ଲଗାଣ ବର୍ଷା ଯୋଗୁଁ ପାହାଡ଼ରୁ ଖସିଲା ବିରାଟ ପଥର, ୪୦ ଗ୍ରାମକୁ ଯାତାୟାତ ଠପ୍
ପାତ୍ରପୁର,: ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଛି। ପାତ୍ରପୁର ବ୍ଲକର ପାହାଡ଼ିଆ ଓ ଦୁର୍ଗମ ଅଞ୍ଚଳରେ ଏହାର ପ୍ରଭାବରେ ଜନଜୀବନ ଚିନ୍ତାଜନକ ହୋଇପଡ଼ିଛି। ତାଡ଼କା ସାହି-ଆଙ୍କୁଲି ରାସ୍ତାର ଚରିଆବାଡ଼ ନିକଟରେ ବୁଧବାର ସକାଳ…