ଆସନ୍ତାକାଲିଠୁ CBSE ଦଶମ ଓ ଦ୍ବାଦଶ ପରୀକ୍ଷା, ପ୍ରଥମ ବୋର୍ଡ଼ ବାଧ୍ୟତାମୂଳକ

ଭୁବନେଶ୍ୱର : ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି CBSE ଦଶମ ଓ ଦ୍ବାଦଶ ପରୀକ୍ଷା । ସ୍କୁଲ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଇଁ CBSE ପକ୍ଷରୁ ଆଡଭାଇଜରୀ । ସକାଳ ୧୦ଟା ପୂର୍ବରୁ ପରୀକ୍ଷାକେନ୍ଦ୍ରରେ ପହଞ୍ଚିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି । ୧୦ଟା…

ସାଧା ପୋଷାକଧାରୀ ପୋଲିସ ହାତରେ ଧରାପଡିଲା ମୋବାଇଲ ଚୋର: ୩ଟି ମୋବାଇଲ ଜବତ, ଅଭିଯୁକ୍ତ କୋର୍ଟ ଚାଲାଣ

କଟକ: ରେଳ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଜିଆରପି (GRP) ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଟ୍ରେନରେ ଯାତ୍ରୀଙ୍କ ଠାରୁ ମୋବାଇଲ ଚୋରି କରୁଥିବା ସମୟରେ ଜଣେ ଅଭିଯୁକ୍ତକୁ ସାଧା ପୋଷାକଧାରୀ ପୋଲିସ କର୍ମଚାରୀ ମାଡ଼ି ବସିଛନ୍ତି । ସୂଚନା ଅନୁଯାୟୀ,…

କଳାହାଣ୍ଡି ଓ ରାୟଗଡା ଜିଲ୍ଲାର ୩୦୦୦ ରୁ ଅଧିକ ଗ୍ରାମକୁ ପାନୀୟ ଜଳ ଯୋଗାଇବ ବେଦାନ୍ତ, ହେବ ଅତ୍ୟାଧୁନିକ ଜଳ ବିଶୋଧନାଗାର

ରାୟଗଡ଼ା : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଏହାର ‘ଜଳ, ପରିମଳ ଏବଂ ସ୍ୱଚ୍ଛତା’ (ୱାଶ) ପଦକ୍ଷେପ ମାଧ୍ୟମରେ ଓଡ଼ିଶାର କଳାହାଣ୍ଡି ଏବଂ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଅତ୍ୟାଧୁନିକ ଜଳ ବିଶୋଧନ ବ୍ୟବସ୍ଥା ସହିତ ସୌର-ଚାଳିତ ନଳକୂପ ସ୍ଥାପନ କରି…

୨୦୨୬-୨୭ ପାଇଁ ୩.୨୦ ଲକ୍ଷ କୋଟି ଛୁଇଁପାରେ ବଜେଟ୍ ବ୍ୟୟ ବରାଦ

ଭୁବନେଶ୍ୱର : ୨୦୨୬-୨୭ରେ ୩.୨୦ ଲକ୍ଷ କୋଟି ଛୁଇଁପାରେ ବଜେଟ୍ ବ୍ୟୟ ବରାଦ ।  ନିଯୁକ୍ତି ଓ ଭିତ୍ତିଭୂମି ଉପରେ ରହିବ ନଜର ।  କାଲି ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଫେବ୍ରୁଆରୀ ୨୦ରେ…

ବାଉନ୍ସରଙ୍କ ପାଇଁ ବାରରେ ବଢୁଛି ଆକ୍ରମଣ, ଏଣିକି ଏକ୍ସାଇଜ ଓ ପୋଲିସ ଟିମ୍ କରିବେ ଜଏଣ୍ଟ ରେଡ

ଭୁବନେଶ୍ୱର : ବାରରେ ଅବକାରୀ ଅଧିକାରୀଙ୍କୁ ଆକ୍ରମଣ ଘଟଣା । ବାରରେ ବାଉନ୍ସରଙ୍କ ପାଇଁ ବଢୁଛି ଆକ୍ରମଣ । ଏଣିକି ଜଏଣ୍ଟ ରେଡ କରିବେ ଏକ୍ସାଇଜ ଓ ପୋଲିସ ଟିମ୍ । ବାଉନ୍ସର୍ ବଦଳରେ ରହିବେ ସ୍ବୀକୃତିପ୍ରାପ୍ତ ସିକ୍ୟୁରିଟି ଗାର୍ଡ । ପୂର୍ବରୁ…

ବଜେଟ୍ ଅଧିବେଶନ ବେଳେ ଜଗିବେ ବ୍ଲାକ କମାଣ୍ଡୋ, କଡ଼ା ସୁରକ୍ଷା ବଳୟରେ ରହିବ ବିଧାନସଭା

ଭୁବନେଶ୍ୱର : ଏଥର ବିଧାନସଭା ଜଗିବେ ବ୍ଲାକ କମାଣ୍ଡୋ । ଚଳିତ ବଜେଟ୍ ଅଧିବେଶନ ବେଳେ କଡ଼ା ସୁରକ୍ଷା ବଳୟରେ ରହିବ ବିଧାନସଭା । ତ୍ରିସ୍ତରିୟ ସୁରକ୍ଷା ବ୍ୟବସ୍ଥା ହୋଇଛି । ଜଗିବେ ୩୪ ପ୍ଲାଟୁନ ପୋଲିସ ଫୋର୍ସ । ଗୋଟିଏ ସ୍ପେସାଲ୍…

ନୂଆଗାଁରେ ଜାତିପ୍ରଥା ପରମ୍ପରାର ପଡିଲା ପୂର୍ଣ୍ଣଛେଦ, ୩ ମାସ ପରେ ଅଙ୍ଗନବାଡି କେନ୍ଦ୍ରକୁ ଆସିଲେ ଛାତ୍ରଛାତ୍ରୀ

ରାଜନଗର: ଦୀର୍ଘ ୩ ମାସ ପରେ ସ୍ବଭାବିକ ହେଲା ଅଙ୍ଗନବାଡ଼ି କେନ୍ଦ୍ର । ନୂଆଗାଁରେ ଜାତିପ୍ରଥା ପରମ୍ପରାର ପଡିଲା ପୂର୍ଣ୍ଣଛେଦ ।  ୩ ମାସ ପରେ ଅଙ୍ଗନବାଡି କେନ୍ଦ୍ରକୁ ଆସିଲେ ଛାତ୍ରଛାତ୍ରୀ ।  ପିଲା ପହଂଚିବା ପରେ ସ୍ୱଭାବିକ ହେଲା ଅଙ୍ଗନବାଡି କେନ୍ଦ୍ର…

ଜଳପ୍ରପାତରେ ବୁଡ଼ି SI ନିଖୋଜ

କୋରାପୁଟ: ଜଳପ୍ରପାତରେ ବୁଡ଼ି SI ନିଖୋଜ । କୋରାପୁଟ ଜିଲ୍ଲା କୋଟପାଡ଼ ଗୁଲୁମୀ ଜଳପ୍ରପାତରେ ଅଘଟଣ ଘଟିଛି । ନିଖୋଜ ଏସଆଇ ହେଲେ ଛତିଶଗଡ଼ ନଗରନାର ଥାନାର ଆକାଶ ଚୌଧୁରୀ । ଗତକାଲି ୫ଜଣ ପିକନିକ୍ କରିବାକୁ ଆସିଥିଲେ । ସେମାନଙ୍କ ମଧ୍ୟରୁ…

ଚିନ୍ତା ବଢାଇଲାଣି କିଡନୀ ରୋଗ, ଦୁଇ ତିନି ବର୍ଷରେ ଗଲାଣି ୫୦ରୁ ଅଧିକ ଜୀବନ

ହିଞ୍ଜିଳିକାଟୁ: ଚିନ୍ତା ବଢାଇଲାଣି କିଡନୀ ରୋଗ । ଗାଁ କୁ ଗାଁ ବ୍ୟାପୁଛି । ଅକାଳରେ ଚାଲିଯାଉଛି ଲୋକଙ୍କ ଜୀବନ । ଅନେକ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁର ବାଟ କୁ ଚାହିଁ ବସିଛନ୍ତି ।  ମହାମାରୀ ରୂପ ନେଇ…

ସୁଦୃଢ଼ ହେବ ରାଜ୍ୟର ଅର୍ଥନୀତି, ଭୁବନେଶ୍ୱରର ହେବ ଆଇଟି ହବ୍

ଭୁବନେଶ୍ବର: ଆହୁରି ସୁଦୃଢ଼ ହେବ ରାଜ୍ୟର ଅର୍ଥନୀତି । ଭୁବନେଶ୍ୱରର ହେବ ଆଇଟି ହବ । କଟକ, ଭୁବନେଶ୍ୱର, ପୁରୀ, ପାରାଦୀପ କୁ ନେଇ ପ୍ରସ୍ତୁତ ହେଉଛି ଏକୋନମି ରିଜିୟନ୍ । କେନ୍ଦ୍ର ସରକାରଙ୍କ ବଜେଟରେ ଏହାକୁ ସ୍ଥାନ ଦିଆଯାଇଛି । ଓଡ଼ିଶାକୁ…