କନ୍ଧମାଳରେ ଅସମ୍ଭାଳ ଜାଡ଼, ୨.୬ ଡିଗ୍ରୀରେ ଥରୁଛି ଜି.ଉଦୟଗିରି
ଜି.ଉଦୟଗିରି : ୨.୬ ଡିଗ୍ରୀରେ ଥରୁଛି ଜି.ଉଦୟଗିରି । କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ଅଞ୍ଚଳରେ ହଠାତ୍ କିଛି ଦିନ ହେଲା ପାରଦ ପୁଣି ତଳମୁହାଁ । କୋହଲା ପବନ ସାଙ୍ଗକୁ ଅସହ୍ୟ ଜାଡ ଅନୁଭୂତ ହେଉଛି । ଗତକାଲି ଜି.ଉଦୟଗିରିରେ ସର୍ବନିମ୍ନ…
ଜି.ଉଦୟଗିରି : ୨.୬ ଡିଗ୍ରୀରେ ଥରୁଛି ଜି.ଉଦୟଗିରି । କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ଅଞ୍ଚଳରେ ହଠାତ୍ କିଛି ଦିନ ହେଲା ପାରଦ ପୁଣି ତଳମୁହାଁ । କୋହଲା ପବନ ସାଙ୍ଗକୁ ଅସହ୍ୟ ଜାଡ ଅନୁଭୂତ ହେଉଛି । ଗତକାଲି ଜି.ଉଦୟଗିରିରେ ସର୍ବନିମ୍ନ…
ଭୁବନେଶ୍ୱର : ଅଖିଳେଶ ଓ ନବୀନଙ୍କ ଭେଟଘାଟନେଇ ବଢିଲା ଚର୍ଚ୍ଚା l ଓଡିଶା ଗସ୍ତରେ ଥିବା ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଆଜି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି l ଏହି ଭେଟ ଘାଟକୁ…
ଟିଟିଲାଗଡ : ଡିଜେ ସାଉଣ୍ଡ ଯୋଗୁ ଚାଲିଗଲା ଜୀବନ । ଡିଜେ ସାଉଣ୍ଡରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ଅଭିଯୋଗ । ମୃତଦେହ ରଖି ଖୁଣ୍ଟୁଣୀ-ନରସିଂହପୁର ୬୫ ନମ୍ୱର୍ ରାଜ୍ୟ ରାଜପଥରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ । ଗତକାଲି ରାତିରେ…
ବଲାଙ୍ଗୀର: ଭାଇ ହେଲା ଭଗାରୀ । ସୁପାରୀ ଦେଇ ସାନଭାଇକୁ ହତ୍ୟା କଲା ବଡ଼ ଭାଇ । ଗତ ୨ ତାରିଖରେ ବଲାଙ୍ଗୀର ଜିଲ୍ଲା ତୁଷୁରା ତେଲନଦୀ ବ୍ରିଜ ତଳୁ ସାନଭାଇ ନାଟରାଜ ଥନାପତିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ନାଟରାଜଙ୍କ…
ଭୁବନେଶ୍ବର: ଦିନରେ ଦୋକାନୀ, ରାତିରେ ଡକାୟତି । ରେଳ ଷ୍ଟେସନ ପାଖରୁ ୬ଜଣ ଅଭିଯୁକ୍ତଙ୍କୁ କାବୁ କଲା ଜିଆରପି । ଅଭିଯୁକ୍ତମାନେ ରେଳ ଯାତ୍ରୀଙ୍କୁ ଟାର୍ଗେଟ କରୁଥିଲେ । ସୁବିଧା ଓ ମୌକା ଦେଖି ଲୁଟପାଟ କରୁଥିଲେ । ଏଭଳି ଡକାୟତି…
ଭୁବନେଶ୍ବର: ଅଧ୍ୟାପକମାନଙ୍କୁ ସରକାରଙ୍କ ଚେତାବନୀ । କାର୍ଯ୍ୟରେ ଅବହେଳା କଲେ ଚାକିରିରୁ ବିଦା ହେବେ । ଅପାରଗ ଅଧ୍ୟାପକଙ୍କୁ ଦିଆଯିବ ବାଧ୍ୟତାମୂଳକ ଅବସର । ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ବଡ଼ ଧରଣର ସଂସ୍କାର ଆଣିବା ପାଇଁ ଓଡ଼ିଶା ସରକାର ଏକ କଠୋର…
ଭୁବନେଶ୍ବର: ପଶ୍ଚିମା ଝଡ଼ର ପ୍ରଭାବ । ବଢ଼ିବ ରାତି ତାପମାତ୍ରା, କମିବ ଶୀତ । ଦୁଇ ଦିନ ପରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବଢ଼ିବ । ୧୯ ତାରିଖରେ ପୁଣି ପଶ୍ଚିମା ଝଡ଼ ସକ୍ରିୟ ହେବ…
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଵିଜାପୁର ଜିଲ୍ଲାରେ ଏନକାଉଣ୍ଟର । ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ଘଟି ଦୁଇ ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରେ ଟପ୍ ମାଓନେତା ପାପା ରାଓ ଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଏବେ…
ଭୁବନେଶ୍ବର: ନିପା ଭାଇରସକୁ ନେଇ ଆଦୌ ଆତଙ୍କିତ ନହେବାକୁ ଅପିଲ କଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ପଶ୍ଚିମବଙ୍ଗରେ ନିପା ଭାଇରସ୍ ମାମଲା ସାମ୍ନାକୁ ଆସିବା ପରେ ଓଡ଼ିଶାରେ ସ୍ୱାସ୍ଥ୍ୟ ବିଭାଗ ସତର୍କ । ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ…
ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ଶିକ୍ଷକମାନଙ୍କୁ ସଶକ୍ତ କରିବା ସହ ସେମାନଙ୍କର ବିକାଶ କରିବା ଆମର ଲକ୍ଷ୍ୟ। ଓଡ଼ିଶା ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା ଏବଂ ଶିକ୍ଷାବର୍ଷ ୨୦୨୬-୨୭ରୁ ପ୍ରଥମରୁ…