2026

ଘୋଡ଼ା ବେପାର ଭୟରେ ଭୁବନେଶ୍ବର ଛାଡିଲେ କଂଗ୍ରେସର ୯ ବିଧାୟକ

ଭୁବନେଶ୍ୱର : ରୋଚକ ମୋଡ଼ରେ ରାଜ୍ୟସଭା ନିର୍ବାଚନ । ରାଜ୍ୟସଭାରେ ଘୋଡ଼ା ବେପାର ଭୟରୁ ଦୂରେଇ ରହିବାକୁ କଂଗ୍ରେସର ବଡ଼ ରଣନୀତି । ଭୁବନେଶ୍ବର ଛାଡିଲେ କଂଗ୍ରେସ ବିଧାୟକ। ବେଙ୍ଗାଳୁରୁ ଗଲେ କଂଗ୍ରେସର ୯ ଜଣ ବିଧାୟକ । ପ୍ରଫୁଲ୍ଲ ପ୍ରଧାନ,…

ଶାମୁକା ଖୋଜିବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଦୁଇ ସାଙ୍ଗ

ବାସୁଦେବପୁର: ଆଜି ସକାଳେ ପରୀକ୍ଷା ସରିବା ପରେ ପାଞ୍ଚ ଜଣ ସାଙ୍ଗ ହୋଇ ସ୍ଥାନୀୟ ମୁନିପୋଖରୀ ଆଡିକୁ ଖେଳିବାକୁ ଯାଇଥିଲେ । ସେଠାରେ ତପଦୀପା ପ୍ରଥମେ ପୋଖରୀରୁ ଶାମୁକା ଖୋଜିବାକୁ ଯାଇଥିଲା । ହେଲେ ତାର ଗୋଡ଼ ଖସିଯିବାରୁ ପୋଖରୀରେ ପଡ଼ିଗଲା…

ଲାଞ୍ଚ ନେବା ବେଳେ ଏଏସଆଇଙ୍କୁ ବାନ୍ଧିଲା ଭିଜିଲାନ୍ସ

ରାଉଲକେଲା: ଭିଜିଲାନ୍ସ ଜାଲରେ ପୋଲିସ ASI । ଲାଞ୍ଚ ନେବା ବେଳେ ଧରାପଡିଲେ ରାଉରକେଲା ବଡ଼ଗାଁ ଥାନାର ଏଏସଆଇ ଅରୁପାନନ୍ଦ ଦାସ । ଗତକାଲି ଚଢ଼ାଉ କରି ଲାଞ୍ଚ ଟଙ୍କା ସହ ଏଏସଆଇଙ୍କୁ ଘଟଣାସ୍ଥଳରୁ ଧରିଥିଲେ ରାଉରକେଲା ଭିଜିଲାନ୍ସ ବିଭାଗ ।…

କୁଆଖାଇ ପଠାରୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର କୁଆଖାଇ ନଦୀପଠାରୁ ମୃତଦେହ ଉଦ୍ଧାର । ବରିମୁଣ୍ଡ ବାଲିଯାତ୍ରା ପଡ଼ିଆ ନିକଟରୁ ମିଳିଲା ସନ୍ଦେହଜନକ ମୃତଦେହ । କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ମୃତକର ପରିଚୟ ମିଳିନଥିବା ବେଳେ ମୃତଦେହ ଉଦ୍ଧାର କରି…

ଜଳିଗଲା ପିଚୁ ଟ୍ୟାଙ୍କର, ଡ୍ରାଇଭର ମୃତ

ଅନୁଗୋଳ: ଅନୁଗୋଳରେ ପିଚୁ ଟ୍ୟାଙ୍କରରେ ଅଗ୍ନିକାଣ୍ଡ । ବିଳମ୍ବିତ ରାତି ବାଲିପଶି ଛକ ନିକଟ ଜାତୀୟରାଜପଥ ୧୪୯ରେ ଅଗ୍ନିକାଣ୍ଡ । ବାଲିପଶି ଠାରେ ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର । ଦୂର୍ଘଟଣା ପରେ ଟ୍ୟାଙ୍କରରେ ଅଗ୍ନିକାଣ୍ଡ, ଡ୍ରାଇଭର ଜୀବନ୍ତ…

