ବାପା ମା’ଙ୍କୁ ହଇରାଣ କଲେ ହେବ ଦରମା କାଟ୍, ପାସ୍ ହେଲା ବିଲ୍
ତେଲଙ୍ଗାନା : ଆଉ ବାପା ମା’ଙ୍କୁ କରିପାରିବେନି ହଇରାଣ । ଜନ୍ମ କଲା ବାପା ମାଙ୍କୁ ଅସୁବିଧାରେ ପକାଉଥିବା ବ୍ୟକ୍ତିଙ୍କୁ ସୁଧାରିବା ପାଇଁ ସରକାର ନେବେ ଅଦ୍ଭୁତ ପଦକ୍ଷେପ । ହଇରାଇ କଲେ କି ଅସୁବିଧା ଆଣିଲେ ଦରମାରେ ପଇସା କାଟ୍…
ତେଲଙ୍ଗାନା : ଆଉ ବାପା ମା’ଙ୍କୁ କରିପାରିବେନି ହଇରାଣ । ଜନ୍ମ କଲା ବାପା ମାଙ୍କୁ ଅସୁବିଧାରେ ପକାଉଥିବା ବ୍ୟକ୍ତିଙ୍କୁ ସୁଧାରିବା ପାଇଁ ସରକାର ନେବେ ଅଦ୍ଭୁତ ପଦକ୍ଷେପ । ହଇରାଇ କଲେ କି ଅସୁବିଧା ଆଣିଲେ ଦରମାରେ ପଇସା କାଟ୍…
ବିଶାଖାପାଟଣା : ଦିଲ୍ଲୀ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡର ରିପିଟ୍ । ବିଶାଖାପାଟଣାରେ ଜଣେ ବିବାହିତ ନୌସେନା କର୍ମଚାରୀ ନିଜ ପ୍ରେମିକାଙ୍କୁ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି ଫ୍ରିଜରେ ରଖିଥିଲେ । ମୃତଦେହର କିଛି ଅଂଶ ଫ୍ରିଜରୁ ଉଦ୍ଧାର କରିଛି…
ବିହାର : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ୨୦୨୪ ରେ ନୀତିଶ ବିହାର ବିଧାନ ପରିଷଦକୁ ନିର୍ବାଚିତ ହୋଇଥିଲେ । ତାଙ୍କର ଏହି କାର୍ଯ୍ୟକାଳ ୨୦୩୦ରେ ଶେଷ ହେବାକୁ ଥିଲା…
ମହାରାଷ୍ଟ୍ର : ମହାରାଷ୍ଟ୍ର ଗଢଚିରୋଲି ଜିଲ୍ଲା ଚାମୋରଶୀ ରୋଡରେ ଭୟଙ୍କର ଦୁର୍ଘଟଣା । ବିବାହ ସମାରୋହରୁ ଫେରୁଥିବା ବେଳେ କାର୍ ଏବଂ ବସ୍ ଧକ୍କା ହେବା ଯୋଗୁଁ ୬ ଜଣଙ୍କ ଜୀବନ ଚାଲିଯାଇଛି । ଘଟଣାରେ ଅନ୍ୟ ୫ ଜଣ ଆହତ…
ନୂଆଦିଲ୍ଲୀ : ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ମେଟ୍ରୋ ପୋଷ୍ଟର କେସରେ ଧରାପଡିଥିବା ମଡ୍ୟୁଲର ହ୍ୟାଣ୍ଡେଲ ଲସ୍କର-ଏ-ତୈବାର ଆତଙ୍କୀ ଶବିର ଅହମ୍ମଦ ଲୋନକୁ ଗିରଫ କରିଛି । ଲୋନ ଏହି ମଡ୍ୟୁଲରକୁ ପରିଚାଳନା କରୁଥିଲେ ଏବଂ ମେଟ୍ରୋ ପୋଷ୍ଟର ମାମଲାରେ ଗିରଫ…
ନୂଆଦିଲ୍ଲୀ : ବିଭିନ୍ନ ହାଇକୋର୍ଟକୁ ଧମକପୂର୍ଣ୍ଣ ମେସେଜ ଅଭିଯୋଗରେ ଜଣେ ଗିରଫ । ମହୀଶୂରରୁ ଶ୍ରୀନିବାସ ଲୁଇସଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ। ହାଇକୋର୍ଟ ଓ ସରକାରୀ ଅଫିସକୁ ପଠାଉଥିଲେ ଧମକପୂର୍ଣ୍ଣ ମେସେଜ । ୧୦୦୦ରୁ ଅଧିକ ମିଥ୍ୟା ମେସେଜ ପଠାଇବା…
ନୂଆଦିଲ୍ଲୀ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ସେ ବିହାର ବିଜେପି ରାଜ୍ୟ ସଭାପତି ସଞ୍ଜୟ ସରାଓଗୀଙ୍କୁ ତାଙ୍କ ଇସ୍ତଫା ଦେଇଛନ୍ତି । ଆଜି ସଞ୍ଜୟ ସରାଓଗୀ ବିହାର ବିଧାନସଭା ବାଚସ୍ପତି ପ୍ରେମ…
ନୂଆଦିଲ୍ଲୀ: କୁଏତରେ ଇରାନର ଆକ୍ରମଣ । ଇରାନର ମିସାଇଲ ମାଡ଼ରେ ଭାରତୀୟ ଶ୍ରମିକଙ୍କ ମୃତ୍ୟୁ । ବିଳମ୍ବିତ ରାତିରେ କୁଏତର ଏକ ବିଦ୍ୟୁତ ଉତ୍ପାଦନ ଓ ଜଳ ବିଶୋଧନ କେନ୍ଦ୍ର ଉପରେ ଇରାନ ପକ୍ଷରୁ ଆକ୍ରମଣ କରାଯାଇଛି । ଏହି…
ଭୁବନେଶ୍ୱର: ରାଜ୍ୟରେ ସରକାରଙ୍କୁ ଘେରିଛନ୍ତି ୧୦ ପ୍ରମୁଖ ବିରୋଧୀଦଳ। ଏସସିବି ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଓ ମୃତକଙ୍କ ପରିବାରକୁ ନ୍ୟାୟ ଦାବିରେ ରାଜରାସ୍ତାକୁ ବିରୋଧୀ ରାଜନୈତିକ ଦଳ ମଇଦାନକୁ ଓହ୍ଲାଇଛନ୍ତି । ବିଜେଡି, କଂଗ୍ରେସ, ସିପିଆଇଏମ, ସମତାକ୍ରାନ୍ତି ଦଳ ଆଦି ୧୦ଟି…
ଭୁବନେଶ୍ଵର: ମଧ୍ୟପ୍ରାଚ୍ୟ ଯୁଦ୍ଧ ନେଇ ଜରୁରୀ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀମୋହନ ମାଝୀଙ୍କ ଅଧ୍ୟକତାରେ ସନ୍ଧ୍ୟାରେ ଲୋକସେବା ଭବନରେ ବସିବ ବୈଠକ। ଏହି ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାପାଳ ଯୋଡି ହେବେ। ରାଜ୍ୟରେ ରନ୍ଧନଗ୍ୟାସ ନେଇ ସଙ୍କଟ ଦେଖାଦେଇଛି। ଏହି ବୈଠକରେ…