ଏପ୍ରିଲରୁ ଦିଲ୍ଲୀରେ ମହଙ୍ଗା ହୋଇପାରେ ବିଦ୍ୟୁତ୍ ଶୁଳ୍କ
ନୂଆଦିଲ୍ଲୀ: ଦିଲ୍ଲୀରେ ରହୁଥିବା ଲୋକଙ୍କ ପାଇଁ ଆସିଲା ବଡ଼ ଖବର । ଏପ୍ରିଲ୍ ମାସରୁ ଦିଲ୍ଲୀରେ ବିଦ୍ୟୁତ୍ ମହଙ୍ଗା ହୋଇପାରେ । କାରଣ ସରକାର ବଣ୍ଟନ କମ୍ପାନୀଗୁଡ଼ିକୁ ୩୮,୦୦୦ କୋଟିରୁ ଅଧିକ ବକେୟା ଦେବାକୁ ପ୍ରସ୍ତୁତ ହେଉଛନ୍ତି, ଅର୍ଥାତ ବିଦ୍ୟୁତ୍ ହାର…