ସେପ୍ଟେମ୍ବର ୨ ରେ ସରିବ SIR ପ୍ରକ୍ରିୟା, ଯାଞ୍ଚ ପରେ ୬ରେ ପ୍ରକାଶ ପାଇବ ଚୂଡ଼ାନ୍ତ ତାଲିକା

ଭୁବନେଶ୍ୱର: ଓଡ଼ିଶାରେ ଚାଲିଥିବା ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (SIR) ଅର୍ଥାତ୍ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଦାଖଲ ହୋଇଥିବା ସମସ୍ତ ଅଭିଯୋଗ ଏବଂ ଦାବିଗୁଡ଼ିକର ସମାଧାନ ପ୍ରକ୍ରିୟା ସେପ୍ଟେମ୍ବର ୨ ତାରିଖରେ ସରିବ। ଏହି ଯାଞ୍ଚ ପରେ ସେପ୍ଟେମ୍ବର ୬, ୨୦୨୬…

ପ୍ରଥମ ବନ୍ୟାରେ ଧୋଇଗଲା ୫ କୋଟି ବ୍ୟୟରେ ନିର୍ମିତ ରାସ୍ତା, ବହୁ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ

କଟକ: ବିକାଶ ନାଁରେ କେମିତି ଚାଲିଛି ମହା ଦୁର୍ନୀତି, ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଟକ ଜିଲ୍ଲାରେ। ସାମାନ୍ୟ ବନ୍ୟା ପାଣି ମାଡ଼ରେ ତାସ୍ ଘର ପରି ଧୋଇଯାଇଛି ୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ନୂଆ…

ଜମ୍ମୁ-କାଶ୍ମୀରର ପୁଞ୍ଚରେ ଭୂସ୍ଖଳନ: ଚାଲିଗଲା ୭ ଜୀବନ

ଶ୍ରୀନଗର: ବର୍ଷା ପ୍ରଭାବିତ ଜମ୍ମୁ-କାଶ୍ମୀରରେ ଭୂସ୍ଖଳନ ଯୋଗୁ ସୋମବାର ଏକ ମାଟି ଘର ଭୁଶୁଡ଼ି ପଡ଼ି ସାତ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଲୋରାନ ଗାଁରେ ହୋଇଥିବା ଏହି ଭୂସ୍ଖଳନରେ ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଅଛନ୍ତି। ଘଟଣାସ୍ଥଳରେ ଉଦ୍ଧାର…

ଡେଙ୍ଗୁ ଟିକାକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ : ଡେଙ୍ଗୁ ବିରୋଧୀ ଅଭିଯାନରେ ଭାରତକୁ ବଡ଼ ସଫଳତା । ଭାରତକୁ ମିଳିଲା ପ୍ରଥମ ଡେଙ୍ଗୁ ଟିକା । ଜାପାନ ଟାକେଡା ଫାର୍ମା ପ୍ରସ୍ତୁତ ଟିକା ‘କ୍ୟୁଡେଙ୍ଗା’କୁ ମଞ୍ଜୁରୀ । ୪୩ ଦେଶ ପରେ ଭାରତରେ QDENGA ଟିକାକୁ ମିଳିଲା…

ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ତ୍ରିପୁରା ଡିଜିପି ଅନୁରାଗ ଧନଖଡ଼

ତ୍ରିପୁରା : ତ୍ରିପୁରା ଡିଜିପି ଅନୁରାଗ ଧନଖଡ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଜୀବନ ହାରିଛନ୍ତି । ଅଫିସ୍ କ୍ୟାବିନ ଭିତରୁ ମୃତଦେହ ଉଦ୍ଧାର କରାଯାଇଥିଲା । ଏହି ଘଟଣା ପରେ ତାଙ୍କୁ ତୁରନ୍ତ ଅଗରତାଲର ଜିବି ହସପିଟାଲରେ ଭର୍ତ୍ତି କରାଯାଇଥିଲ ।…

