ବାଲିଗୁଡା ସହରରେ ବାଘ ଆତଙ୍କ

ବାଲିଗୁଡା: ବାଲିଗୁଡା ସହରରେ ବାଘ ଆତଙ୍କ। ବାଲିଗୁଡା ଏକ ନମ୍ବର ୱାର୍ଡର ବଡ ଗାଁ ଅଂଚଳରେ ଗତ ଏକ ସପ୍ତାହ ଧରି ଗୋଟିଏ ବାଘ ବୁଲୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବଡ ଗାଁ ପମ୍ପ ହାଉସ ନିକଟସ୍ଥ ନଦୀ କୁଳରେ ଗୋଟିଏ…

ଆସନ୍ତାକାଲି ପ୍ରକାଶ ପାଇବ +୨ ପରୀକ୍ଷା ଫଳ

ଭୁବନେଶ୍ୱର : ଆସନ୍ତାକାଲି ପ୍ରକାଶ ପାଇବ +୨ ପରୀକ୍ଷା ଫଳ । ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇବ । CHSE ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ବିଜ୍ଞାନରେ ୯୩ ହଜାର ୮୯୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା…

କରଞ୍ଜିଆ ତହସିଲଦାର ଚାର୍ଲସ ନାୟକ ଗିରଫ

କରଞ୍ଜିଆ : ଲାଞ୍ଚ ନେଇ ବନ୍ଧା ହେଲେ ତହସିଲଦାର। ଲାଞ୍ଚ ନେବା ଅଭିଯୋଗରେ କରଞ୍ଜିଆ ତହସିଲଦାର ଚାର୍ଲସ ନାୟକକୁ ଗିରଫ କଲା ଭିଜିଲାନ୍‌ସ। ଗିରଫ ପରେ ଆଜି ବାରିପଦା କୋର୍ଟରେ ହାଜର କରାଯିବ। ତହସିଲଦାରଙ୍କ ସହଯୋଗୀ ଫେରାର ଅଛନ୍ତି । ଭିଜିଲାନ୍ସ ଇତିହାସରେ…

ଜୁଲାଇ ଦ୍ବିତୀୟ ସପ୍ତାହ‌ରେ ମହାନଦୀ ଶୁଣାଣି

ନୂଆଦିଲ୍ଲୀ : ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବ‌ାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ଜୁଲାଇ ୧୧ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆପାତତଃ ସ୍ଥିର କରିଛନ୍ତି। ହେଲେ ଶୁଣାଣିର ନିର୍ଦ୍ଦିଷ୍ଟ ତାରିଖ ନେଇ ଟ୍ରିବ୍ୟୁନାଲ ରେଜିଷ୍ଟ୍ରାର ପକ୍ଷଭୁକ୍ତ…

କୋଟିଆରେ ଆନ୍ଧ୍ର ଲୋକସତ୍ତା ପାର୍ଟି

କୋରାପୁଟ : କୋଟିଆ ଅକ୍ତିଆର ପାଇଁ କେବଳ ଆନ୍ଧ୍ରର ଶାସକ ଦଳ କିମ୍ବା ପ୍ରଶାସନ ନୁହଁ, ଏବେ ରାଜନୈତିକ ଦଳ ଗୁଡ଼ିକ ମଧ୍ୟ ତତ୍ପର ହେଲେଣି। କୌଣସି ପରିସ୍ଥିତିରେ ବି ଓଡ଼ିଶା ହାତରୁ କୋଟିଆକୁ ଛଡ଼ାଇ ନେବାକୁ ମସୁଧା ଚାଲିଥିବା ବେଳେ…

ଏଣିକି ବିକ୍ରି ସହ ବିଭାଜିତ ହୋଇପାରିବ ଚକବନ୍ଦୀ ଜମି

ଭୁବନେଶ୍ୱର: ଏଣିକି ବିଭାଜିତ ଏବଂ ବିକ୍ରି ହୋଇପାରିବ ଚକବନ୍ଦୀ ଜମି। ଏହା ସହ ଜମିପଟ୍ଟା ମଧ୍ୟ ସଂଶୋଧନ କରିପାରିବେ ଜମି ମାଲିକ। ଆଜି ଏ ସମ୍ପର୍କିତ ଚକବନ୍ଦୀ ଆଇନରେ ଥିବା ଧାରା ୩୪ ଏବଂ ୩୫ ନିଷେଧ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ…

ଗଛରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କଲେ ମାତାଲ ବ୍ୟକ୍ତି

ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ମାତାଲ ଜଣେ ବ୍ୟକ୍ତିଙ୍କ ଉନ୍ମତ୍ତକାଣ୍ଡ। ଗଛରେ ଚଢ଼ି ଯିବା ପରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା ଉଦ୍ୟମ। ବହୁ କଷ୍ଟରେ ତାଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ତେବେ ଏହି ବ୍ୟକ୍ତି ଜଣଙ୍କ କିଏ ଓ କାହିଁକି…

୨୦ ଦିନର ଝିଅକୁ ବିଷ ଇଞ୍ଜେକସନ ଦେଲା ପିଶାଚ ବାପା

୨୦ ଦିନର ଝିଅକୁ ବିଷ ଇଞ୍ଜେକସନ ଦେଇଦେଲା ବାପା। କନ୍ୟା ସନ୍ତାନ ଚାହୁଁନଥିବା ବାପା ଘଟାଇଛି ଏହି ନାରକୀୟ କାଣ୍ଡ। ଶ୍ୱଶୁର ଘରେ ପଶି ପିଶାଚ ବାପା ଝିଅ ଦେହରେ ବିଷ ଇଞ୍ଜେକସନ୍ ଦେଇ ହତ୍ୟା ଉଦ୍ୟମ କରିଛି। ଝିଅକୁ ଗୁରୁତର ଅବସ୍ଥାରେ ବାଲେଶ୍ୱର…

ସ୍ତ୍ରୀକୁ କୋଦାଳ ବେଣ୍ଟରେ ପିଟିପିଟି ମାରିଦେଲା ସ୍ୱାମୀ

ସୁନ୍ଦରଗଡ଼:ଘରୋଇ କଳିରୁ ସ୍ତ୍ରୀକୁ ହତ୍ୟା କରି ଘର ସାମ୍ନାରେ ପୋତି ଦେଲା ସ୍ୱାମୀ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ବାବୁନୁଆ ଗାଁରେ ଅଭାବନୀୟ ଘଟଣା । ଘରୋଇ କଳିକୁ ନେଇ ସ୍ତ୍ରୀ ସରସ୍ୱତୀକୁ ସ୍ୱାମୀ ତ୍ରିଲୋଚନ କିସାନ କୋଦାଳ…

ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟ ସମୀକ୍ଷା

ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ ବିଭାଗର ସମୀକ୍ଷା ବୈଠକ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମାନ୍ୟବର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଏବଂ ବିଭାଗୀୟ ପ୍ରମୁଖ ଶାସନ ସଚିବ ଯୋଗଦାନ କରିଥିଲେ…