ଜମି ଟଙ୍କା ନଦେବାରୁ କାର୍ଯ୍ୟାନୁଷ୍ଠାନ: ଢେଙ୍କାନାଳ ସଦର ତହସିଲଦାର ଅଫିସ ଆସବାବପତ୍ର ଜବତ
ଢେଙ୍କାନାଳ : ଜମି ଟଙ୍କା ନଦେବାରୁ ଢେଙ୍କାନାଳ ସଦର ତହସିଲଦାର ଅଫିସ ଆସବାବପତ୍ର ଜବତ । ଢେଙ୍କାନାଳ ସହରର ବାଜିଚୌକ ସ୍ଥିତ ସତ୍ୟବାଦୀ ବେହେରାଙ୍କ ଆବେଦନର ଶୁଣାଣି କରି ନିର୍ଦ୍ଦେଶ ଦେଇଛନ୍ତି ସିଭିଲ୍ କୋର୍ଟ ଜଜ୍ । ନିର୍ଦ୍ଦେଶ ପରେ ତହସିଲଦାର…
