ବନ୍ୟାଞ୍ଚଳ ପରିଦର୍ଶନ ବେଳେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କୁ ସର୍ପାଘାତ
ରାଜନଗର : ନେତାଙ୍କୁ କାମୁଡ଼ିଲା ସାପ । ବନ୍ୟା ଅଞ୍ଚଳରେ ବୁଲୁଥିବା ବେଳେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କୁ କାମୁଡ଼ିଲା ସାପ । ରାଜନଗର ମେଡିକାଲରେ ଅଂଶୁମାନ ମହାନ୍ତିଙ୍କ ଚାଲିଛି ଚିକିତ୍ସା । ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି । ମେଡ଼ିକାଲରେ ତାଙ୍କୁ…