ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦାନ କରିପାରନ୍ତି ପ୍ରଧାନମନ୍ତ୍ରୀ। ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦାନ କରି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଏନେଇ…

କାର ସିକ୍ରେଟ ଚାମ୍ବର ଭିତରୁ ଗଞ୍ଜେଇ ଜବତ

କଟକ: କାର ସିକ୍ରେଟ ଚାମ୍ବର ଭିତରେ ଗଞ୍ଜେଇ। ଏକ କ୍ୟୁଣ୍ଟାଲ ଗଞ୍ଜେଇ ଜବତ କଲା କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ। ଏକ ଦାମୀ କାର ଜବତ। ଉତ୍ତରପ୍ରଦେଶର ଅମଜାଦ ଖାନ ଓ ତଭରେଜ ଗିରଫ। ଆନ୍ଧ୍ରପ୍ରଦେଶରୁ ଉତ୍ତରପ୍ରଦେଶ ଚାଲାଣ ହେଉଥିଲା ଗଞ୍ଜେଇ।…

ଚର୍ଚ୍ଚାରେ ଧର୍ମେନ୍ଦ୍ରଙ୍କ ଚିଠି, ଅପରାଜିତାଙ୍କ ଟ୍ବିଟ୍‌

ଭୁବନେଶ୍ବର: କପିଳେଶ୍ୱର ମନ୍ଦିରର ସଂରକ୍ଷଣ ଏବଂ ଉନ୍ନତି ଦା‌ୟିତ୍ବ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)କୁ ଦେବା ପ୍ରସଙ୍ଗରେ ବିଜେପିର ଆଭ୍ୟନ୍ତରୀଣ ଛକାପଞ୍ଝା ପଦାକୁ ଆସିଛି। ଆଜି (ମଙ୍ଗଳବାର) ସକାଳେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ…

ଚେକ୍ ବାଉନ୍ସ ଘଟଣାରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

କଟକ: ଚେକ୍ ବାଉନ୍ସ ପ୍ରସଂଗରେ ହାଇକୋର୍ଟ ଗୁରୁ୍ତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଚେକ୍ ବାଉନ୍ସ ଘଟଣାରେ ଯଦି ଅଭିଯୁକ୍ତ କମ୍ପାନିକୁ ପକ୍ଷଭୁକ୍ତ ନ କରି କେବଳ ଏହାର ନିର୍ଦ୍ଦେଶକଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିବ ତେବେ ଅଭିଯୋଗ ଗ୍ରହଣୀୟ ହେବ ନାହିଁ। ଅଭିଯୋଗକାରୀଙ୍କ ନିକଟରୁ…

ପାଓ୍ଵାର ଚାନେଲରେ ଭାସି ଯୁବତୀ ନିଖୋଜ

ସମ୍ବଲପୁର : ବସିଥିଲେ, ହଠାତ୍‌ ମାଡ଼ି ଆସିଲା ପାଣି। ବୁର୍ଲା ପାଓ୍ଵାର ଚାନେଲରେ ଭାସି ଯୁବତୀ ନିଖୋଜ। ଯୁବତୀ ଜଣକ ନିଜ ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଯାଇ ପାୱାର କେନାଲରେ ବସି କଥାବାର୍ତ୍ତା ହେଉଥିଲେ। ଏହି ସମୟରେ ହଠାତ୍‌ ପାଣି ମାଡ଼ି…

ମହାଠକର ଆକାଉଣ୍ଟରୁ ବାହାରିଲା ମାତ୍ର ୬୫ ଟଙ୍କା, ଟଙ୍କା ଗାୟବ ନେଇ STF ତାଜୁବ୍‌

ଭୁବନେଶ୍ୱର: ମହାଠକର ଆକାଉଣ୍ଟରୁ ବାହାରିଲା ମାତ୍ର ୬୫ ଟଙ୍କା। ଚାକିରି ଦେବାକୁ କହି ଲକ୍ଷାଧିକ ଟଙ୍କା ଠକିଥିବା ମନୋଜ ଆକାଉଣ୍ଟରୁ କୁଆଡେ ଗାୟବ ହେଲା ଏତେ ଟଙ୍କା। ତାକୁ ନେଇ ତାଜୁବ୍‌ STF। ୩ଟି ଆକାଉଣ୍ଟରୁ ୬୫ ଟଙ୍କା ବାହାରିବା ପରେ ଠକ…

