ପୁଲିସ କେସ ଦେବାରୁ ମହିଳାଙ୍କୁ ଆକ୍ରମଣ
ଭୁବନେଶ୍ୱର : ସତସଙ୍ଗ ବିହାର ଛକରେ ଘଟିଛି ଭୟାନକ ଘଟଣା। ଚୋରି ମାମଲାରେ ଅଭିଯୋଗ କରିବାରୁ ଜଣେ ମହିଳାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ। ସୂଚନା ଅନୁସାରେ ମହିଳା ଜଣକ ସତସଙ୍ଗ ବିହାର ଛକରେ ମକା ଦୋକାନ କରିଛନ୍ତି। ଏକ ଚୋରି ମାମଲାକୁ ନେଇ…
ଭୁବନେଶ୍ୱର : ସତସଙ୍ଗ ବିହାର ଛକରେ ଘଟିଛି ଭୟାନକ ଘଟଣା। ଚୋରି ମାମଲାରେ ଅଭିଯୋଗ କରିବାରୁ ଜଣେ ମହିଳାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ। ସୂଚନା ଅନୁସାରେ ମହିଳା ଜଣକ ସତସଙ୍ଗ ବିହାର ଛକରେ ମକା ଦୋକାନ କରିଛନ୍ତି। ଏକ ଚୋରି ମାମଲାକୁ ନେଇ…
କଟକ : ଜଗତପୁର ଥାନା ଅନ୍ତର୍ଗତ ମହାଜନପୁର ନାୟକ ସାହିରେ ବାଣ ବିସ୍ଫୋରଣ। ଘଟଣାରେ ୩ ଆହତ। ଆହତଙ୍କୁ ଏସସିବି ରେ ଭର୍ତ୍ତି କରାଯାଇଛି। ଜଗତପୁର ଥାନା ପାଗା ଫାଣ୍ଡି ଅନ୍ତର୍ଗତ ମହାଜନପୁର ନାୟକ ସାହିରେ ଅଘଟଣ। ଘରେ ବାଣ ଭିଡ଼ିଲା…
ପାଟନା: ବିହାର ବିଧାନସଭାରୁ ଏକ ବଡ ଖବର ସାମ୍ନାକୁ ଆସିଛି । ପାଟନା ହାଇକୋର୍ଟ ବିହାର ବିଧାନସଭା ବାଚସ୍ପତିଙ୍କ ସମେତ ୪୨ ଜଣ ବିଧାୟକଙ୍କୁ ନୋଟିସ୍ ଜାରି କରିଛନ୍ତି। ରିପୋର୍ଟ ଅନୁଯାୟୀ, ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗରେ ଏହି ନୋଟିସ୍ ଜାରି…
ନୂଆଦିଲ୍ଲୀ : ଆମେରିକା ସହ ଯୁଦ୍ଧ ପ୍ରସ୍ତୁତି ମଧ୍ୟରେ ଇରାନରେ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ରେକର୍ଡ ହୋଇଛି। ଜର୍ମାନୀ ଭୂତତ୍ତ୍ୱ ଗବେଷଣା କେନ୍ଦ୍ର ଅନୁଯାୟୀ, ଇରାନରେ ଭୂମିକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ…
ଢାକା: ବାଂଲାଦେଶରେ ତାରିକ ରହମାନ ସରକାର ବକେୟା ଦେୟ ପରିଶୋଧ ନକରିବା କାରଣରୁ ଭାରତୀୟ ବିମାନ କମ୍ପାନୀ ସ୍ପାଇସଜେଟକୁ ଏହାର ଆକାଶ ମାର୍ଗ ବ୍ୟବହାର କରିବାରୁ ବାରଣ କରିଛନ୍ତି। ଆକାଶ ମାର୍ଗର ଅନୁପଲବ୍ଧତା ଯୋଗୁଁ, କଲକାତାରୁ ଗୌହାଟୀ ଏବଂ ଇମ୍ଫାଲକୁ ଯାଉଥିବା…
