ପୋଲିସ ଷ୍ଟେସନ ଉପରେ ଚାଲିଲା ବୁଲ୍ଡୋଜାର, ବ୍ୟକ୍ତିଗତ ଜାଗା ଉପରେ ହୋଇଥିଲା ପାଚେରୀ ନିର୍ମାଣ
ବାରିପଦା : ପୋଲିସ ଷ୍ଟେସନ ଉପରେ ଚାଲିଲା ବୁଲ୍ଡୋଜାର । ଭାଙ୍ଗିଲା ଥାନା ପାଚେରୀ । ଲୋକଙ୍କ ଜାଗା ମାଡି ବସିଥିଲା ପୋଲିସ ବିଭାଗ । କୋର୍ଟ ନିର୍ଦ୍ଦେଶ ପରେ ବୁଲିଲା ବୁଲ୍ଡୋଜାର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ…
