ଆରୁହା ପାହାଡ଼ରେ ବେଆଇନ ଖନନ ଓ କଳାପଥର ଚୋରା ଚାଲାଣକୁ ବିରୋଧ, ମାଫିଆଙ୍କ ଛତ୍ରଭଙ୍ଗ
ଯାଜପୁର: ଦିନରାତି ପାହାଡ଼ରେ ଚାଲିଛି ୱାଗନ ବ୍ଲାଷ୍ଟିଂ । ବେଆଇନ ଭାବେ ବ୍ଲାଷ୍ଟିଂ ଦ୍ୱାରା ସମଗ୍ର ଅଞ୍ଚଳରେ ମୃଦୁ ଭୂମିକମ୍ପ ସୃଷ୍ଟି । ପାହାଡ଼ରୁ ବେଆଇନ ଭାବେ ଖନନ ସହ ଶହ ଶହ ଟ୍ରିପ୍ କଳାପଥର ଚୋରା ଚାଲାଣ କରାଯାଉଛି ।…
