ଛେନାପୋଡ଼କୁ ମିଳିବ GI ଟ୍ୟାଗ୍ !

ଭୁବନେଶ୍ୱର: ଛେନପୋଡ଼ ଦିବସର ଦିନକ ପରେ ଛେନାପୋଡ଼କୁ ନେଇ ଆସିଲା ଖୁସି ଖବର । ନୟାଗଡ଼ ଛେନାପୋଡ଼କୁ ମିଳିବ GIଟ୍ୟାଗ୍ । ଖୁବ ଶୀଘ୍ର ମିଳିବ ଭୌଗୋଳିକ ସୂଚକ, GI ଟ୍ୟାଗ୍ । ଏ ନେଇ ପଥ ପରିସ୍କାର ହୋଇଛି ।…

ତିନି ଦଣ୍ଡୁଆଙ୍କ ମୃତ୍ୟୁ ଘଟଣାରେ ସାତମାଇଲ ଠାରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ହିନ୍ଦୋଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ ରାସ୍ତାରୋକ। ଗାଡ଼ି ମୋଟର ଚଳାଚଳ ବନ୍ଦ । ହିନ୍ଦୋଳ ବ୍ଲକ ପାଟଲା ଗ୍ରାମର ତିନି ଦଣ୍ଡୁଆଙ୍କ ମୃତ୍ୟୁ ଘଟଣାର ପ୍ରତିବାଦ। ସାତମାଇଲ ଠାରେ ରାସ୍ତାରୋକ କରିଛନ୍ତି ଉତ୍ତ୍ୟକ୍ତ ଲୋକ । ଚାରିଟା ଦାବି ନେଇ ଆନ୍ଦୋଳନ…

ଯାଜପୁରରେ ଯୁବକଙ୍କୁ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାସ, ସ୍ତ୍ରୀ ସମେତ ୫ ଜଣଙ୍କୁ ବାନ୍ଧିଲା ପୋଲିସ

ଯାଜପୁର : ସ୍ତ୍ରୀ ରଚିଥିଲା ସ୍ବାମୀ ହତ୍ୟାର ଷଡ଼ଯନ୍ତ୍ର । ପତ୍ନୀ ଶୁଭଶ୍ରୀଙ୍କ ସମେତ ୫ ଜଣଙ୍କୁ ଗିରଫ କଲା ପୋଲିସ । ଗତ ୬ ତାରିଖ ରାତିରେ ଯାଜପୁର କାଳିମେଘା ନିକଟରେ ଯୁବକଙ୍କ ଉପରକୁ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାସ କରିଛି…

ସ୍ତ୍ରୀକୁ ମାରି ପାଇଖାନା ଟାଙ୍କିରେ ଲୁଚେଇଥିଲା ସ୍ବାମୀ, ଗୁମର ଖୋଲିଲା ପୁଅ

ଉମରକୋଟ : ବାପା କରିଥିଲା ହତ୍ୟା । ମାଆ ମର୍ଡରର ଗୁମର ଖୋଲିଲା ୪ ବର୍ଷ ପୁଅ । ସ୍ତ୍ରୀକୁ ହତ୍ୟା କରି ପାଇଖାନା ଟାଙ୍କିରେ ଲୁଚେଇଥିଲା ସ୍ବାମୀ । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା…

ଅସହ୍ୟ ତାତିରେ ଜଳୁଛି ଓଡ଼ିଶା, ଆହୁରି ୬ ଡିଗ୍ରୀ ବଢ଼ିବ ତାତି

ଭୁବନେଶ୍ବର: କଲବଲ କରୁଛି ତାତି । ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି । ଆହୁରି ୪ରୁ ୬ ଡିଗ୍ରୀ ବଢ଼ିବ ତାତି । ଆସନ୍ତା ୧୭ ତାରିଖ ଯାଏ ଏଭଳି ତାତି ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ…

ଦୁଇ ଦିନିଆ ‘ରାଜଧାନୀ ମହୋତ୍ସବ’, ୭୮ ବର୍ଷରେ ପାଦ ଦେଲା ଭୁବନେଶ୍ବର

ଭୁବନେଶ୍ବର: ୭୮ ବର୍ଷରେ ପାଦ ଦେଲା ଭୁବନେଶ୍ବର । ପ୍ରତିଷ୍ଠା ଦିବସ ପାଇଁ ସଜେଇ ହୋଇଛି ରାଜଧାନୀ । ରଙ୍ଗୀନ ଆଲୋକମାଳାରେ ଝଲସି ଉଠିଛି ଲୋକସେବା ଭବନ ଠାରୁ ଆରମ୍ଭ କରି ବିଧାନସଭା ସୌଧ । ଏହି ଅବସରରେ ସହରରେ ଦୁଇ…

ହାଇୱାକୁ ଧକ୍କା ଦେଲା ଘରୋଇ କଲେଜ ବସ୍: ଡ୍ରାଇଭର ମୃତ, ୧୫ ଆହତ

ଯାଜପୁର ରୋଡ଼: ରଙ୍ଗରୁଟ୍ ହେଲା କାଳ। ହାଇୱାକୁ ଧକ୍କା ଦେଲା ଘରୋଇ କଲେଜ ବସ୍। ଦୁର୍ଘଟଣାରେ ଡ୍ରାଇଭର ମୃତ, ୧୫ ଆହତ। ଯାଜପୁର ରୋଡ କୋରେଇ ଥାନା ଔପଦା ଛକ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଗତକାଲି ରାତି ପ୍ରାୟ…

ଦୁଇ ବାଇକ୍ ମୁହାଁମୁହିଁ, ୨ ମୃତ

ସୋରଡା: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା । ଦୁଇ ମୃତ । ସୋରଡା ଥାନା ପୋଡାଖାରୀ ଗାଁ ନିକଟରେ ସଡ଼କ ଦୁର୍ଘଟଣା । ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ଦୁଇ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିବା…

ବିଜେଡି ସଂସଦୀୟ ଦଳ ନେତା ହେଲେ ମାନସ ରଞ୍ଜନ ମଙ୍ଗରାଜ, ସୁଲତା ସଂସଦୀୟ ଦଳର ଉପନେତା

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ବରିଷ୍ଠ ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କୁ ଉଚ୍ଚ ସଦନରେ ସଂସଦୀୟ ଦଳର ନେତା ଏବଂ ସୁଲତା ଦେଓଙ୍କୁ ସଂସଦୀୟ ଦଳର ଉପନେତା ଓ ମୁଖ୍ୟ ସଚେତକ ଭାବରେ ନିଯୁକ୍ତ କରିଛି। ଉଭୟଙ୍କ ଚୟନକୁ ଅନୁମୋଦନ…

୧୧ କେଭି ତାର ସଂସ୍ପର୍ଶରେ ଆସି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପାଟଲ୍ ଗ୍ରାମରେ ଅଘଟଣ । ୧୧ କେଭି ତାର ସଂସ୍ପର୍ଶରେ ଆସି ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ ବାଲିମି ଥାନା ପାଟଲ୍ ଗ୍ରାମର ସୁଧାକର ସାହୁ (୩୨), ଲକ୍ଷ୍ମୀଧର ସାହୁ(୨୪) ଏବଂ…