December 2025

ଦାଦା ବଟି ନ ଦେବାରୁ ଇଂଜିନିୟରଙ୍କୁ ଛୁରାମାଡ

ଭୁବନେଶ୍ୱର : ଶିଶୁପାଳଗଡ଼ର ଇଲା ସାହିରେ ଛୁରାମାଡ । ଜଣେ ସିଭିଲ ଇଂଜିନିୟରଙ୍କୁ ଛୁରାମାଡ । ଘର ସାମ୍ନାରେ ଚାରି ଜଣ ଦୁର୍ବୃତ୍ତ ଛୁରାମାଡ କରିଛନ୍ତି । ଥାନାରେ ଅଭିଯୋଗ କରିବାରୁ ଛୁରାମାଡ । ସିଭିଲ ଇଞ୍ଜିନିୟର ବିଜୟ କୁମାର ସାହଙ୍କୁ…

କୂଅରୁ ହାତୀ ଛୁଆ ଉଦ୍ଧାର

ଅନୁଗୁଳ : ଅନୁଗୁଳରେ ଅପରେସନ ଗଜରାଜ । ଏକ ଘଣ୍ଟା ପରେ କୂଅରୁ ଉଦ୍ଧାର ହେଲା ହାତୀ । ବଅଁରପାଳ ବ୍ଲକ ନରେନ୍ଦ୍ରପୁର ଗାଁର ଏକ ପରିତ୍ୟକ୍ତ କୂଅରୁ ୮ବର୍ଷରୁ ହାତୀ ଛୁଆ ଉଦ୍ଧାର ହୋଇଛି । ହାତୀଟି ଗାଁ ଭିତରକୁ…

ମା’ ତାରିଣୀ ପୀଠ ସମନ୍ବିତ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ଆସି ଘଟଗାଁରେ ପହଞ୍ଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ମା’ ତାରିଣୀ ପୀଠକୁ ଯାଇ ସେଠାରେ ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି…

ଏସଆଇ ପରୀକ୍ଷା ଘୋଟାଲା; SSB ଯବାନଙ୍କ ସମେତ ୨ ଗିରଫ

ଭୁବନେଶ୍ୱର: ଓଡ଼ିଶା ପୋଲିସ ସବ-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ରବିବାର ଦିନ ଜଣେ SSB ଯବାନଙ୍କ ସମେତ ଦୁଇ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, କେନ୍ଦ୍ରୀୟ ତଦନ୍ତ ସଂସ୍ଥା ଦ୍ୱାରା ଦୁଇ ଦିନର…

ଭୁବନେଶ୍ୱରରେ ଖୋଲିବ ଆଉ ୨ ନୂଆ ତହସିଲ

ଭୁବନେଶ୍ୱର: ଭୁବନେଶ୍ୱରରେ ଖୋଲିବ ଆଉ ଦୁଇଟି ତହସିଲ୍ । ନୂଆ ତହସିଲ ଗୋଟିଏ ରସୁଲଗଡ଼ ଓ ଗୋଟିଏ ଖଣ୍ଡଗିରିରେ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଏନେଇ ବିଜ୍ଞପ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ସହରରେ ଦିନକୁ ଦିନ ଜମି କିଣାବିକା ବହୁ…

୩୧୪ ଓଏଭିରେ ନିଯୁକ୍ତ ହେବେ ଓଡ଼ିଆ ଶିକ୍ଷକ, ଉଚ୍ଛେଦ ହେବ ଲାଇବ୍ରେରିଆନ୍‌ ପଦ

ଭୁବନେଶ୍ୱର: ଗଣଶିକ୍ଷା ବିଭାଗର ବଡ଼ ସୂଚନା । ରାଜ୍ୟର ୩୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଓଡ଼ିଆ ଶିକ୍ଷକ ନିଯୁକ୍ତ ହେବେ । ପୂର୍ବରୁ ଥିବା ଲାଇବ୍ରେରିଆନ୍‌ ପଦକୁ ଉଚ୍ଛେଦ କରି ଓଡ଼ିଆ ଶିକ୍ଷକ ପଦବୀ ସୃଷ୍ଟି କରାଯାଇଛି । ଓଡ଼ିଆ ପ୍ରଶିକ୍ଷିତ…

କାଲି ରାତି ୮ଟା ସୁଦ୍ଧା ଯାତ୍ରୀଙ୍କୁ ଟଙ୍କା ଫେରସ୍ତ କରିବାକୁ ଇଣ୍ଡିଗୋକୁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : କାଲି ସୁଦ୍ଧା ଟଙ୍କା ଫେରସ୍ତ ପାଇଁ ଇଣ୍ଡିଗୋକୁ ନିର୍ଦ୍ଦେଶ । ଯାତ୍ରୀମାନଙ୍କର ସମସ୍ତ ବକେୟା ଟଙ୍କା ତୁରନ୍ତ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ । ଗତକାଲି ଅର୍ଥାତ୍ ଡିସେମ୍ବର ୭ ରାତି ୮ଟା…

ପୁଟିନଙ୍କୁ କାହିଁକି ମଦ, ମାଂସ ପରସାଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ ଗସ୍ତରେ ଆସି ଶୁକ୍ରବାର ରାତିରେ ସ୍ବଦେଶ ଫେରିଯାଇଛନ୍ତି। ଯିବା ପୂର୍ବରୁ ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନରେ ତାଙ୍କ ନିମନ୍ତେ ଏକ ସ୍ବତନ୍ତ୍ର ନୈଶ ଭୋଜିର ଆୟୋଜନ କରାଯାଇଥିଲା। ଯେଉଁଥିରେ ପୁଟିନଙ୍କୁ…

ହଷ୍ଟେଲରେ ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ ବନ୍ଧୁକଧାରି ଆଖିବୁଜା ଗୁଳିମାଡ଼ କରିବାରୁ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ଅନ୍ୟ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ୩ ବର୍ଷର ଶିଶୁ, ୧୨…

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ହୁମାୟୁନ କବିର

ନୂଆଦିଲ୍ଲୀ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଶନିବାର ଏହି ଶିଳାନ୍ୟାସ କାର୍ଯ୍ୟକ୍ରମ ହୋଇଛି। ଏ ନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ ହଜାର ହଜାର ମୁସଲମାନ ଯୋଗଦେଇଥିଲେ। ନାରା-ଏ-ଦକବୀର,…