ଜମି ବିବାଦକୁ ନେଇ RIଙ୍କୁ ମରଣାନ୍ତକ ଆକ୍ରମଣ
ପିପିଲି: ପୁରୀ ଜିଲ୍ଲା ମାଟିଆପଡା RI ଆଶୁତୋଷ ସାହୁଙ୍କୁ ମରଣାନ୍ତକ ଆକ୍ରମଣ । ପିପିଲି ଆଠବାଟିଆରେ କିଛି ଦୁବୃତ୍ତ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଜମି ବାଡ଼ି ବିବାଦ ଓ ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସୂଚନା…
ପିପିଲି: ପୁରୀ ଜିଲ୍ଲା ମାଟିଆପଡା RI ଆଶୁତୋଷ ସାହୁଙ୍କୁ ମରଣାନ୍ତକ ଆକ୍ରମଣ । ପିପିଲି ଆଠବାଟିଆରେ କିଛି ଦୁବୃତ୍ତ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଜମି ବାଡ଼ି ବିବାଦ ଓ ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସୂଚନା…
କଣିହା: ରେଙ୍ଗାଳି ଡ୍ୟାମରେ ବଢୁଛି ଜଳସ୍ତର । ଏବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ପାଇଁ ଜୁଲାଇ ୩୦ରେ ଗୋଟିଏ ଗେଟ୍ ଖୋଲାଯାଇ ଥିବାବେଳେ ଗଚ୍ଛିତ ଜଳରାଶି ୧୨୨.୩୦ ମିଟର ଥିଲା । ଡ୍ୟାମର ଉପର ପାଖରୁ ପ୍ରତି ସେକେଣ୍ଡ ପିଛା ୨୪୬୦…
ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଓ ବନ୍ୟା ସ୍ଥିତିକୁ ନଜରରେ ରଖି ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲା ପାଇଁ ୩ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ଅଧିକାରୀମାନେ ସମ୍ପୃକ୍ତ ଜିଲ୍ଲାକୁ ତୁରନ୍ତ ଗସ୍ତ କରି ବନ୍ୟା…
କଟକ: ଓଡ଼ିଶା ପୁଲିସର ଡିଜିପି ପଦରେ ପରିବର୍ତ୍ତନ ହୋଇଛି। ଡିଜିପି ୱାଇ.ବି. ଖୁରାନିଆ ରବିବାର ଚାକିରିରୁ ଅବସର ନେବା ପରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଅନ୍ତରୀଣ ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ରବିବାର ଅପରାହ୍ନରେ କଟକସ୍ଥିତ ପୁଲିସ…
ଭଦ୍ରକ: ବଢୁଛି ବୈତରଣୀ ନଦୀର ଜଳସ୍ତର। ବୈତରଣୀରେ ଚତୁର୍ଥ ଥର ବନ୍ୟା ଆସିଛି। ଆଖୁଆପଦା ଠାରେ ବିପଦ ସଂକେତ ଅତିକ୍ରମ କଲା ବନ୍ୟା ଜଳ। ଆଖୁଆପଦାଠାରେ ବିପଦ ସଂକେତ ୧୮.୩୩ ମିଟର ଥିବାବେଳେ ଏବେ ୧୮.୩୫ ମିଟର ଉପରେ ବନ୍ୟାଜଳ ପ୍ରଭାବିତ…
ଜଳେଶ୍ବର: କମୁଛି ସୁବର୍ଣ୍ଣରେଖା, ବଢୁଛି ଜଳକା । ଉପର ମୁଣ୍ତରେ ପ୍ରବଳ ବର୍ଷା ଏବଂ ଝାଡଖଣ୍ତ ଗାଲୁଡିହି ବ୍ଯାରେଜରୁ ପାଣି ଛଡା ଯିବା ଯୋଗୁ ସୁବର୍ଣ୍ଣରେଖା ଜଳସ୍ତର ବଢିଥିଲା । ଏବେ ଜଳସ୍ତର ହ୍ରାସ ପାଇ ବିପଦ ସଙ୍କେତ ତଳେ ପ୍ରବାହିତ…
ଜୁନାଗଡ଼: କଳାହାଣ୍ଡିର ଯୋଗ୍ୟ ପୁତ୍ର ମେଜର ସୁଧାଂଶୁ ପାଣି ବୀରତ୍ବ ସେନାପଦକ ପାଇଁ ରାଷ୍ଟ୍ରପତିଙ୍କ ଦ୍ଵାରା ମନୋନୀତ ହେଇଛନ୍ତି। ଏହି ଖବର ପ୍ରଚାରିତ ହେବା ମାତ୍ରେ ଜିଲାରେ ବିଭିନ୍ନ ମହଲରେ ଖୁସିର ଲହରୀ ଖେଳିଯାଇଛି। ସୂଚନାଯୋଗ୍ୟ ଗତ ୨୦୨୫ ସେପ୍ଟେମ୍ବରରେ ମେଜର…
ପୁରୀ: ସୋମବାର ଦିନ ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନିତିକାନ୍ତି ପାଇଁ ପୁରୀର ଶ୍ରୀଜଗନ୍ନାଥ ମନ୍ଦିରରେ ଚାରି ଘଣ୍ଟା ପାଇଁ ସାର୍ବଜନୀନ ଦର୍ଶନ ବନ୍ଦ ରହିବ। ଆସନ୍ତାକାଲି ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ରବିବାର ଏନେଇ ସୂଚନା…
ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ରବିବାର ପ୍ରତ୍ୟୁଷରେ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପ୍ରାୟ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅଧିକ ସ୍ପଷ୍ଟ ହେବାର ସମ୍ଭାବନା…
ନୂଆଦିଲ୍ଲୀ: ସାରା ଦେଶ ଏବେ ୮୦ତମ ସ୍ୱାଧୀନତା ଦିବସ ପାଳନର ଉତ୍ସବରେ ମସଗୁଲ ଥିବାବେଳେ, ଏହି ପବିତ୍ର ଅବସରର ଠିକ୍ ପୂର୍ବସନ୍ଧ୍ୟାରେ ଅର୍ଥାତ୍ ଅଗଷ୍ଟ ୧୪ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି। ରାଷ୍ଟ୍ରପତିଙ୍କ…