ଲଣ୍ଡନ : ବ୍ରିଟେନର ରାଜପରିବାର ପାଇଁ ଏକ ବଡ଼ ଝଟକା ଲାଗିଛି। ରାଜା ଚାର୍ଲ୍ସ ତୃତୀୟଙ୍କ ସାନ ଭାଇ ତଥା ବ୍ରିଟେନ୍ର ପୂର୍ବତନ ଯୁବରାଜ ଆଣ୍ଡ୍ର୍ୟୁ ମାଉଣ୍ଟବେଟ୍ଟନ-ୱିଣ୍ଡସରଙ୍କୁ ପୁଲିସ୍ ଗିରଫ କରିଛି। ଜେଫ୍ରି ଏପଷ୍ଟିନ୍ ଲିଙ୍କ୍ରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।…
ନୂଆଦିଲ୍ଲୀ: ଟ୍ରେଲର ଆସିବା ପରେ ‘ଦି କେରଳ ଷ୍ଟୋରି-୨(ଗୋଜ୍ ବିୟଣ୍ଡ) ଚଳଚ୍ଚିତ୍ର ମୁକ୍ତିଲାଭ ଉପରେ ସ୍ଥଗିତ ରଖିବାକୁ କେରଳ ହାଇକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଛି। କନ୍ନୁରର ବାସିନ୍ଦା ଶ୍ରୀଦେବ ନାମ୍ବୁଦିରିଙ୍କ ଦ୍ୱାରା କେରଳ ହାଇକୋର୍ଟରେ ଦାଖଲ କରାଯାଇଥିବା ଆବେଦନରେ ଅଭିଯୋଗ…
ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଖୁବ୍ ସରଗରମ୍ ରହିଥିଲା। ଉଭୟ ଶାସକ ଓ ବିରୋଧୀ ପରସ୍ପରକୁ ଦୋଷାରୋପ କରିଥିଲେ। ପୂର୍ବତନ ସେନା ମୁଖ୍ୟ ଏମ୍ଏମ୍ ନରବଣେଙ୍କ ଅପ୍ରକାଶିତ ଆତ୍ମଜୀବନୀକୁ ନେଇ ସଂସଦ ହୁଲସ୍ତୁଲ ହୋଇଥିବାବେଳେ ସରକାରୀ ଦଳ ବିରୋଧୀ ଦଳ ନେତା…
ନୂଆଦିଲ୍ଲୀ: କର୍ଣ୍ଣି ସେନାର ଜଣେ ସଦସ୍ୟ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ଅନ୍ୟ ୨୫ ଜଣ ସାଂସଦଙ୍କୁ ଗୁଳି କରି ହତ୍ୟା କରିବାକୁ ଧମକ ଦେଉଥିବାର ଏକ ଭିଡିଓକୁ ନେଇ ବିବାଦ ଆରମ୍ଭ ହୋଇଛି। ଭିଡିଓରେ ଜଣେ ବ୍ୟକ୍ତି ନିଜକୁ…
ନୂଆଦିଲ୍ଲୀ : ଭାରତୀୟ ବଜାର ଉପରେ ଗୁଗୁଲ୍ ଅଧିକ ମନୋନିବେଶ କରିବ। ବିଶାଖାପାଟଣାଠାରେ ଗୁଗୁଲ୍ ପକ୍ଷରୁ ଏକ ଏଆଇ ହବ୍ ସ୍ଥାପନ କରାଯିବ। ନୂଆଦିଲ୍ଲୀଠାରେ ଚାଲିଥିବା ଏଆଇ ସମ୍ମିଳନୀରେ ବକ୍ତବ୍ୟ ରଖିବା ଅବସରରେ ଗୁଗୁଲ୍ର ସିଇଓ ସୁନ୍ଦର ପିଚାଇ ଏହି ସୂଚନା…