ଜମ୍ମୁର ଏହି ମନ୍ଦିରରେ ଲାଗୁ ହେଲା ଡ୍ରେସ୍ କୋଡ୍ ; ଜିନ୍ସ, ହାଫ ପ୍ୟାଣ୍ଟ, ସ୍କର୍ଟ ପିନ୍ଧି ଯାଇପାରିବେନି ଭକ୍ତ

ଜମ୍ମୁ : ପୁରୀ ଶ୍ରୀମନ୍ଦିରରେ ପ୍ରସ୍ତାବିତ ଡ୍ରେସ୍ କୋଡକୁ ନେଇ ରାଜ୍ୟରେ ବିତର୍କ ଚାଲିଥିବାବେଳେ ଜମ୍ମୁର ଏକ ମନ୍ଦିରରେ ଡ୍ରେସ...