ରାସ୍ତାକଡ଼ରେ ଫଟୋ ଉଠାଇବା ହେଲା କାଳ, ୫ ସାଙ୍ଗଙ୍କୁ ଚାପିଦେଲା ଅଜଣା ଗାଡ଼ି

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ନରସିଂହପୁର ଜିଲ୍ଲାରେ ପିକନିକରୁ ଫେରୁଥିବା ୫ ସାଙ୍ଗକୁ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଘଟଣାରେ ଜଣେ ଆହତ ହୋଇଛନ୍ତି । ଏମାନେ ସମସ୍ତେ ପିକନିକ୍ କରି ଫେରୁଥିବା ବେଳେ ହାଇୱେ କଡ଼ରେ ଗାଡ଼ି ରଖି ଫଟୋ…

କକ୍ରୋଚ୍ ପାର୍ଟିର ‘ସଂସଦ ଚଲୋ’ ମାର୍ଚ୍ଚ, ପ୍ରଦର୍ଶନକାରୀଙ୍କ ଉପରକୁ ପୋଲିସର ଲାଠିଚାର୍ଜ

ନୂଆଦିଲ୍ଲୀ: ସୋମବାର ଦିନ କକ୍ରୋଚ୍ ଜନତା ପାର୍ଟି ସଂସଦ ଅଭିମୁଖେ ଏକ ପଦଯାତ୍ରା ଆୟୋଜନ କରିଥିଲା। କିନ୍ତୁ, ପଦଯାତ୍ରା ଆରମ୍ଭ ହେବା ମାତ୍ରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ପ୍ରଦର୍ଶନକାରୀଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲାଠିଚାର୍ଜ ମଧ୍ୟ କରିଥିଲା। ଜନ୍ତର…

ଅନଶନ ଭାଙ୍ଗିବା ପାଇଁ ୩ ସର୍ତ୍ତ ରଖିଲେ ୱାଙ୍ଗଚୁକ୍, ହସପିଟାଲରୁ ଆସିଲା ହାତ ଲେଖା ଚିଠି

ନୂଆଦିଲ୍ଲୀ : ଅନଶନ ଭାଙ୍ଗିବା ପାଇଁ ତିନି ସର୍ତ୍ତ ରଖିଛନ୍ତି ଶିକ୍ଷାବିତ ସୋନମ୍ ଓ୍ୱାଙ୍ଗଚୁକ୍ । ଦୀର୍ଘ ୨୦ ଦିନରୁ ଅଧିକ ସମୟ ଧରି ଆମରଣ ଅନଶନରେ ରହିବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ୱାଙ୍ଗଚୁକ୍ । ସୋନମ ଅନଶନ ଭାଙ୍ଗିବାକୁ…

ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଚାଲି ପାରୁନି ସଂସଦ, ଦିନକ ପାଇଁ ରାଜ୍ୟସଭାକୁ ମୁଲତବି ଘୋଷଣା

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ କାରଣରୁ ରାଜ୍ୟସଭାକୁ ଦିନକ ପାଇଁ ମୁଲତବି ଘୋଷଣା କରାଯାଇଛି। ଆସନ୍ତାକାଲି ଦିନ ୧୧ ଟାରେ ଚାଲିବ ପୁଣି ଚାଲିବ ଗୃହ। ସେପଟେ ଲୋକସଭା ପୁଣି ଥରେ ଅପରାହ୍ନ ୩ଟା…

ଗୁୟାନାରେ ନୌକା ଦୁର୍ଘଟଣା, ୧୩୩ ଯାତ୍ରୀଙ୍କ ମଧ୍ୟରୁ ୬୭ ଉଦ୍ଧାର

ନୂଆଦିଲ୍ଲୀ: ଦକ୍ଷିଣ ଆମେରିକାର ଗୁୟାନା ଦେଶରେ ଏକ ବଡ଼ ନୌକା ଦୁର୍ଘଟଣା ଘଟିଛି । ୧୩୩ ଜଣ ଯାତ୍ରୀ ନେଇ ଯାଉଥିବା ‘ଏମଭି ବାରିମା’ ନାମକ ନୌକା ସମୁଦ୍ରରେ ଓଲଟିଯାଇଛି । ଅଧିକାରୀମାନଙ୍କ କହିବା ଅନୁସାରେ, ୬୭ ଜଣଙ୍କୁ ସୁରକ୍ଷିତ ଉଦ୍ଧାର…