ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ, ତୀବ୍ରତା ୫.୧

ନୂଆଦିଲ୍ଲୀ : ଗୁରୁବାର ଅପରାହ୍ନରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ନିକଟରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ରିପୋର୍ଟ ଅନୁଯାୟୀ, ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୧ ଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଆଣ୍ଡାମାନ ଦ୍ୱୀପପୁଞ୍ଜର ବାମ୍ବୋ ଫ୍ଲାଟ୍ସର ପ୍ରାୟ ୨୧୮…

ୟୁକ୍ରେନରେ ଟ୍ରେନ ଉପରକୁ ରୁଷର ଡ୍ରୋନ୍ ଆକ୍ରମଣ, ୧୩ ମୃତ

କିଭ୍ : ୟୁକ୍ରେନ ଉପରେ ରୁଷର ଆକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଗୁରୁବାର ସକାଳେ ଡ୍ନିପ୍ରୋ ରେଳ ଷ୍ଟେସନରେ ଏକ ଡ୍ରୋନ୍ ଆକ୍ରମଣରେ ଅତି କମରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ଅନ୍ୟ ୧୦ ଜଣ…

ମହାକାଶକୁ NVS-03 ଉପଗ୍ରହ ପଠାଇବ ଇସ୍ରୋ

ନୂଆଦିଲ୍ଲୀ: ଇସ୍ରୋର ଆଉ ଏକ ବଡ଼ ମହାକାଶ ମିଶନ୍ । ମହାକାଶକୁ ନୂଆ ଉପଗ୍ରହ ପଠାଇବ ଇସ୍ରୋ । ଅଧିକ ଶକ୍ତିଶାଳୀ ହେବ ଭାରତର ନାଭିଗେସନ୍ ବ୍ୟବସ୍ଥା । ମହାକାଶରେ ଆଉ ଏକ ବଡ଼ ଅଭିଯାନ ପାଇଁ ପ୍ରସ୍ତୁତ ହେଉଛି ଭାରତ…

କାଲି ମିଳିବ ପିଏମ୍ କିଷାନ ଟଙ୍କା; ୩୫ ଲକ୍ଷ ଚାଷୀ ପାଇବେ ୭୦୦ କୋଟି

ଭୁବନେଶ୍ୱର: ପିଏମ୍ କିଷାନ(ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି)ଯୋଜନାର ୨୪ତମ କିସ୍ତି ଶୁକ୍ରବାର ପ୍ରଦାନ କରାଯିବ। ଓଡିଶାର ୩୫ ଲକ୍ଷରୁ ଅଧିକ ଚାଷୀ ଏଥିରେ ଉପକୃତ ହେବେ। ମୋଟ ୭୦୦ କୋଟିରୁ ଅଧିକ ଟଙ୍କା ଚାଷୀଙ୍କୁ ମିଳିବ। ଓଡ଼ିଶା ପାଇଁ ଏକ ରାଜ୍ୟସ୍ତରୀୟ…

ଖୁବ୍‌ଶୀଘ୍ର ଦିଲ୍ଲୀ-ବାରାଣସୀ ମଧ୍ୟରେ ଚାଲିବ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ବାରାଣସୀ ମଧ୍ୟରେ ଖୁବ୍‌ଶୀଘ୍ର ଏକ ନୂତନ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ (Vande Bharat Sleeper Train) ଚଳାଚଳ ଆରମ୍ଭ ହେବାକୁ ଯାଉଛି। ଏହି ଟ୍ରେନ୍ ଯାତ୍ରୀମାନଙ୍କୁ ରାତିସାରା ଆରାମଦାୟକ ଯାତ୍ରା ସହିତ ଦ୍ରୁତ ଗତିରେ ଗନ୍ତବ୍ୟ…