ବିଜ୍ଞାନ ପ୍ରଚାର ସମିତି ସାଲେପୁର ତରଫରୁ ବିଶ୍ବରେଡ଼କ୍ରସ ଦିବସ ପାଳନ : ଶାରଦାପ୍ରସାଦ ରଥଙ୍କୁ ସମ୍ବର୍ଦ୍ଧନା

ସାଲେପୁର : ପିକୋଳସ୍ଥିତ ଜଗନ୍ନାଥ-ଗୋପୀନାଥ ଟ୍ରଷ୍ଟର ସଭାଗୃହରେ ବିଜଞାନପ୍ରଚାର ସମିତି ସାଲେପୁର ଶାଖା ତରଫରୁ ବିଶ୍ବ ରେଡ଼କ୍ରସ ଦିବସ ପାଳିତ ହୋଇଯାଇଛି | ଏହି ଉପଲକ୍ଷେ ଆୟୋଜିତ ସଭାରେ ଅଧ୍ୟକ୍ଷତା କରିଥିଲେ ମେଜର ମଞ୍ଜୁଶ୍ରୀ ପତି | ପ୍ରାରମ୍ଭରେ ସଭାପତି ଏହି…

ଆଜି ରାଜ୍ୟର ୧୮ଟି ସହରର ତାପମାତ୍ର ୪୦ ଡିଗ୍ରି ଉପରେ

ଭୁବନେଶ୍ବର: କ୍ରମାଗତ ଦ୍ବିତୀୟ ଦିନରେ ରାଜ୍ୟର ଅଧିକାଂଶ ଅଞ୍ଚଳର ଲୋକେ ଗ୍ରୀଷ୍ମପ୍ରବାହରେ ଛଟପଟ ହୋଇଛନ୍ତି। ପ୍ରାୟ ୨ ସପ୍ତାହ ପରେ ରାଜ୍ୟରେ ପୁଣି ଥରେ ଗ୍ରୀଷ୍ମ ଲହରିର ପ୍ରଭାବ ଦେଖିବାକୁ ମିଳିଛି। ଆଜି ରାଜ୍ୟର ୧୮ଟି ସହରର ତାପମାତ୍ର ୪୦ ଡିଗ୍ରି…

ଆସନ୍ତାକାଲିଠୁ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲିଠୁ ଦିଲ୍ଲୀ ଗସ୍ତରେ ଯାଇ ୧୩ ତାରିଖ ଅପରାହ୍ନରେ ଫେରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଶ୍ରୀ ପଟ୍ଟନାୟକ ଆସନ୍ତାକାଲି ସନ୍ଧ୍ୟା ୬ଟାରେ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଗସ୍ତ କରିବେ ।…

ବଜ୍ରପାତ ନେଲା ୩ ଜୀବନ

ନୟାଗଡ଼: ଆଜି ଅପରାହ୍‌ଣ ପ୍ରାୟ ୪ଟାରେ ଘଟିଥିବା କାଳବୈଶାଖୀ ପ୍ରଭାବରେ ବଜ୍ରପାତ ଫଳରେ ଅକାଳରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କ ଜୀବନ ଚାଲିଯାଇଛି। ଶରଣକୁଳ ଥାନା ଅଧୀନ ଭିନ୍ନ ଭିନ୍ନ ସ୍ଥାନରେ ଘଟିଥିବା ଏହି ବଜ୍ରପାତରେ ଜାକେଡ଼ାର ପଦ୍ମା ପ୍ରଧାନ(୩୫),…