ଅଗ୍ନିଶମ ସେବା କ୍ଷେତ୍ରରେ ନିଯୁକ୍ତ ହେବେ ମହିଳା

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆୟୋଜିତ ଅଗ୍ନିଶମ ଓ ଜରୁରୀକାଳୀନ ସେବା, ହୋମଗାର୍ଡ ଏବଂ ନାଗରିକ ସୁରକ୍ଷା କାର୍ଯ୍ୟ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା ।…

ବାଲିଘାଟ ଜଗିବେ ଓଡ଼ିଶା ଶିଳ୍ପ ସୁରକ୍ଷା ବଳ, ବନ୍ଦ ହେବ ବେଆଇନ ଚାଲାଣ

ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି ବାଲି ଚୋରା ଚାଲାଣ। ଏଥିରେ ଲାଗିପାରୁନି ଅଙ୍କୁଶ। ବେଆଇନ ବାଲିଘାଟକୁ ନେଇ ଅପରାଧୀମାନେ ରକ୍ତମୁଖା ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାରେ ବାଲିଘାଟ ଜଗିବା ଦାୟିତ୍ବ ଓଡ଼ିଶା ଶିଳ୍ପ ସୁରକ୍ଷା ବଳ (ଓଆଇଏସଏଫ୍‌)କୁ ପ୍ରଦାନ କରାଯିବ।…

ତେହେରାନରେ ଏୟାରଷ୍ଟ୍ରାଇକ, ୧୦ ଇରାନ ସୁରକ୍ଷାକର୍ମୀ ମୃତ

ନୂଆଦିଲ୍ଲୀ : ଇରାନ ଉପରେ ଆମେରିକା-ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣ । ବଡ଼ ଧରଣର ଏୟାରଷ୍ଟ୍ରାଇକରେ ଥରହର ତେହେରାନ । ଇରାନର ସବୁ ଯୁଦ୍ଧ ଜାହାଜକୁ ବୁଡ଼ାଇ ଦେଲା ଆମେରିକା । ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବେ ଇରାନର ରାଜଧାନୀ ତେହେରାନ…

ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ବିପଦରେ ୧୧୦୦ରୁ ଅଧିକ ପିଲାଙ୍କ ଜୀବନ: ୟୁନିସେଫ୍

ନୂଆଦିଲ୍ଲୀ : ପଶ୍ଚିମ ଏସିଆରେ ଯୁଦ୍ଧ ସ୍ଥିତି ସବୁଠାରୁ ଅଧିକ ପ୍ରଭାବ ପିଲାଙ୍କ ଉପରେ ପଡିଛି । ସଂଯୁକ୍ତ ରାଷ୍ଟ୍ରର ଶିଶୁ ଏଜେନ୍ସୀ ଚେତାବନୀ ଦେଇଛି କି, ଲଗାତାର ହିଂସା ବୃଦ୍ଧି ଦ୍ବାରା ଲକ୍ଷ ଲକ୍ଷ ପିଲାଙ୍କ ଜୀବନ ବିପଦରେ ପଡିଛି…

ଏପ୍ରିଲରୁ ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା, ବଦ୍ରିନାଥ-କେଦାରନାଥ ମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ନିଷେଧ

ନୂଆଦିଲ୍ଲୀ : ୨୦୨୬ ଏପ୍ରିଲ ୧୯ ତାରିଖରୁ ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଏହି ଦିନ ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ମନ୍ଦିରର ଦ୍ୱାର ଖୋଲିବ। ତୀର୍ଥଯାତ୍ରୀଙ୍କ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ମାର୍ଚ୍ଚ ୬ ତାରିଖରୁ ଆରମ୍ଭ ହୋଇଥିଲା ।…