ପୋଖରୀରେ ବୁଡ଼ି ଶିକ୍ଷକଙ୍କ ମୃତ୍ୟୁ

ଟାଙ୍ଗି: ପୋଖରୀରେ ବୁଡ଼ି ଶିକ୍ଷକଙ୍କ ମୃତ୍ୟୁ। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଟାଙ୍କୁଳ ଗ୍ରାମର ଖେଳ ଶିକ୍ଷକ ଭଵତୋଷ ପରିମାଣିକଙ୍କ ପୋଖରୀରେ ବୁଡି  ଅକାଳ ବିୟୋଗ ହୋଇଛି | ସେ ନିଜ ଗ୍ରାମ ଟାଙ୍କୋଳରେ  ଥିବା ପୋଖରୀକୁ  ଗାଧୋଇବାକୁ ଯାଇଥିବା ବେଳେ ଭାରସାମ୍ୟ…

ଓଡିଶା ସିମକାର୍ଡକୁ ପାକିସ୍ତାନରେ ଅପରେଟ ଘଟଣା, ମାଷ୍ଟରମାଇଣ୍ଡର ଦୁଇ ସହଯୋଗୀ ଅଟକ

ଓଡିଶା ସିମକାର୍ଡକୁ ପାକିସ୍ତାନରେ ଅପରେଟ ଘଟଣା, ମାଷ୍ଟରମାଇଣ୍ଡ ପଠାଣି ସାମନ୍ତ ଲେଙ୍କାର ଦୁଇ ସହଯୋଗୀ ଅଟକ। ଦେଶଦ୍ରୋହୀ କାର୍ଯ୍ୟ କରୁଥିବା ଅଭିଯୋଗରେ ଯାଜପୁରରୁ ଉଠାଇଲା STF। ଖୁବଶୀଘ୍ର ଫରେନ୍ସିକ ଲ୍ୟାବକୁ ଯିବ ଅଭିଯୁକ୍ତଙ୍କ ମୋବାଇଲ। NIA ଓ IB କୁ ସମସ୍ତ…

ବଗିକୁ ଛାଡି ଇଞ୍ଜିନ ପଳାଇଲା ୫୦୦ମିଟର, ୫ ଘଣ୍ଟା ବିଳମ୍ବରେ ଛାଡିଲା ଟ୍ରେନ

ଜଳେଶ୍ବର: ଇଞ୍ଜିନରୁ ଅଲଗା ହେଲା ବଗି। ବଗିକୁ ଛାଡି ଟ୍ରେନ ପଳାଇଲା ୫୦୦ମିଟର। ହାଓଡା- ପୁରୀ ସୁପରଫାଷ୍ଟ ଟ୍ରେନରେ ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ଓଡିଶା ସୀମାନ୍ତବର୍ତ୍ତୀ ପଶ୍ଚିମବଙ୍ଗ ନେକୃଷୁଣି ଷ୍ଟେସନରେ ଅଘଟଣ। ଘଟଣା ସ୍ଥଳରେ ପହଞ୍ଚି ମରାମତି କଲା…

ଗୋରୁ ବୋଝେଇ ପିକଅପ୍ ଭ୍ୟାନ ଜବତ, ଡ୍ରାଇଭର ଫେରାର

କରଞ୍ଜିଆ:ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ଗୋ-ଚାଲାଣ ବୃଦ୍ଧି ପାଉଛି । ଏହାକୁ ରୋକିବାକୁ ପୋଲିସ ମଧ୍ୟ ଉଦ୍ୟମ କରୁଛି । ଆଜି କରଞ୍ଜିଆ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯  ଚଢେଇଭୋଳ ନିକଟରେ ପିକଆପ୍ ଭ୍ୟାନରେ ଗୋରୁ ଚାଲାଣ ହେଉଥିବା ବେଳେ…

