ସୂଚନା ଯୋଗ୍ୟ,  ପ୍ରାୟ ଏକ ବର୍ଷ ହେବ ସରପଞ୍ଚ ଅନୁପସ୍ଥିତ ରହିବା ଯୋଗୁ ପଞ୍ଚାୟତର ଉନ୍ନୟନ ମୂଳକ କାମ ଠପ୍ ହୋଇଯାଇଛି । ବିଭିନ୍ନ ସରକାରୀ ଯୋଜନା କାର୍ଯ୍ୟକାରୀ ହେବାରେ ସ୍ଥାଣୁତା ପ୍ରକାଶ ପାଇବା ସହିତ ପଂଚାୟତର ଉନ୍ନୟନ ବାଧାପ୍ରାପ୍ତ ହୋଇଛିା