ପୋଲ ଉପରେ ୪ ଫୁଟ ଉଚ୍ଚର ବନ୍ୟା ଜଳ, ଯୋଗାଯୋଗ ବିଚ୍ଛିନ୍ନ
ବଂଶପାଳ : କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ଅଞ୍ଚଳରେ ବାତ୍ୟା ଜନିତ ଲଗାଣ ବର୍ଷା ଜାରି ରହିଛି । ୨ ଦିନ ଲଗାଣ ବର୍ଷା ହେବା ପରେ ଆଜି ସକାଳେ ଉପର ମୁଣ୍ଡରେ ସମାକୋଇ ନଦୀର ପଙ୍ଗା ପୋଲ ଉପରେ ୪…
ବଂଶପାଳ : କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ଅଞ୍ଚଳରେ ବାତ୍ୟା ଜନିତ ଲଗାଣ ବର୍ଷା ଜାରି ରହିଛି । ୨ ଦିନ ଲଗାଣ ବର୍ଷା ହେବା ପରେ ଆଜି ସକାଳେ ଉପର ମୁଣ୍ଡରେ ସମାକୋଇ ନଦୀର ପଙ୍ଗା ପୋଲ ଉପରେ ୪…
ଭୁବନେଶ୍ୱର : ବର୍ଷାରେ ରାଜ୍ୟର ୬ ଜିଲ୍ଲାର ୩୭ ବ୍ଲକ ପ୍ରଭାବିତ । କୋରାପୁଟ, ଗଞ୍ଜାମ, ମାଲକାନଗିରି, ଗଜପତି, ନବରଙ୍ଗପୁର ଓ ରାୟଗଡ଼ା ବିଶେଷ ଭାବରେ ପ୍ରଭାବିତ। ୧୨୭ଟି ପଞ୍ଚାୟତ ଓ ୨୭୩ଟି ଗାଁ ପ୍ରଭାବିତ ହୋଇଛି। ସେହିପରି ୫ଟି ସହରାଞ୍ଚଳର…
ଭୁବନେଶ୍ବର: ରାଜ୍ୟରେ ଚାରିଟି ଡାଟା ସେଣ୍ଟର ସ୍ଥାପନ ହେବାକୁ ଯାଉଛି। ଖୋର୍ଦ୍ଧା, ପୁରୀ ଓ କଟକରେ ହେବାକୁ ଥିବା ଏହି ଡାଟା ସେଣ୍ଟରଗୁଡ଼ିକରେ ମୋଟ୍ ୧,୪୨,୯୪୧ କୋଟି ଟଙ୍କା ନିବେଶ ହେବ। ଏହି ପ୍ରକଳ୍ପଗୁଡ଼ିକ ସମେତ ୧୫ଟି ଜିଲ୍ଲାରେ ସ୍ଥାପନ ହେବାକୁ…
କୋରାପୁଟ: କୋରାପୁଟ ଅଞ୍ଚଳର ଦୁଇଟି ପ୍ରମୁଖ ରେଳପଥ, କୋରାପୁଟ-ରାୟଗଡ଼ା (କଜ) ଏବଂ କୋରାପୁଟ-କିରଣ୍ଡୁଲ୍ (କକ) ରେଳ ଲାଇନ୍ରେ ବଡ଼ ଭୂ ସ୍କଳନ ହୋଇଛି । କୋରାପୁଟ-ରାୟଗଡ଼ା (କଜ) ରେଳପଥରେ ଲକ୍ଷ୍ମୀପୁର ରୋଡ଼ ଅଞ୍ଚଳରେ ଟ୍ରାକ୍ ଉପରେ ପାଣି ଓ କାଦୁଅ ଜମିଥିବା…
ସମ୍ବଲପୁର: ସମ୍ବଲପୁର ସାଇବର ଥାନା ପୋଲିସ ନକଲି ସିମ୍ କାର୍ଡ ପ୍ରସ୍ତୁତ କରି ବିକ୍ରି କରୁଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପଞ୍ଚପୁଟର ସୂରଜ ବାଗ (୨୪), ସିନାପାଲିର ମାଳତୀ ଓରାମ ଓରଫ ମାଳା (୨୯)…
ପାତ୍ରପୁର: ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଥିବାବେଳେ ବାହୁଦା ନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି। ବାହୁଦାର ଉପରମୁଣ୍ଡରେ ଥିବା ବାଘଲଟି ଜଳଭଣ୍ଡାରକୁ ଜଳ ପ୍ରବେଶ ଦ୍ରୁତ ବଢ଼ିବାରୁ ବୁଧବାର ସନ୍ଧ୍ୟାରେ ପ୍ରଥମଥର ପାଇଁ…
ଭଞ୍ଜନଗର: କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ। ପ୍ରବଳ ବର୍ଷା ଯୋଗୁଁ ଭୁଶୁଡ଼ି ପଡ଼ିଛି ନିର୍ମାଣଧୀନ ଗାର୍ଡୱାଲ୍। ଘାଟିର ଅନ୍ଧାରକୋଟି ସମ୍ମୁଖରେ ନିର୍ମାଣ ଚାଲିଥିବା ଗାର୍ଡୱାଲ୍ ବର୍ଷା ପାଣିରେ ଧୋଇ ହୋଇଯାଇଥିବା ସୂଚନା ମିଳିଛି। କଳିଙ୍ଗା ଘାଟିର ଅନ୍ଧାରିକୋଟ ଉପରମୁଣ୍ଡରେ ଗାର୍ଡୱାଲ୍ ନିର୍ମାଣ…
ଭୁବନେଶ୍ୱର: ଭୁବନେଶ୍ୱରର ନୟାପଲ୍ଲୀ ଥାନା ଅନ୍ତର୍ଗତ ବ୍ରିଟ୍ କଲୋନୀ ସ୍ଥିତ ଏକ ଘରେ ବୁଧବାର ସନ୍ଧ୍ୟାରେ ଘରୋଇ କଳହରୁ ହତ୍ୟାକାଣ୍ଡ ଘଟିଛି। ଜଣେ ୩୨ ବର୍ଷୀୟ ବ୍ୟକ୍ତି ନିଜର ୨୬ ବର୍ଷୀୟା ପତ୍ନୀଙ୍କୁ ଏକ ‘ତାୱା’ରେ ପିଟି ପିଟି ହତ୍ୟା କରିଥିବା…
ନୂଆଦିଲ୍ଲୀ: ପୁଣି ଘୁଞ୍ଚିଲା ଡିଜିପି ନିଯୁକ୍ତି ମାମଲାର ଶୁଣାଣି । ଆଜି ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିଛନ୍ତି ରାଜ୍ୟ ସରକାର। ଦୀର୍ଘ ୧ ଘଣ୍ଟା ୪୦ ମିନିଟ୍ ଧରି ଚାଲିଥିବା ଏହି ଶୁଣାଣି ସମୟରେ ରାଜ୍ୟ ସରକାର ଓ ଆବେଦନକାରୀଙ୍କ ପକ୍ଷରୁ…
ମାଲକାନଗିରି: ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରିରେ ଭୂସ୍ଖଳନ । ବାୟାପଡ଼ା ଅଞ୍ଚଳରେ ଭୂସ୍ଖଳନ ହୋଇଛି । ଘାଟିରୁ ମାଟି ଅତଡା ଖସିବାରୁ ୧୮ଟି ଗାଁ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାସ୍ତା ଉପରେ ମାଟି ପଡ଼ି ଯାତାୟାତ ପ୍ରଭାବିତ ହୋଇଥିବା…