2026

ପରାକ୍ରମ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ପରାକ୍ରମ ଦିବସରେ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ ତାଙ୍କ ବାର୍ତ୍ତାରେ କହିଛନ୍ତି ଆଜି ଏକ ଗୌରବମୟ ତାରିଖ । ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମବାର୍ଷିକୀ…

୨୭ରେ ଦେଶ ବ୍ୟାପୀ ବ୍ୟାଙ୍କ ଧର୍ମଘଟ !

ନୂଆଦିଲ୍ଲୀ: ଆସନ୍ତା ୨୭ତାରିଖରେ ସାରା ଦେଶରେ ବ୍ୟାଙ୍କିଂ ବ୍ୟବସ୍ଥା ପ୍ରଭାବିତ ହେବାର ଆଶଙ୍କା କରାଯାଉଛି । ପ୍ରାୟ ୮ଲକ୍ଷ ବ୍ୟାଙ୍କ କର୍ମଚାରୀ ଏବଂ ଅଧିକାରୀମାନେ ଦେଶବ୍ୟାପୀ ଗୋଟିଏ ଦିନିଆ ଧର୍ମଘଟ କରିବାକୁ ଯୋଜନା କରିଛନ୍ତି । ବ୍ୟାଙ୍କ କର୍ମଚାରୀମାନେ ପାଞ୍ଚ ଦିନିଆ…

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ସମ୍ପର୍କ ଛିନ୍ନ କଲା ଆମେରିକା

ଆମେରିକା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ବାହାରିଲା ଆମେରିକା । ଏନେଇ ଆମେରିକା ଘୋଷଣା କରିଛି । ଏବେ ଏହି ବିଶ୍ୱବ୍ୟାପୀ ସ୍ୱାସ୍ଥ୍ୟ ସଂସ୍ଥାରେ ଆମେରିକାର ସଦସ୍ୟତା ସମ୍ପୂର୍ଣ୍ଣ ରୂପେ ସମାପ୍ତ ହୋଇଯାଇଛି । ଟ୍ରମ୍ପ ପ୍ରଶାସନ କହିଛନ୍ତି ଯେ ଏହି ପଦକ୍ଷେପ…

ମାତା ବୈଷ୍ଣୋ ଦେବୀ ଯାତ୍ରା ସ୍ଥଗିତ, ତୁଷାରପାତ ଯୋଗୁଁ ବାତିଲ ହେଲା ବିମାନ ସେବା

ଜମ୍ମୁ କାଶ୍ମୀର : ପ୍ରବଳ ତୁଷାରପାତ ଯୋଗୁଁ ଜମ୍ମୁରେ ମାତା ବୈଷ୍ଣୋ ଦେବୀ ଯାତ୍ରାକୁ ସ୍ଥଗିତ ରଖାଯାଇଛି । ଏହାକୁ ଦୃଷ୍ଟିରେ ରଖି ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ସମେତ ଅନ୍ୟ ରାସ୍ତାରେ ଯାତାୟାତ ବନ୍ଦ ରହିଛି । ଏଥିସହ ଆଜି ପାହାଡ଼ି…

ଇରାନରେ ପହଞ୍ଚିଲା ଆମେରିକାର ସବୁଠାରୁ ବଡ଼ ଯୁଦ୍ଧଜାହାଜ

ଆମେରିକା : ଆମେରିକା-ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟରେ ଆମେରିକାର ସବୁଠାରୁ ବଡ଼ ବିଧ୍ୱଂସକ ଜାହାଜ ୟୁଏସଏସ ଆବ୍ରାହମ ଲିଙ୍କନ ଇରାନ ନିକଟରେ ପହଞ୍ଚିଛି । ଯାହା ବଡ଼ ଦୁର୍ଘଟଣାର ସଙ୍କେତ ଦେଉଛି । ଆମେରିକା…

ଘୋଷଯାତ୍ରା ପାଇଁ ଅନୁକୂଳ ହେଲା ପ୍ରଥମ ରଥକାଠ

ପୁରୀ: ଚଳିତ ବର୍ଷ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଅନୁକୂଳ ହେଲା ପ୍ରଥମ କାଠ । ଶ୍ରୀକ୍ଷେତ୍ରରେ ରଥକାଠ ପହଞ୍ଚିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ସେବାୟତଙ୍କ ଉପସ୍ଥିତିରେ କରାଗଲା ଅନୁକୂଳ । ଆଜି ପବିତ୍ର ଶ୍ରୀ ପଞ୍ଚମୀ ଉପଲକ୍ଷେ ଶ୍ରୀମନ୍ଦିରରେ…

ପୁଣି ଆମ ବସ୍‌ ଦୁର୍ଘଟଣା: ଉତ୍ତ୍ୟକ୍ତ ଲୋକ ଭଙ୍ଗିଲେ ୩ଟି ବସ୍‌

ଭୁବନେଶ୍ୱର: ରାଜଧାନୀ ସ୍ଥିତ ଜନପଥରେ ବାଇକକୁ ସାଇଡ ମରାକୁ ନେଇ ବାଇକ ଆରୋହୀ ଓ ଆମ୍‌ ବସ୍‌ ଚାଳକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ସାମାନ୍ୟ ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକମାନେ ଆମ ବସ୍‌ ଭଙ୍ଗା ରୁଜା କରିଛନ୍ତି । ପାଖକୁ…

ନବୀନ ନିବାସ ଆଗରେ ଅରବିନ୍ଦଙ୍କ ସମର୍ଥକଙ୍କ ଭିଡ଼, ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି

ଭୁବନେଶ୍ବର: ନବୀନ ନିବାସ ଆଗରେ ଭିଡ଼ ଲଗାଇଛନ୍ତି ବିଜେଡିରୁ ନିଲମ୍ବିତ ହୋଇଥିବା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ସମର୍ଥକ । କାହିଁକି ଅରବିନ୍ଦଙ୍କୁ ଦଳରୁ ନିଲମ୍ବିତ କରାଗଲା ତାହାକୁ ନେଇ ଜବାବ ଜାଣିବାକୁ ଆସିଛନ୍ତି ସମର୍ଥକ । ପାଟକୁରାକୁ ନ୍ୟାୟ ଦିଅ ବୋଲି…

ମହାନଦୀ ସମସ୍ୟା ପାଇଁ ବିଜେଡିକୁ ଦାୟୀ କଲେ ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ବର: ଲୋକସଭା ଭବନରେ ମହାନଦୀ ଟ୍ରିବ୍ୟୁନାଲ ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଛି । ମହାନଦୀ ସମସ୍ୟା ନେଇ ସର୍ବଦଳୀୟ ବୈଠକ ବାତିଲ ହେବା ପରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓଙ୍କ ଅଧ୍ୟକ୍ଷତାରେ ଜୁରୁରୀ ବୈଠକରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ,…

କଟକ ମହାନଦୀ ରିଭର ଫ୍ରଣ୍ଟ ପ୍ରକଳ୍ପରେ ନଦୀକୂଳ ପାଇବ ନୂଆ ରୂପ, ନେତାଜୀ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ବର: କଟକ ମହାନଦୀ ରିଭର ଫ୍ରଣ୍ଟ ପ୍ରକଳ୍ପରେ ନଦୀକୂଳ ନୂଆ ରୂପ ପାଇବ । ଆଜି ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାକୁ ସାଂସ୍କୃତିକ ଓ ମନୋରଞ୍ଜନ ସ୍ଥଳରେ ପରିଣତ କରାଯିବ, ଏହା ଦ୍ୱାରା ପର୍ଯ୍ୟଟନକୁ…