୨୪ରେ କୋଟିଆ ସୀମା ବିବାଦକୁ ନେଇ ସର୍ବଦଳୀୟ ବୈଠକ
କୋଟିଆ: ଆସନ୍ତାକାଲି କୋଟିଆ ସୀମା ବିବାଦକୁ ନେଇ ବସିବ ସର୍ବଦଳୀୟ ବୈଠକ। କୋଟିଆ ବିବାଦ ପ୍ରସଙ୍ଗରେ ସମସ୍ତଙ୍କୁ ନେଇ ଆଗକୁ ବଢ଼ିବୁ ବୋଲି ପ୍ରତିକ୍ରିୟା ରଖି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।ସୂଚନାଥାଉକି, ଆନ୍ଧ୍ରର ବେଆଇନ କାର୍ଯ୍ୟକଳାପ ବିରୋଧରେ ପୁଣି…