ପାରାଦୀପ ବେଳାଭୂମିରେ ଲାଗିଲା ୨୦ ଫୁଟର ତିମିର ମୃତଦେହ

ପାରାଦୀପ: ପାରାଦୀପ ଷଣ୍ଢକୁଦ ସମୁଦ୍ର କୂଳରେ ଲାଗିଲା ୨୦ ଫୁଟର ତିମି । ମାଛକୁ ଦେଖିବାକୁ ସମୁଦ୍ର କୂଳରେ ଲୋକଙ୍କ ଭିଡ଼ ଲାଗିଥିଲା । ଏହି ବିରାଟକାୟ ତିମି ମାଛକୁ ଦେଖି କିଛି ଲୋକ ଭୟ କରିବା ସହିତ ଅନ୍ୟ ଲୋକମାନଙ୍କୁ ଜଣାଇଥିଲେ…

କିଶୋରୀଙ୍କୁ ମିଳିବ ସର୍ଭାଇକାଲ୍ କ୍ୟାନ୍ସର ଟୀକା, ୨୮ରୁ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର : କିଶୋରୀଙ୍କୁ ମିଳିବ ସର୍ଭାଇକାଲ୍ କ୍ୟାନ୍ସର ଟୀକା । ଆସନ୍ତା ୨୮ ତାରିଖରୁ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୪ ବର୍ଷ ଯାଏ ଝିଅଙ୍କୁ ସିଙ୍ଗଲ୍ ଡୋଜ୍ ଦିଆଯିବ । ୧୪ରୁ ବାହାଘର ପର୍ଯ୍ୟନ୍ତ ୩ଟି…

ହୋର୍ଡିଂ ପଡ଼ି ୨ ଜଣଙ୍କ ମୃତ୍ୟୁ ଘଟଣାରେ ତାତିଲେ ଲୋକ, ମୃତକଙ୍କ ପରିବାରକୁ ୪ ଲକ୍ଷ ସହାୟତା

ଭୁବନେଶ୍ୱର:  ଭୁବନେଶ୍ୱର ଆଇଗିଣିଆରେ ହୋର୍ଡିଂ ପଡ଼ି ଦୁଇ ଜଣଙ୍କ ମୃତ୍ୟୁ  ଘଟଣାରେ ତାତିଲେ ଲୋକ । ନ୍ୟାୟ  ଦାବିରେ ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକଙ୍କ ୧୬ ନମ୍ବର  ଜାତୀୟ ରାଜପଥ ଅବରୋଧ କରିଥିଲେ ।  ଫଳରେ ରାସ୍ତାର ଉଭୟ ପଟେ ଶହ…

ଡ୍ରାଇଭିଂ ଶିଖିବା ବେଳେ ବୃଦ୍ଧଙ୍କ ଉପରେ ଚଢ଼ିଗଲା କାର୍

ଯାଜପୁର : ଡ୍ରାଇଭିଂ ଶିଖିବା ହେଲା କାଳ । ବୃଦ୍ଧଙ୍କ ଉପରେ ଚଢ଼ିଗଲା କାର୍ । ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଯାଜପୁର ଜିଲ୍ଲା କୁଆଖିଆ ଥାନା ଗନ୍ଧଣ ପଞ୍ଚାୟତ ଦରକୁଣ୍ଡି ଗାଁରେ ଅଘଟଣ ଘଟିଛି । ମୃତକ ହେଲେ ରଘୁନାଥ…

ସାପ ଗାତରେ ହାତ ପୁରାଇଦେଲା ନାବାଳକ, ଚାଲିଗଲା ଜୀବନ

ଭଦ୍ରକ : ଖେଳୁ ଖେଳୁ ସାପ ଗାତରେ ହାତ ପୁରାଇଦେଲା ନାବାଳକ । ସାପ କାମୁଡାରେ ଗଲା ୫ ବର୍ଷର ନାବାଳକ ଜୀବନ । ଭଦ୍ରକ ଜିଲ୍ଲା ଆଗରପଡା ଥାନା ଗୋପୀନାଥପୁର ଗାଁରେ ଅଘଟଣ ଘଟିଛି । ମୃତ ନାବାଳକ ନରସିଂହ ମୁଣ୍ଡା…

ଲିଫ୍ଟ ଦେବା ଆଳରେ ଯୁବତୀଙ୍କୁ ଦୁଷ୍କର୍ମ ଓ ହତ୍ୟା

ପାରାଦୀପ : ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା । ପାରାଦୀପରେ ମୃତ ମହିଳାଙ୍କ ପରିଚୟ ମିଳିଲା । ମୃତ ଯୁବତୀଙ୍କ ଘର ତିର୍ତ୍ତୋଲରେ । ଭଡ଼ାଟିଆ ଅଣଓଡ଼ିଆ ଯୁବକ ହିଁ ହତ୍ୟାକାରୀ । ଲିଫ୍ଟ ଦେବା ନାଁରେ ଯୁବତୀଙ୍କୁ…

ଖଣି ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍; ୪ କୋଟିରୁ ଅଧିକ ନଗଦ ଟଙ୍କା ଜବତ

କଟକ: କଟକ ସର୍କଲ ଖଣି ଉପ ନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଫ୍ଲାଟରୁ ୪ କୋଟିରୁ ଅଧିକ ନଗଦ ଟଙ୍କା ଜବତ କଲା ଭିଜିଲାନ୍ସ। ଭିଜିଲାନ୍ସ ଉକ୍ତ ଟଙ୍କା ଜବତ କରିବା ସହ ତାଙ୍କ କଟକ କାର୍ଯ୍ୟାଳୟ ଓ ଭଦ୍ରକରେ ଥିବା ପୈତୃକ…

୬ ସାଇବର ଠକ ଗିରଫ, ବହୁ ଫ୍ରଡ ଆକାଉଣ୍ଟ ସିଜ

ଭଦ୍ରକ:ସାଇବର ଠକେଇ ଘଟଣାର ପର୍ଦ୍ଦାଫାସ କରିଛି ଭଦ୍ରକ ଟାଉନ ପୋଲିସ । ପୋଲିସ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସାଇବର ଠକେଇ ଘଟଣାର ପର୍ଦ୍ଦାଫାସ କରିଛି । ଦୁଇଟି ପୃଥକ ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଓ ଅନେକ…

ବଦଳିଲା କେରଳର ନାଁ, ନାମ ପରିବର୍ତ୍ତନ ପାଇଁ କ୍ୟାବିନେଟରେ ମୋଦି ଦେଲେ ମଞ୍ଜୁରୀ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ କେରଳର ନାମକୁ ବଦଳାଇ ‘କେରଳମ୍’ କରିବାକୁ ମଞ୍ଜୁରୀ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଯେତେବେଳେ ଭାଷା ଆଧାରରେ ରାଜ୍ୟର ନିର୍ମାଣ ହୋଇଥିଲା, ସେବେଠାରୁ କେରଳ ନାଁ କେରଳମ ହେବା ପାଇଁ ଦାବି ହୋଇଆସୁଛି ।…

ଇରାନରେ ସାମରିକ ହେଲିକପ୍ଟର କ୍ରାସ୍; ୪ ମୃତ

ତେହେରାନ୍ : ଆମେରିକା ସହିତ ଭୀଷଣ ଉତ୍ତେଜନା ମଧ୍ୟରେ ଆଜି କେନ୍ଦ୍ରୀୟ ଇରାନରେ ଏକ ସାମରିକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣା ଇରାନର ଏକ ଫଳ ଏବଂ ପନିପରିବା ମାର୍କେଟରେ ଘଟିଛି । ଫଳରେ ଅତି କମରେ ଏଥିରେ ୪…