‘COVID ଟୀକା ଓ ଯୁବବର୍ଗଙ୍କ ହଠାତ୍ ମୃତ୍ୟୁ ମଧ୍ୟରେ କୌଣସି ସମ୍ପର୍କ ନାହିଁ’
ନୂଆଦିଲ୍ଲୀ:ଭାରତରେ ଯୁବବର୍ଗମାନଙ୍କ ହଠାତ୍ ମୃତ୍ୟୁ ହୋଉଥିବା ଖବର ମଧ୍ୟରେ AIIMS-ICMR ଦ୍ୱାରା କରାଯାଇଥିବା ଏକ ଗବେଷଣା ଅଧ୍ୟୟନ କିଛି ଆଶ୍ୱସ୍ତି ପ୍ରଦାନ କରିଛି। ଏହି ଅଧ୍ୟୟନରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ, COVID-19 ଟୀକା ଏବଂ ଯୁବବର୍ଗମାନଙ୍କ ମଧ୍ୟରେ ହଠାତ୍ ମୃତ୍ୟୁ…