୯୦%ରୁ ଅଧିକ କମିଲା କ୍ୟାନସର ଔଷଧର ଦାମ୍

ବ୍ୟୁରୋ: କମିଲା ବହୁମୂଲ୍ୟ କ୍ୟାନସର ମେଡିସିନର ଦାମ୍ । ପ୍ରାୟ ୯୦ପ୍ରତିଶତରୁ ଅଧିକ ହ୍ରାସ ପାଇଲା କର୍କଟ ଔଷଧର ମୂଲ୍ୟ । ଏହା ବେଶ ଖୁସି ଖବର ହୋଇଥିଲେ ବି ବିଶେଷଜ୍ଞ ଦେଇଛନ୍ତି ଭିନ୍ନ ମତ । ଗୋଟିଏ ଥର ଏହି…

ଚୀନ୍‌-ପାକିସ୍ତାନ ସୀମାରେ ବଢ଼ିବ ଭାରତର ଶକ୍ତି! ସେନାକୁ ମିଳିବ ଆଉ ୩୩୫ ‘K9 ବଜ୍ର’ ତୋପ

ନୂଆଦିଲ୍ଲୀ: ଚୀନ୍ ଓ ପାକିସ୍ତାନ ସୀମାରେ ସାମରିକ କ୍ଷମତା ବଢ଼ାଇବା ଦିଗରେ ଭାରତୀୟ ସେନା ପାଇଁ ଆସିଛି ଏକ ବଡ଼ ଖବର। ସେନାର ତୋପଖାନା କ୍ଷମତାକୁ ଆହୁରି ମଜଭୁତ କରିବା ପାଇଁ ଅତିରିକ୍ତ ୩୩୫ଟି K9 ବଜ୍ର-ଟି ସ୍ୱୟଂଚାଳିତ ତୋପ କିଣିବା…

ଆନ୍ଦୋଳନ କଲେ ମିଳିବନି ସରକାରୀ ଚାକିରି ! ନିୟମ କଡ଼ା କଲେ ଯୋଗୀ ସରକାର

ଲକ୍ଷ୍ନୌ: ଆନ୍ଦୋଳନରେ ସାମିଲ ହେଉଛନ୍ତି କି? ପ୍ରତିବାଦ ବେଳେ ହିଂସା ଘଟିଲେ ସରକାରୀ ଚାକିରି ପାଇବାରେ ହୋଇପାରେ ବଡ଼ ସମସ୍ୟା! ଏଭଳି କଡା ନିୟମ ଆଣୁଛନ୍ତି ୟୁପି ସରକାର । ଉତ୍ତରପ୍ରଦେଶରେ ସରକାରୀ ଚାକିରି ପାଇଁ ଆବେଦନକାରୀଙ୍କ ଚରିତ୍ର ଯାଞ୍ଚ ନିୟମକୁ…

’ଅର୍ଣ୍ଣବ’ ପାଇଁ ଗଞ୍ଜାମ ଜିଲ୍ଲା ସର୍ବାଧିକ ପ୍ରଭାବିତ: ମନ୍ତ୍ରୀ ସୁରେଶ ପୂଜାରୀ

ଗଞ୍ଜାମ: ବନ୍ୟାରେ ଗଞ୍ଜାମ ଜିଲ୍ଲା ବେଶୀ ପ୍ରଭାବିତ ହୋଇଛି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ଗମ୍ଭୀର ରୂପ ନେଇଥିବାବେଳେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଜୋରଦାର କରାଯାଇଛି। ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ…

କୋଟିଆକୁ ନେଇ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସର୍ବଦଳୀୟ ବୈଠକ

କୋରାପୁଟ : କୋଟିଆ ପାଇଁ ଏକାଠି ହେଲେ ସବୁ ଦଳ । କୋଟିଆକୁ ନେଇ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସର୍ବଦଳୀୟ ବୈଠକ । କୋଟିଆ ପଞ୍ଚାୟତର ବିକାଶ ସହ ଆନ୍ଧ୍ର ପ୍ରଦେଶ ପକ୍ଷରୁ କୋଟିଆରେ ନିର୍ବାଚନ କରାଇବା ଉଦ୍ୟମକୁ ରୋକିବା ନେଇ…