ଇସ୍ରାଏଲ୍‌ର ସ୍ୱାଧୀନତା ଦିବସରେ ପିଏମ୍ ମୋଦିଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରଣ

ନୂଆଦିଲ୍ଲୀ: ଇସ୍ରାଏଲ୍‌ର ସ୍ବାଧୀନତା ଦିବସ ଉତ୍ସବରେ ଯୋଗଦେବା ସହ ମଶାଲ ପ୍ରଜ୍ୱଳନ (Torch lighting) କରିବା ପାଇଁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦfଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରଣ କରିଛନ୍ତି। ୨୨ ଅକ୍ଟୋବର ୨୦୨ରେ ଉଭୟ ନେତାଙ୍କ ମଧ୍ୟରେ…

’ଜନକଲ୍ୟାଣରେ ମନଦିଅନ୍ତୁ ରାଜନେତା’, କଂଗ୍ରେସ ଓ ଆପ୍‌କୁ ଶାହାଙ୍କ କଟାକ୍ଷ

ନୂଆଦିଲ୍ଲୀ: ବିରୋଧୀଙ୍କୁ ତେର୍ଚ୍ଛା ବାଣ ମାରିଲେ ଅମିତ ଶାହା । ଏକ ସଭାରେ ଯୋଗଦେଇ ବିରୋଧୀ କଂଗ୍ରେସ ଓ ଆପ୍‌କୁ କଟାକ୍ଷ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଜନକଲ୍ୟାଣରେ ମନଦିଅନ୍ତୁ ରାଜନେତା । ବିକ୍ଷୋଭ କି ପ୍ରତିବାଦ ଦ୍ୱାରା କିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାର ସଜାଗ: ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

ଭୁବନେଶ୍ୱର:ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ସଜାଗ ରହିଥିବା କହିଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ସୁରେଶ ପୂଜାରୀ। ବାତ୍ୟା ସମ୍ପର୍କରେ ଏଯାଏଁ କୌଣସି ସ୍ପଷ୍ଟ ଅପଡେଟ୍‌ ମିଳିନଥିବାରୁ ଲୋକଙ୍କୁ ବିଚଳିତ ନହେବାକୁ ସେ ପରାମର୍ଶ ଦେଇଛନ୍ତି। ପାଣିପାଗର ସ୍ଥିତି ଉପରେ…

୨୫ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ୧୭୦ କୋଟିର ଡାଟା ସେଣ୍ଟର କରିବେ ଉଦ୍‌ଘାଟନ

ଭୁବନେଶ୍ବର: ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ୨୫ ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜଟଣୀରେ ୧୭୦ କୋଟି ବ୍ୟୟରେ ନିର୍ମିତ ଆରବିଆଇ ଡାଟା ସେଣ୍ଟର ଉଦଘାଟନ କରିବେ । ୨୫ ତାରିଖ ଦିନ ଅପରାହ୍ନ ସାଢ଼େ ୪…

ନିଖୋଜ ପ୍ରେମୀ ଯୁଗଳଙ୍କ ଗଳିତ ମୃତଦେହ ଉଦ୍ଧାର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳରେ ଏକ ଦୁଃଖଦ ଓ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। କିଛି ଦିନ ହେବ ନିଖୋଜ ଥିବା ଏକ ପ୍ରେମୀ ଯୁଗଳଙ୍କ ଗଳିତ ମୃତଦେହ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ସ୍ଥାନୀୟ ଜଙ୍ଗଲ, ନିର୍ଜନ…

କଟକ ଷ୍ଟେସନରେ ‘ରେଳ ଜନ ସମ୍ବାଦ’: ଯାତ୍ରୀଙ୍କ ସମସ୍ୟା ନେଇ ସିଧାସଳଖ ଆଲୋଚନା

ଭୁବନେଶ୍ୱର: ପୂର୍ବତଟ ରେଳପଥର ବଡ଼ ପଦକ୍ଷେପ। କଟକ ଷ୍ଟେସନରେ ଯାତ୍ରୀଙ୍କ ସହ ଯୋଡ଼ିହେବାକୁ ଆରମ୍ଭ ହେଲା ‘ରେଳ ଜନ ସମ୍ବାଦ’। ଯାତ୍ରୀଙ୍କ ସହ ସିଧାସଳଖ ଯୋଗାଯୋଗ ଓ ଜନସମ୍ପର୍କ ସୁଦୃଢ଼ କରିବା ଲକ୍ଷ୍ୟ ନେଇ କଟକ ଷ୍ଟେସନରେ ପୂର୍ବ ତଟ ରେଳପଥ…

ପଥରଗାଡ଼ିଆରେ ବୋମାମାଡ଼: ଦୁଇ ଗୋଷ୍ଠୀ ମୁହାଁମୁହିଁ, ଜଣେ ଆହତ

ଭୁବନେଶ୍ବର: ବୋମାମାଡ଼ରେ ଥରିଲା ପଥରଗାଡ଼ିଆ । ଭୁବନେଶ୍ବର ଉପକଣ୍ଠରେ ବୋମାମାଡ । ଦୁଇ ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ । ଦୁର୍ବୃତଙ୍କ ଆକ୍ରମଣରେ ଜଣେ ଆହାତ । ଅଫୁଟା ବୋମା ଛାଡ଼ି ଛୁ ମାରିଲେ ଦୁର୍ବୃତ୍ତ । ଏହାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି…

ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ଜଳେଶ୍ବର: ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ! ଅଭିଯୁକ୍ତକୁ ସହଯୋଗ କରିଥିବା ଅଭିଯୋଗରେ ଜଣଙ୍କ ଘର ଭାଙ୍ଗି ଦେଲେ ଉତ୍ତ୍ୟକ୍ତ ଲୋକେ । ବର୍ତ୍ତନା ଜଙ୍ଗଲରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏହି…

ଦୁର୍ଘଟଣାରେ ଆଖି ବୁଜିଲେ ୨ ଯୁବ ଆଥଲେଟ, କ୍ରୀଡ଼ା ଜଗତରେ ଶୋକର ଛାୟା

କଟକ: କ୍ରୀଡ଼ା ଜଗତରେ ଶୋକର ଛାୟା । ଦୁଇ ଯୁବ ଆଥଲେଟଙ୍କ ମୃତ୍ୟୁ । ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ । ଗତକାଲି ରାତିରେ କଟକ ଭୁବନେଶ୍ୱର ଜାତୀୟ ରାଜପଥ ଫୁଲନଖରା ଛକରେ ଭୟଙ୍କର ଦୁର୍ଘଟଣା । ଗୁରୁତର ଅବସ୍ଥାରେ ସେମାନଙ୍କୁ…

ଦୁର୍ଗାପୂଜା ଭସାଣ ଦେଖି ଫେରିବା ବେଳେ ଡଙ୍ଗା ବୁଡ଼ି ଜଣେ ମୃତ, ୨ ନିଖୋଜ

ଯାଜପୁର: ଦୁର୍ଗାପୂଜା ଭସାଣ ଦେଖି ଫେରିବା ହେଲା କାଳ । ନଦୀ ପାର ବେଳେ ବୁଡ଼ିଲା ଡ଼ଙ୍ଗା । ଜଣେ ମୃତ, ଅନ୍ୟଜଣେ ଉଦ୍ଧାର । ୨ନିଖୋଜ । ଯାଜପୁର ସଦର ଥାନା ଖରସ୍ରୋତା ତନ୍ତିଘାଇ ନଦୀର ଦଉରୀବନ୍ଧା ଘାଟରେ ବୁଡ଼ିଗଲା…