ଗଜପତିରେ ଭୂସ୍ଖଳନ, ପାହାଡ଼ ଧସି ଯାତାୟାତ ଠପ୍
ଗଜପତି: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗଜପତିରେ ବିଗିଡ଼ିଲା ସ୍ଥିତି । କଇଁପୁର-ଗଙ୍ଗାବାଡ଼ା ରାସ୍ତାରେ ଭୂସ୍ଖଳନ। ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗତ ଦୁଇ ଦିନ ହେଲା ଗଜପତି ଜିଲ୍ଲାରେ ଲାଗିରହିଥିବା ଲଗାଣ ବର୍ଷା ଯୋଗୁଁ ସ୍ଥିତି ସଙ୍ଗିନ ହେବାରେ ଲାଗିଛି । ଲଗାତାର…