ହୋଟେଲ୍ ମାଲିକଙ୍କୁ ହତ୍ୟା, ମୃତଦେହ ରଖି ଗ୍ରାମବାସୀଙ୍କ ରାସ୍ତାରୋକ
ବିଂଝାରପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯାଜପୁର ଜିଲ୍ଲା ବିଂଝାରପୁର ଥାନା ବାଳମୁକୁଳି ହାଟରେ ଆକ୍ରମଣର ଶୀକାର ହୋଇଥିବା ହୋଟେଲ ମାଲିକ ଅକ୍ଷୟ ଦାସଙ୍କର ଚିକିତ୍ସାଧୀନ ଅବସ୍ଥାରେ ଗତକାଲି (ରବିବାର) ମୃତ୍ୟୁ ଘଟିଛି। ଆଜି (ସୋମବାର) ମୃତଦେହ ଗାଁରେ ପହଞ୍ଚିବା ପରେ…