December 2025

ପ୍ରଦୂଷଣ ସାର୍ଟିଫିକେଟ ନଥିଲେ ଗାଡ଼ିରେ ତେଲ ପକାଇପାରିବେ ନାହିଁ ଦିଲ୍ଲୀବାସୀ

ନୂଆଦିଲ୍ଲୀ : ସାଂଘାତିକ ସ୍ଥିତିରେ ଦିଲ୍ଲୀ ପ୍ରଦୂଷଣ । ଦିଲ୍ଲୀରେ ଆଜିଠୁ ନୋ ପିୟୁସି ନୋ ଫୁଏଲ୍ ନିୟମ ଲାଗୁ । ପ୍ରଦୂଷଣ ସାର୍ଟିଫିକେଟ ନାହିଁ ତ ତେଲ ନାହିଁ । ଦିଲ୍ଲୀ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏହି…

ଅମୃତ ଭଣ୍ଡା ପଡି ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡା : ଏମିତି ବି ଆସେ ମୃତ୍ୟୁ l ଅମୃତ ଭଣ୍ଡା ପଡି ଚାଲିଗଲା ମହିଳାଙ୍କ ଜୀବନ l ଏମିତି ଅଘଟଣ ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ମହାସିଙ୍ଗ ପଂଚାୟତର ଗୋଛାପଡା ଗାଁରେ l ଅମୃତ ଭଣ୍ଡାଟିର ଓଜନ ଥିଲା…

ସିରିଜ ଦୁର୍ଘଟଣା: ୨୦ ଗୁରୁତର

କେନ୍ଦୁଝର: ସିରିଜ ଦୁର୍ଘଟଣାରେ ୨୦ ଗୁରୁତର ଆହତ। କେନ୍ଦୁଝର ଜିଲା କୋଳିମାଟି ନିକଟ ୨୦ ନମ୍ବର ଜାତୀୟ ରାଜପଥରେ ଗୁରୁବାର ଘଟିଛି ଏହି ଦୁର୍ଘଟଣା। ଏକ ଟୁରିଷ୍ଟ ବସ ଏବଂ କାରକୁ ଗୋଟିଏ ଲୁହାପଥର ବୋଝେଇ ଟ୍ରକ ଧକ୍କା ଦେବାରୁ ଏହି…

ଶାଶୁ-ବୋହୂ କଳି ସମାଧାନ କରିବାକୁ ଯାଇ ପିଉସୀ ଶାଶୁ ମୃତ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ସଦର ଥାନା ଓଡିଶୋ ଗାଁରେ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳି ସମାଧାନ କରିବାକୁ ଯାଇ ପୁତୁରା ବୋହୂର ମାଡରେ ପିଉସୀ ଶାଶୁଙ୍କର ମୃତ୍ୟୁ ଘଟିଛି। ମୃତକ ସବିତା ବିଶ୍ଵାଳ(୫୫) ବୋଲି ଜଣାପଡିଛି। ଜଗତସିଂହପୁର ସଦର…

କାନ୍ଥ ପଡ଼ି ଶିଶୁ ମୃତ

ଉମରକୋଟ: କାନ୍ଥ ପଡ଼ି ଚାଲିଗଲା ଶିଶୁର ଜୀବନ। ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ଅନ୍ତର୍ଗତ କମାବନ୍ଧ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ଜଣେ ୪ ବର୍ଷର ଶିଶୁ। ଅନ୍ୟ ୨ ଜଣ ଶିଶୁ ଏଥିରେ ଗୁରୁତର ଆହତ ହୋଇଛନ୍ତି।…

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ପୁନବିର୍ଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ

ଭୁବନେଶ୍ଵର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପି ବିଧାୟକ ଦଳ ବୈଠକରେ ବଡ ନିଷ୍ପତ୍ତି ହୋଇଛି। ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ପୁନବିର୍ଚାର ପାଇଁ ପ୍ରସ୍ତାବ ଦିଆଯାଇଛି। ସମସ୍ତ ବିଜେପି ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ପ୍ରସ୍ତାବ ଦେଇଛନ୍ତି। ଲୋକମତକୁ ସମ୍ମାନ…

ଆହାର କେନ୍ଦ୍ରରେ ଯୁବକଙ୍କଠାରୁ ବନ୍ଧୁକ ଜବତ

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ସୋର ଥାନା ମେଡିକାଲ ପରିସରରେ ଥିବା ଆହାର କେନ୍ଦ୍ର ଭିତରୁ ବନ୍ଧୁକ ଜବତ ହୋଇଛି। ଆହାର କେନ୍ଦ୍ରରେ ଜଣେ ଯୁବକ ଖାଉଥିବାବେଳେ ତାଙ୍କ ପାଖରେ ବନ୍ଧୁକ ଥିବା ସିକ୍ୟୁରିଟି ଦେଖିବାକୁ ପାଇଥିଲେ। ପରେ ସିକ୍ୟୁରିଟି ଏବଂ ଆହାର…

ମାଆ ସହ ମିଶି ଶାଶୂକୁ ହତ୍ୟା କଲା ବୋହୂ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଖଲାରୀ ଗଡପଦା ସାହିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଶାଶୁକୁ ହତ୍ୟା କରିଛି ବୋହୂ । ମାଆ ସହ ମିଶି ଶାଶୁ କୁନି ନାୟକଙ୍କୁ ବୋହୂ ସରିତା ସାହୁ ହତ୍ୟା କରିଥିବା ଅଭିଯୋଗ ହୋଇଛି…

ଧଉଳି ଗଣଦୁଷ୍କର୍ମ ମାମଲା: ମୁଖ୍ୟ ଅଭିଯୁକ୍ତ ସତ୍ୟପ୍ରକାଶ ହାତୀର କ୍ରାଇମ ସିନ୍ ରିକ୍ରିଏସନ୍

ଭୁବନେଶ୍ବର : ସତ୍ୟପ୍ରକାଶ ହାତୀର କ୍ରାଇମ ସିନ୍ ରିକ୍ରିଏସନ୍ । ଭୁବନେଶ୍ବର ଧଉଳି ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ସତ୍ୟପ୍ରକାଶ ହାତୀକୁ କ୍ରାଇମସ୍ପଟକୁ ନେଇ କ୍ରାଇମ ସିନ ରିକ୍ରିଏସନ କରିଛି କମିଶନରେଟ ପୋଲିସ । ଘଟଣା ପରଠୁ ଫେରାର ଥିଲା ମୁଖ୍ୟ…

ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ, ଜଣେ ଅଟକ

ମାଲକାନଗିରି : ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ନିର୍ମମ ହତ୍ୟା ଅଭିଯୋଗ । ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଉସ୍ମାପଲ୍ଲୀ ଗାଁରେ ଗୁଣି ସନ୍ଦେହରୁ ବର୍ବରକାଣ୍ଡ । ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହତ୍ୟା କରିଛି ଦୁର୍ବୃତ୍ତ । ପୋଟେରୁ ଫାଣ୍ଡିରେ…