…

ଆତ୍ମସମର୍ପଣ ନକଲେ ଏନ୍‌କାଉଣ୍ଟର: ବିଏସଏଫ ଆଇଜି

ଭୁବନେଶ୍ୱର  : ଓଡ଼ିଶାରେ ଏବେ ଛୋଟଛୋଟ ଗ୍ରୁପ ହୋଇ ବୁଲୁଛନ୍ତି ମାଓବାଦୀ । ଆନ୍ଧ୍ର ଓ ଛତିଶଗଡ଼ ପଟୁ ମଧ୍ୟ ଓଡ଼ିଶାକୁ ମାଓବାଦୀ ପଶି ଆସୁଛନ୍ତି । ଏମାନଙ୍କ ଉପରେ ନଜର ଥିବା କହିଛନ୍ତି ବିଏସଏଫ ଆଇଜି । କେକେବିଏନ ଅଞ୍ଚଳ ଉପରେ…

ମଣ୍ଡିରେ ପଡ଼ିରହିଛି ଧାନ, ଚାଷୀ ଅସନ୍ତୁଷ୍ଟ

ସମ୍ବଲପୁର : ମଣ୍ଡିରୁ ଉଠୁନି ଧାନ । ଦାନା ବାନ୍ଧୁଛି ଚାଷୀ ଆନ୍ଦୋଳନ । ସମ୍ବଲପୁରରେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ମଣ୍ଡିକୁ ଉଠିପାରିଲାନି ଧାନ । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଆନ୍ଦୋଳନ ପାଇଁ…

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି, ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ୪୨ କୋଟିର ଅତିରିକ୍ତ ବଜେଟ ବ୍ୟବସ୍ଥା

ଭୁବନେଶ୍ବର : ବଢ଼ିଲା ପଞ୍ଚାୟତ ନିର୍ବାଚନ ଚର୍ଚ୍ଚା । ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଆରମ୍ଭ । ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ଅତିରିକ୍ତ ବଜେଟରେ ୪୨ କୋଟିର ବ୍ୟବସ୍ଥା ହୋଇଛି । ଯଦିଓ ୨୦୨୭ ମସିହା ପ୍ରାରମ୍ଭରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାର…