ରେଙ୍ଗାଳିରୁ ସୁଦର୍ଶନ ହରିପାଲ ସାଧାରଣ ସମ୍ପାଦକ, ବେଗୁନିଆରୁ ପ୍ରଦୀପ କୁମାର ସାହୁ ସାଧାରଣ ସମ୍ପାଦକ, ଯାଜପୁରରୁ ସୁଜାତା ସାହୁ, ନର୍ଲାରୁ ମନୋରମା ମହାନ୍ତି, ସୋରରୁ ମାଧବ ଧଡା, ଗଜପତିରୁ ରୁପେଶ କୁମାର ପାଣିଗ୍ରାହୀ, ପୁରୀରୁ ସୁନିଲ ମହାନ୍ତି, ବରିରୁ ବିଶ୍ୱ ରଞ୍ଜନ ମଲ୍ଲିକ, ଆନନ୍ଦପୁରରୁ ଅଭିମନ୍ୟୁ ଷେଠି, ବିରମିତ୍ରପୁରରୁ ରୋହିତ ଜୋଶେପ୍ ତିରକି, ପିପିଲିରୁ ରୁଦ୍ର ପ୍ରତାପ ମହାରଥୀ, କେନ୍ଦୁଝରରୁ ଧର୍ନୁଜୟ ସିଦୁ, କେନ୍ଦ୍ରାପଡାରୁ ପ୍ରମୋଦ ସାମଲ, ମୟୁରଭଞ୍ଜରୁ କାଶୀନାଥ ହେମ୍ବ୍ରମ, ବାସୁଦେବପୁରରୁ ବିଷ୍ଣୁବ୍ରତ ରାଉତରାୟ, ଢେଙ୍କାନାଳରୁ ଅଭିନାସ ସାମଲ, କୋରାପୁଟରୁ ଈଶ୍ୱର ପାଣିଗ୍ରାହୀ, କଳାହାଣ୍ଡିରୁ ଗୋବର୍ଦ୍ଧନ ଦାସ, କଟକରୁ ଏମଡି ସାକିଲ୍, ଭୁବନେଶ୍ୱରରୁ ସୁବାଷ ଚନ୍ଦ୍ର ପାତ୍ର, ଜଗଦୀଶ ପାତ୍ର ରାୟଗଡ଼ାରୁ, ଜଗତସିଂହପୁରରୁ ସୁରେନ୍ଦ୍ର ମହାପାତ୍ର, ଗଜପତିରୁ ଜଗବନ୍ଧୁ ଦାସ, କଟକରୁ ଶିଶିର ପରିଜା, କଟକରୁ ପ୍ରଶାନ୍ତ ନାୟକ, ଭୁବନେଶ୍ୱରରୁ ଅମିୟ ଦାସ, ଦିଗପହଣ୍ଡିରୁ ବିପ୍ଳବ ପାତ୍ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି।
ସେହିପରି ସମ୍ପାଦକ ଭାବେ ମୟୁରଭଞ୍ଜରୁ ଦେବାଶିଷ ମହାନ୍ତି, ମୟୁରଭଞ୍ଜରୁ ସୁନିଲ କୁମାର ଦାସ, ଟିଟିଲାଗଡ଼ରୁ ରାଜେଶ ପ୍ରଧାନ, ମୟୁରଭଞ୍ଜରୁ ସୁବ୍ରମଣ୍ୟମ ମହାନ୍ତି, ମାଲକାନଗିରିରୁ ଦୁର୍ଗା ତ୍ରିପାଠୀ, ସୋନପୁରରୁ ଅଭିମନ୍ୟୁ କୁସାଲ, ପଟ୍ଟାମୁଣ୍ଡାଇରୁ ମିଟୁ ଦାସ, ଫୁଲବାଣୀରୁ କୈଳାଶ ମୁଖି, କଟକରୁ ସୌମିତ୍ ମିତ୍ର, କଳାହାଣ୍ଡିରୁ ଆଦିତ୍ୟ ନନ୍ଦ, ଭୁବନେଶ୍ୱରରୁ ତନ୍ମୟ ସ୍ୱାଇଁ, ଯାଜପୁରରୁ ପ୍ରତାପ ମହାନ୍ତି, ସୁନ୍ଦରଗଡ଼ରୁ ବୈକୁଣ୍ଠ ନାୟକ, ଗଞ୍ଜାମରୁ ମୁକୁନ୍ଦ ଗୌଡ, କେନ୍ଦ୍ରାପଡାରୁ କାଳୀପ୍ରସାଦ ମିଶ୍ର, ବାରିପଦାରୁ ଜିତେନ୍ଦ୍ର