ଗହଣା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼ କରି ଲୁଟିନେଲେ ଦୁର୍ବୃତ୍ତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ମଙ୍ଗଳବାର ଜଣେ ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼ କରି ଦୁର୍ବୃତ୍ତମାନେ ମୂଲ୍ୟବାନ ଅଳଙ୍କାର ଭର୍ତ୍ତି...