’ଅର୍ଣ୍ଣବ’ ପାଇଁ ୫୩ ଟ୍ରେନ୍ ବାତିଲ୍, ବିମାନ ଚଳାଚଳ ପ୍ରଭାବିତ
ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶ ଉପକୂଳରେ ଲ୍ୟାଣ୍ଡଫଲ୍ କରିଛି ବାତ୍ୟା ‘ଅର୍ଣ୍ଣବ’ | ପୂର୍ବ ଆକଳନଠାରୁ ଆଗୁଆ ସ୍ଥଳଭାଗ ଛୁଇଁବା ଆରମ୍ଭ କରିଛି ବାତ୍ୟା । ରାତି ପ୍ରାୟ ୧ଟା ୧୦ ମିନିଟରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆନ୍ଧ୍ର ଉପକୂଳରେ…