ମହାନ୍ତି, ଭୁବନେଶ୍ୱରରୁ ଦୁର୍ଗା ସାମନ୍ତରାୟ, ବ୍ରହ୍ମପୁରରୁ ଆର ମୁରଲି ରାଓ, ଭୁବନେଶ୍ୱରରୁ ସନ୍ତୋଷ ବେଜ୍, ଧର୍ମଗଡ଼ରୁ ଅଶୋକ ପଟଜୋସି, ସୋରଡା ଭଗବାନ ପଣ୍ଡା, ଜୟଦେବରୁ ସୋଲାର ମିଶ୍ର, ବଲାଙ୍ଗୀରରୁ ଲକ୍ଷ୍ମଣ ମେହେର, ବଲାଙ୍ଗୀରରୁ ପ୍ରଭାବ ପାଣିଗ୍ରାହୀ, ଅନୁଗୁଳରୁ ବିପ୍ଳବ ଜେନା, ବିଞ୍ଝାରପୁରରୁ ମୁରଲିଧର ବେହେରା, ବିଞ୍ଝାରପୁର ପ୍ରଦୀପ ମହାନ୍ତି, ରାୟଗଡ଼ାରୁ ପୃଥୀରାଜ ସାହୁ, ବୌଦ୍ଧରୁ ଅଶୋକ ସାହୁ, ମୟୁରଭଞ୍ଜରୁ ସତ୍ୟବ୍ରତ ଦାସ, ବିରମହାରାଜପୁରରୁ ନାରାୟଣ ଲୋହା, ବରଗଡ଼ରୁ ଲାଲ ବିକ୍ରମ ସିଂହ ଦେଓ, କଟକରୁ ଜ୍ଞାନ ଗିରି ଗୋସ୍ୱାମୀ, ଆନନ୍ଦପୁରରୁ ରତିକାନ୍ତ ରାଉତ, ଚୌଦ୍ୱାର-କଟକରୁ ପ୍ରଦୀପ୍ତ ଖୁଣ୍ଟିଆ, ଚୌଦ୍ୱାର-କଟକରୁ ଚିରଞ୍ଜୟ ସାହୁ, ଡେରାବିସରୁ ଦେବାଶିଷ ଆଚାର୍ଯ୍ୟ, ପାରାଦୀପରୁ ସନ୍ତୋଷ ପଟ୍ଟନାୟକ, ସାକ୍ଷୀଗୋପାଳରୁ ପ୍ରେମାନନ୍ଦ ବେହେରା, ସାରସକଣାରୁ ଦୀପକ ମଧୁଆଲ, ଭୁବନେଶ୍ୱରରୁ ସତ୍ୟଜିତ୍ ମିଶ୍ର, ଖୋର୍ଦ୍ଧାରୁ ଶିବ ଶଙ୍କର ସାମନ୍ତରାୟ, ଭୁବନେଶ୍ୱରରୁ ସଞ୍ଜୟ ଷେଠୀ, ଏରସମାରୁ ଦୀପ୍ତି ରଞ୍ଜନ କୁନାର, ବାଲିକୁଦାରୁ କମଳାକାନ୍ତ ମହାପାତ୍ର ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି।
ସେହିପରି ଯୁଗ୍ମ ସମ୍ପାଦକ ସୁନ୍ଦରଗଡ଼ରୁ ଜୟ ନାରାୟଣ ତ୍ରିପାଠୀ, ଭୁବନେଶ୍ୱରରୁ କିଶୋର ନାୟକ, ଭୁବନେଶ୍ୱରରୁ ଦିଲ୍ଲୀପ ସେନାପତି, ଭୁବନେଶ୍ୱରରୁ ଜିତେନ୍ଦ୍ର କୁମାର, ଭଦ୍ରକରୁ ମୁକୁନ୍ଦ ଦେବ ସାମଲ, ଭୁବନେଶ୍ୱରରୁ ପ୍ରତାପ ରାଉତ, ଭୁବନେଶ୍ୱରରୁ ସତ୍ୟଜିତ୍ ଦାଶ, ଭୁବନେଶ୍ୱରରୁ ମନୋରଞ୍ଜନ ମହାନ୍ତି, ଭୁବନେଶ୍ୱରରୁ ରବି ଛୋଟରାୟ, ଭୁବନେଶ୍ୱରରୁ ଏନ ଏମ ରାଓ, ରଘୁନାଥପଲ୍ଲିରୁ ସରୋଜ ପ୍ରଧାନ ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି।

