୨୦୨୭ ମାଟ୍ରିକ ପରୀକ୍ଷା ପାଇଁ ନଭେମ୍ବର ୩ ରୁ ଫର୍ମପୂରଣ
କଟକ : ଆସନ୍ତା ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ନଭେମ୍ବର ୩ ତାରିଖରୁ ଫର୍ମ ପୂରଣ ଆରମ୍ଭ ହେବ । ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ଫର୍ମପୂରଣ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି…
କଟକ : ଆସନ୍ତା ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ନଭେମ୍ବର ୩ ତାରିଖରୁ ଫର୍ମ ପୂରଣ ଆରମ୍ଭ ହେବ । ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ଫର୍ମପୂରଣ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି…
ଭୁବନେଶ୍ୱର : ଏକ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଡେପୁଟି ରେଞ୍ଜର। ଲାଞ୍ଚ ନେବାବେଳେ ଖୋର୍ଦ୍ଧା ଜିଲ୍ଲା ଫୁଲନଖରା ରେଞ୍ଜର ଡେପୁଟି ରେଞ୍ଜର ମୌସୁମୀ ବେହେରାଙ୍କୁ ଧରିଛି ଭିଜିଲାନ୍ସ। ସେ ଭୁବନେଶ୍ୱର ସିଟି ଫରେଷ୍ଟ ଡିଭିଜନ ଅଧୀନରେ କାର୍ଯ୍ୟରତ ଥିବାବେଳେ…
ଭୁବନେଶ୍ୱର : ଚନ୍ଦ୍ରଶେଖରପୁର ପୋଲିସ ହାତରେ ବ୍ଲାକମେଲର୍ । ନାବାଳିକାଙ୍କୁ ଅଶ୍ଳୀଳ ଫଟୋ ଓ ଭିଡିଓ ଦେଖାଇ କରୁଥିଲା ବ୍ଲାକମେଲ୍, ଅଭିଯୁକ୍ତ ଦୀପ୍ତି ରଞ୍ଜନ ସାହୁ ଗିରଫ । ସୋସିଆଲ୍ ମିଡିଆରେ ଅଶ୍ଳୀଳ ଫଟୋ ଓ ଭିଡିଓ ଦେଖାଇ ଯୁବତୀଙ୍କୁ ବ୍ଲାକମେଲ୍…
କଟକ : ଲାଞ୍ଚ ମାମଲାରେ ରାଜସ୍ୱ ନିରୀକ୍ଷକ (ଆର୍ଆଇ) ପ୍ରଶାନ୍ତ କୁମାର ନାୟକଙ୍କୁ ୪ ବର୍ଷ ଜେଲ୍ଦଣ୍ଡ। ଲାଞ୍ଚ ନେବା ଅଭିଯୋଗରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ଏଥିସହ ଜରିମାନା ମଧ୍ୟ ଦଣ୍ଡାଦେଶ ହୋଇଛି।…
ଗଜପତି : ବାତ୍ୟା ଜନିତ ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲାର ସ୍ଥିତି ସଙ୍ଗୀନ । ବିଭିନ୍ନ ନଦୀ ଓ ନାଳରେ ଜଳସ୍ତର ବୃଦ୍ଧି ପାଇବା ସହ ରାସ୍ତାରେ ଢେଉ ଭାଙ୍ଗୁଛି । କିଛି ସ୍ଥାନରେ ଭୂସ୍ଗଳନ ମଧ୍ୟ ହୋଇଛି ।…
ଭୁବନେଶ୍ୱର : କୋଷ୍ଟଗାର୍ଡ ହେଲିକପ୍ଟରରେ ବିପନ୍ନଙ୍କୁ ଉଦ୍ଧାର କରାଯାଉଛି । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ ଜଳବନ୍ଦୀରେ ଥିବା ଲୋକଙ୍କୁ ଏୟାରଲିଫ୍ଟ କରାଯାଉଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରାୟ ୨ ହଜାର ଲୋକ ଏବେ ବି ବନ୍ୟା ପାଣି ଘେରରେ ଫସି…
ଭୁବନେଶ୍ୱର: ରାଜ୍ୟସଭା କ୍ରସ୍ ଭୋଟିଂ ବିବାଦରେ ନୂଆ ମୋଡ଼, ୫ ବିଜେଡି ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ । ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଥିବା ଅଭିଯୋଗରେ ବିଜେଡିର ୫ ବିଧାୟକଙ୍କ ପାଇଁ ବଢ଼ିଲା ଆଇନଗତ ଅଡ଼ୁଆ। ବିଧାୟକଙ୍କ ସଭ୍ୟପଦ ରଦ୍ଦ ସଂକ୍ରାନ୍ତ…
ଜୟପୁର: ଲଗାଣ ବର୍ଷାରେ କୋରାପୁଟ ଜିଲ୍ଲାରେ ବିଗୁଡ଼ୁଛି ସ୍ଥିତି । ଦେଓମାଳି ଘାଟି ରାସ୍ତାରେ ଧସିଲା ମାଟି ଅତଡ଼ା । ରାସ୍ତା ଉପରକୁ ମାଡ଼ି ଆସିଛି ପାହାଡ଼ରୁ ଖସିଥିବା ମାଟି ଓ ବଡ଼ ବଡ଼ ପଥର । ଏହା ସହ ଉପୁଡ଼ି…
ଭୁବନେଶ୍ୱର: ବାତ୍ୟା ଅର୍ଣ୍ଣବ ଗଲା । ଆସୁଛି ଆଉ ଏକ ଲଘୁଚାପ । ଆଣ୍ଡାମାନ ସାଗରରେ ବଡ଼ ହଲଚଲ । ୨୪ ଘଣ୍ଟାରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ । ଦକ୍ଷିଣଆଣ୍ଡାମାନ ସାଗର ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଗତ ଦୁଇ…
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ବନ୍ୟା ସ୍ଥିତି ସଙ୍ଗିନ। ଘୋଡ଼ାହାଡ଼ ନଦୀରେ ଜଳସ୍ତର ବଢ଼ୁଛି । ସାନଖେମୁଣ୍ଡି ବ୍ଲକର ପଳାସପୁର ବ୍ରିଜ୍ ଉପରେ ପ୍ରାୟ ୫ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଦିଗପହଣ୍ଡିରୁ ଆସିକାକୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ…