ନକଲି ଔଷଧ ରାକେଟର ପର୍ଦ୍ଦାଫାଶ; ୩ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ କ୍ରାଇମବ୍ରାଞ୍ଚର ଏକ ଦଳ ଲୋନିର ଏକ କାରଖାନାରେ ଚଢାଉ କରି ନକଲି ଔଷଧ ଜବତ କରିଛି। ନକଲି ଔଷଧ ତିଆରି ପାଇଁ ବ୍ୟବହୃତ କଞ୍ଚାମାଲ ମଧ୍ୟ ଜବତ କରାଯାଇଛି।…

ସିଡନୀରେ ଆଖିବୁଜା ଗୁଳିଚାଳନା, ୧୨ ମୃତ

ଅଷ୍ଟ୍ରେଲିଆ : ଆଜି ଅଷ୍ଟ୍ରେଲିଆର ସିଡନୀର ପ୍ରସିଦ୍ଧ ବଣ୍ଡି ବିଚରେ ଆଖିବୁଜା ଫାୟାରିଂ । ଏହି ଫାୟାରିଂରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ଯାହା ଫଳରେ ଘଟଣାସ୍ଥଳରେ ଆତଙ୍କ…

ପଙ୍କଜ ଚୌଧୁରୀ ହେଲେ ୟୁପି ବିଜେପି ରାଜ୍ୟ ସଭାପତି

ଉତ୍ତର ପ୍ରଦେଶ : ଭାରତୀୟ ଜନତା ପାର୍ଟିର ଉତ୍ତର ପ୍ରଦେଶକୁ ନୂତନ ରାଜ୍ୟ ସଭାପତି ମିଳିଛି । ବିଜେପି ମନ୍ତ୍ରୀ ପୀୟୁଷ ଗୋୟଲ ଦଳର ନୂତନ ରାଜ୍ୟ ସଭାପତି ଘୋଷଣା କରିଛନ୍ତି । ଗୋରଖପୁରର ବରିଷ୍ଠ ବିଜେପି ନେତା ପଙ୍କଜ ଚୌଧୁରୀଙ୍କୁ…

ଲୁଧିଆନା ୱେଷ୍ଟଏଣ୍ଡ ମଲରେ ଅଗ୍ନିକାଣ୍ଡ

ଲୁଧିଆନା : ଲୁଧିଆନାର ୱେଷ୍ଟଏଣ୍ଡ ମଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ପ୍ରଥମ ମହଲାରେ ଥିବା ଡ୍ରେସ୍ ଶୋ’ରୁମରେ ଅଗ୍ନିକାଣ୍ଡ ଘଟିବାରୁ ସେହି ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଏପରି ଘଟଣା ବିଳମ୍ବିତ ରାତିରେ ଘଟିଛି ।…

ପରୀକ୍ଷା ଚାଲିଥିବାବେଳେ ବ୍ରାଉନ୍ ୟୁନିଭର୍ସିଟିରେ ଗୁଳିକାଣ୍ଡ, ୨ ମୃତ, ୮ ଗୁରୁତର

ଆମେରିକା : ଆମେରିକା ୟୁନିଭର୍ସିଟିର ବାରୁସ୍ ଆଣ୍ଡ ହୋଲି ବିଲ୍ଡିଂରେ ଫାଇନାଲ ପରୀକ୍ଷା ଚାଲିଥିବାବେଳେ ବଡ଼ ଧରଣର ଗୁଳିକାଣ୍ଡ ଘଟିଛି । କଳା ପୋଷାକ ପିନ୍ଧିଥିବା ଜଣେ ସନ୍ଦିଗ୍ଧ ଆସି ଆଖିବୁଜା ଗୁଳିମାଡ଼ କରିଥିଲା । ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି…

ଦିଲ୍ଲୀ-NCRରେ ଉତ୍କଟ ବାୟୁ ପ୍ରଦୂଷଣ, ଗ୍ରାପ୍-୪ କଟକଣା ଲାଗୁ

ନୂଆଦିଲ୍ଲୀ : ଦିଲ୍ଲୀ NCRରେ ବାୟୁ ପ୍ରଦୂଷଣ ପାଇଁ ଖରାପ ସ୍ଥିତି । ପ୍ରବଳ ଥଣ୍ଡା ଏବଂ କୁହୁଡ଼ି ଯୋଗୁଁ ଦିଲ୍ଲୀର ସ୍ଥିତି ଆହୁରି ବିଗିଡିବାରେ ଲାଗିଛି । ଯାହା ଦ୍ବାରା ଦିନକୁ ଦିନ ଦିଲ୍ଲୀ ପ୍ରଦୂଷଣ ବଢିବାରେ ଲାଗିଛି ।…

ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗ ଦେଲେ ୧୮ ରାଜ୍ୟର ପ୍ରତିନିଧି

ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା ହୋଟଲ ସି ସାଇଡ ବ୍ରିଜ ପରିସରରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ରବିବାର ଉଦଯାପିତ ହୋଇ ଯାଇଛି । ସଂଗଠନର ସଭାପତି ଦୀପକ…

ନବମ ଶ୍ରେଣୀ ଛାତ୍ର ପାଖରେ ବନ୍ଧୁକ: ମାମଲା ରୁଜୁ କରି ହେପାଜତକୁ ନେଲା ପୁଲିସ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟର ଜନୈକ ନବମ ଶ୍ରେଣୀ ଛାତ୍ରଠାରୁ ଏକ ବନ୍ଧୁକ ଜବତ ହୋଇଛି। ଖବରନେବାରେ ଜଣାଯାଇଛି ଯେ, ବିଜ୍ଞାନ ଶିକ୍ଷକ ଶ୍ରେଣୀରେ ଶିକ୍ଷାଦାନ ଶେଷ କରି ବାହାରୁଥିବା ସମୟରେ ସମ୍ପୃକ୍ତ…

ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗ ; କଟାକ୍ଷ କଲେ କେଭି ଓ ଜୟ

ଭୁବନେଶ୍ବର: ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ କଟାକ୍ଷ କଲେ କେଭି , ଜୟନାରାୟଣ । ରାଜନୀତି ଓ ଡ୍ରାମା କରୁଥିବା କହି କଟାକ୍ଷ କଲେ ଉଭୟ ନେତା ।ରାଜ୍ୟରେ ବିଧାୟକ ମାନଙ୍କ ଦରମା ବଢିବ ପରେ ଏହାକୁ ଗ୍ରହଣ କରି…

ନକଲି ସିମ କାର୍ଡ ବିକ୍ରି; ୨ ଜଣଙ୍କୁ ଗିରଫ କଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ ବିକ୍ରି କରୁଥିବା । ଦୋକାନୀ ସନ୍ତୋଷ ଖଣ୍ଡାଇକୁ ଦିଲ୍ଲୀ ପୁଲିସ ଶୁକ୍ର ଶୁକ୍ରବାର ଗିରଫ କରିଛି ସ୍ଥାନୀୟ ପୁଲିସ ସହାୟତାରେ ଗୁରୁବାର ଅପରାହ୍ନରେ ମନୋଜ କୁମାରଙ୍କ ନେତୃତ୍ୱରେ ଦିଲ୍ଲୀ…