UPSC ପରୀକ୍ଷାର୍ଥୀଙ୍କ ପାଇଁ କଡ଼ା ନିୟମ ଜାରି କଲେ ସରକାର
ନୂଆଦିଲ୍ଲୀ : ବଦଳିଲା UPSC ନିୟମ । ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର । ଏଣିକି ବାରମ୍ବାର UPSC ପରୀକ୍ଷା ଦେବା ସହଜ ନୁହେଁ । ବାରମ୍ବାର UPSC ପରୀକ୍ଷା ଦେବା ହେବ କଷ୍ଟସାଧ୍ୟ । UPSC ପରୀକ୍ଷାର୍ଥୀଙ୍କ ପାଇଁ…
ନୂଆଦିଲ୍ଲୀ : ବଦଳିଲା UPSC ନିୟମ । ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର । ଏଣିକି ବାରମ୍ବାର UPSC ପରୀକ୍ଷା ଦେବା ସହଜ ନୁହେଁ । ବାରମ୍ବାର UPSC ପରୀକ୍ଷା ଦେବା ହେବ କଷ୍ଟସାଧ୍ୟ । UPSC ପରୀକ୍ଷାର୍ଥୀଙ୍କ ପାଇଁ…
ମାଲକାନଗିରି : ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ଆଜି ୧୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ୧୨ ଜଣ ମାଓବାଦୀଙ୍କ ମଧ୍ୟରୁ ୮ ଜଣ ମହିଳା ଓ ୪ ଜଣ ପୁରୁଷ ମାଓବାଦୀ ରହିଛନ୍ତି ।…
କଟକ: ଫେବ୍ରୁଆରୀ ୧୫ରୁ କଟକ ଜିଲାରୁ ଆରମ୍ଭ ହେବ ଜନଗଣନା । ଏପ୍ରିଲ ସୁଦ୍ଧା ଘର ଗଣନା କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଘର କାଉଣ୍ଟିଂ ଶେଷ ହେବା ପରେ ଜନଗଣନା ପ୍ରକ୍ରିୟା ଆରମ୍ଭ ହେବ । ଜନଗଣନା କାର୍ଯ୍ୟକୁ…
ଭୁବନେଶ୍ଵର: ଭାରତ-ଆମେରିକା ନୂତନ ବାଣିଜ୍ୟ ଚୁକ୍ତିରୁ ଓଡ଼ିଶାକୁ କଣ ଫାଇଦା ମିଳିବ, ସେ ନେଇ ଆଜି ଏକ୍ସରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଶାର ସାମୁଦ୍ରିକ ଖାଦ୍ୟ ଅର୍ଥନୀତିକୁ ଏକ ନୂଆ ପରିଚୟ ପ୍ରଦାନ କରିବ।…
କୋରାପୁଟ: କୋରାପୁଟ ଜିଲ୍ଲା ଆଜିଠୁ ନକ୍ସଲମୁକ୍ତ ହୋଇଛି। ଏ ନେଇ ଆଜି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଡକ୍ଟର କନୱର ବିଶାଳ ସିଂହ। ଏସିଏମ୍ କ୍ୟାଡର ମାଓବାଦୀ ମମତା ପଡ଼ିଆମି ଆତ୍ମସମର୍ପଣ କରିଛନ୍ତି। ମମତାଙ୍କ ଆତ୍ମସମର୍ପଣ ପରେ…
ହିନ୍ଦୋଳ : ହିନ୍ଦୋଳରେ କଳରାପତିଆ ବାଘ ଆତଙ୍କ । କଂସରା ପଞ୍ଚାୟତ ଗୋବର୍ଦ୍ଧନପୁର ଗାଁର କୈଳାସ ମହାକୁଡ଼ଙ୍କ ଗୁହାଳରେ ପଶି ଆଠଟି ମେଣ୍ଢା ମାରି ଖାଇଥିବା ଅଭିଯୋଗ ହୋଇଛି । ଗୁହାଳ ପାଖରେ ବଡ଼ ବଡ଼ ପାଦ ଚିହ୍ନ ପଡ଼ିଥିବା ଦେଖିବାକୁ ମିଳିଛି…
ନୟାଗଡ : ନିଜ ସର୍ଭିସ ବନ୍ଧୁକରୁ ନିଜ ଜୀବନ ନେଲେ । ଗୁଳି ଫୁଟାଇ ନିଜକୁ ମାରିଲେ କନେଷ୍ଟବଳ । ନୟାଗଡ ପୋଲିସ ବାରାକରେ ଘଟିଛି ଅଘଟଣ। ମୃତକ ବାହାଡାଝୋଲା ଅଞ୍ଚଳର କନେଷ୍ଟବଳ ସୁନିଲ ସେଠୀ । କିଛିଦିନ ତଳେ ସୁନୀଲଙ୍କ ନିର୍ବନ୍ଧ…
ଝାରସୁଗୁଡ଼ା: ଝାରସୁଗୁଡ଼ା ରେଳ ଷ୍ଟେସନ ନିକଟରେ ଦମ୍ପତିଙ୍କୁ ଛୁରାରେ ଆକ୍ରମଣ । ମହିଳା ମୃତ, ସ୍ୱାମୀ ଗୁରୁତର ଅବସ୍ଥାରେ ଉଦ୍ଧାର। ଝାରସୁଗୁଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କାରଣ ଅସ୍ପଷ୍ଟ ରହିଛି । ଦମ୍ପତି ରେଳ ଷ୍ଟେସନରେ ନିକଟରେ ପ୍ଲାଷ୍ଟିକ…
ରାୟଗଡ଼ା: ଜଣେ ଛାତ୍ରଙ୍କୁ ଲୁହା ରଡରେ ପିଟିଲେ ଆଉ ଜଣେ ଛାତ୍ର । ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇରୁ ଆସିଛି ଅଭିଯୋଗ। ଲୁହା ଛଡ଼ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଗୁରୁତର ଛାତ୍ର…
ଭଦ୍ରକ: ଓଡ଼ିଆ ଯୁବ ନାବିକ ନିଖୋଜ। ଚିନ୍ତାରେ ପରିବାର। ଭଦ୍ରକ ଜିଲ୍ଲା କେଶପୁର ଅଞ୍ଚଳର ଯୁବ ନାବିକ ସାର୍ଥକ ମହାପାତ୍ର ନିଖୋଜ। ସେ ମୁମ୍ବାଇର ଏକ ଜାହାଜ କମ୍ପାନୀରେ ଯୋଗଦେଇଥିଲେ। ଗତ ଦୁଇ ତାରିଖରୁ ସେ ନିଖୋଜ ଅଛନ୍ତି। ପ୍ରଥମେ ଚୀନରୁ ମରିସସ୍…