ବଲାଙ୍ଗିର ରାଜ ପରିବାରର ମାମଲା: ଡେରାଡୁନ୍ ଥାନାରେ ୫ ଜଣଙ୍କ ନାଁରେ ମାମଲା ରୁଜ୍ଜୁ

ଥାନାରେ ବଲାଙ୍ଗିର ରାଜ ପରିବାରର ଘରୋଇ କଳି । ପାରିବାରିକ ହିଂସା ମାମଲା ନେଇ ଡେରାଡୁନ୍‌ ଥାନାରେ ମାମଲା ରୁଜୁ ହୋଇଛି । ରାଜ ପରିବାର ବୋହୂ ଅଦ୍ରିଜା ମଞ୍ଜରୀ ସିଂଦେଓ କରିଥିବା ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି ଡେରାଡୁନ୍‌…

ମଣ୍ଡଳୀ ବ୍ରିଜ୍ ଉପରେ ସ୍କୁଟି ରଖି ଜଣେ ଯୁବତୀ ମହାନଦୀକୁ ଡେଇଁବା ନେଇ ଆଶଙ୍କା

ଆଠଗଡ଼: ମଣ୍ଡଳୀ ସେତୁ ଉପରେ ସ୍କୁଟି ରଖି ଜଣେ ଯୁବତୀ ମହାନଦୀକୁ ଡେଇଁବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଖବର ମୁତାବକ ଯୁବତୀ ଜଣଙ୍କ ଭୁବନେଶ୍ଵର ସୁନ୍ଦରପଦା ଅଞ୍ଚଳର ଐଶର୍ଯ୍ୟା ପରିଜା ବୋଲି ଜଣା ପଡ଼ିଛି । ସେତୁ ଉପରେ…

ରାଜାନ୍ଦ୍ରିଭିଷେକରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ

ପୁରୀ: ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ। ଆସନ୍ତା ୩୦ ତାରିଖରୁ ମହାପ୍ରଭୁଙ୍କ ରାଜାନ୍ଦ୍ରିଭିଷେକ ପଡୁଥିବା ବେଳେ ସେହି ଦିନଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟକୁ ଚୂଡାନ୍ତ କରିଛି ଛତିଶା ନିଯୋଗ। ଶୃଙ୍ଖଳିତ ନୀତିକାନ୍ତି ସହ ମହାପ୍ରଭୁଙ୍କ…

ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ଏନବିଡବ୍ଲ୍ୟୁ ଜାରି

ଭୁବନେଶ୍ବର: ବହଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ଜାମିନ୍ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଜାରି ହୋଇଛି। ଶ୍ରଦ୍ଧାଞ୍ଜଳି ବେହେରା ସିବିଆଇ କୋର୍ଟରେ ପିଟସନ ଦାଖଲ କରିଥିଲେ ବି ଶାରୀରିକ ଭାବେ ଅସୁସ୍ଥତା ଦେଖାଇ ହାଜର…

ରାଜ୍ୟରେ ସ୍ଥାୟୀ ପୁଲିସ ଚୟନ ବୋର୍ଡକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ରାଜ୍ୟରେ ସ୍ଥାୟୀ ପୁଲିସ ଚୟନ ବୋର୍ଡ ଗଠନ ହେବ। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏଥିରେ ଅଧ୍ୟକ୍ଷଙ୍କ ସମେତ ଦୁଇ ଜଣ ସଦସ୍ୟ ରହିବେ। ଏତଦ୍‌ବ୍ୟତୀତ ବୋର୍ଡ ଅଫିସ କାର୍ଯ୍ୟ ପରିଚାଳନା ଦିଗରେ ୨୪ଟି ପ୍ରଶାସନିକ ତଥା…

ସୋମବାର ହେବ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

ଭୁବନେଶ୍ବର: ସୋମବାର ହେବ ନୂଆ ମନ୍ତ୍ରିମଣ୍ଡଳ ପୁନର୍ଗଠନ । ଶପଥ ନେବେ ୩ ନୂଆ ମନ୍ତ୍ରୀ । ତେବେ ଏନେଇ ସରକାରୀ ଭାବରେ ବିଧିବଦ୍ଧ ସୂଚନା ଦିଆଯାଇ ନାହିଁ । ଆସନ୍ତାକାଲି ଓଡ଼ିଶା ଫେରିବେ ରାଜ୍ୟପାଳ ଗଣେଶୀ ଲାଲ । ସୋମବାର…