ମହାରାଷ୍ଟ୍ର କଂଗ୍ରେସର ଏକମାତ୍ର ସାଂସଦଙ୍କ ବିୟୋଗ

ମହାରାଷ୍ଟ୍ରରେ କଂଗ୍ରେସର ଏକମାତ୍ର ସାଂସଦ ଥିବା ସୁରେଶ ଧନୋରକରଙ୍କର ଆଜୀ ଅକାଳ ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୮ ବର୍ଷ ହୋଇଥିଲା। ଶାରୀରିକ ଅସୁସ୍ଥତା ହେତୁ ଗତ କିଛି ଦିନ ହେବ ଦିଲ୍ଲୀର ଏକ ଘରୋଇ ହସ୍ପିଟାଳରେ ଭର୍ତ୍ତି…

ଗେହଲଟ- ପାଇଲଟ କଳିରେ ପୂର୍ଣ୍ଣଛେଦ; ଏକାଠି ନିର୍ବାଚନ ଲଢ଼ିବାକୁ ଜଣାଇଲେ ସମ୍ମତି

ରାଜସ୍ଥାନର ଦୁଇ ତୁଙ୍ଗ ନେତା ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ଚାଲିଥିବା ତୁ ତୁ ମେ’ମେ’ରେ ଲାଗିଛି ବିରାମ ଆସନ୍ତା ବିଧାନସଭା ନିର୍ବାଚନ ନିମନ୍ତେ ସେମାନେ କଂଗ୍ରେସ ପାଇଁ ମିଳିତ ଭାବେ କାମ କରିବେ…

ମଣିପୁରରେ ପହଞ୍ଚିଲେ ଅମିତ ଶାହା

ଇମ୍ଫାଲ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋମବାର ମଣିପୁରରେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ଏବଂ  ଅନ୍ୟ ରାଜ୍ୟ ମନ୍ତ୍ରୀଙ୍କ ସହ ଏକ ‌ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ସେଠାରେ ମଣିପୁରରେ ହିଂସାକୁ ନେଇ ଆଲୋଚନା କରିବା ସହ ସୁରକ୍ଷା ପରିସ୍ଥିତିର ଆକଳନ…

ଦିଲ୍ଲୀ ନାବାଳିକା ହତ୍ୟା ଘଟଣାରେ ମୁହଁ ଖୋଲିଲା ଅଭିଯୁକ୍ତ

ଦିଲ୍ଲୀ ନାବାଳିକାକୁ ୪୦ ଥର ଛୁରୀ ଭୁସି ହତ୍ୟା କରିଥିବା ସାହିଲକୁ ପୋଲିସ ଗିରଫ କରିଛି । ପୋଲିସ ସାହିଲକୁ ଗରଫ କରି ପଚରାଉଚରା କରିବାରୁ ସବୁ ସତ ମାନିଛି ସାହିଲ । ସାହିଲ କହିବା ମୁତାବକ, ମୁଁ ପଶ୍ଚାତାପ କରୁନି…

ଖାତକୁ ଖସିଲା ଯାତ୍ରୀବାହୀ ବସ୍, ୭ମୃତ

ନୂଆଦିଲ୍ଲୀ: ଜାମ୍ମୁୁରେ ଖାଇକୁ ଖସିଲା ବସ୍‌, ୭ ମୃତ। ଅମ୍ରତଶରରୁ କଟରା ଆସୁଥିଲା ବସ୍‌ । ଜମ୍ମୁ-କାଶ୍ମୀର ଝଜର କଟୋଲୀ ଅଞ୍ଚଳରେ ଭାରସାମ୍ୟ ହରାଇ ଖସିପଡିଲା ବସ୍‌ । ଘଟଣା ସ୍ଥଳରେ ୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି ।…

ଶାହଙ୍କ ଗସ୍ତ ପୂର୍ବରୁ ମଣିପୁରରେ ହିଂସା: ପୁଲିସ ସମେତ ୫ ଜଣଙ୍କ ମୃତ୍ୟୁ, ୨୫ ଗିରଫ

ଇମ୍ଫାଲ: ମଣିପୁରରେ ହିଂସା ଥମୁନି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜିଠାରୁ ୪ ଦିନିଆ ମଣିପୁର ଗସ୍ତରେ ଅଛନ୍ତି। ସେ ଆଜି ସନ୍ଧ୍ୟାରେ ମଣିପୁରରେ ପହଞ୍ଚିଛନ୍ତି। ତେବେ ତାଙ୍କ ଗସ୍ତର କିଛି ଘଣ୍ଟା ପୂର୍ବରୁ ରାଜ୍ୟରେ ସାନି ହିଂସା ଉପୁଜିଛି।…

ପୁଟିନଙ୍କ ପୂର୍ବତନ ଜ୍ବାଇଁଙ୍କ ଜମି ଜବତ କଲା ନେଦରଲାଣ୍ଡ

ଆମଷ୍ଟରଡାମ : ନେଦରଲାଣ୍ଡ କର୍ତ୍ତୃପକ୍ଷ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପୂର୍ବତନ ଜ୍ବାଇଁଙ୍କର ଏକ ଜମି ଜବତ କରିଥିବା ଜଣାପଡ଼ିଛି। ପୁଟିନଙ୍କ ପୂର୍ବତନ ଜ୍ବାଇଁ ଜୋରିଟ ଫାସେନ ହେଉଛନ୍ତି ଜଣେ ଡଚ୍ ବ୍ୟବସାୟୀ, ଯେକି ପୂର୍ବରୁ ପୁଟିନଙ୍କ ଝିଅ ମାରିଆ ବୋରୋଣ୍ଟସୋଭାଙ୍କୁ…

ଏନ୍‌ଡିଏକୁ ୨୫ ବର୍ଷ; କୌଣସି ମେଣ୍ଟ ଏତେଦିନ ତିଷ୍ଠିନି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏନ୍‌ଡିଏ) ଗଠନ ହେବାର ଏଥିମଧ୍ୟରେ ୨୫ ବର୍ଷ ପୂରିଛି। ୧୯୯୮ ମସିହା ମେ ୧୫ ତାରିଖରେ ଏହି ମେଣ୍ଟ ଗଠନ ହୋଇଥିଲା। ଗତକାଲି ବିଜେପି ନେତୃତ୍ବାଧୀନ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନଙ୍କର ଛଅଘଣ୍ଟା ବ୍ୟାପୀ ଅନୁଷ୍ଠିତ…

ବିଜେପିକୁ ଔକାତ ଦେଖାଇବାକୁ ତିନି ରାଜ୍ୟବାସୀଙ୍କୁ ମହୁଆଙ୍କ ଆହ୍ବାନ

ନୂଆଦିଲ୍ଲୀ : ନୂଆ ସଂସଦ ଭବନ ଉଦ୍‌ଘାଟନକୁ ନେଇ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ଦେଶର ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ସେ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନବାସୀଙ୍କୁ ଆହ୍ବାନ କରିଛନ୍ତି, ଯେଉଁଠି ଚଳିତବର୍ଷ…

ସିଙ୍ଗାପୁରର ଦୁଇ ମନ୍ତ୍ରୀଙ୍କ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା

ନୂଆଦିଲ୍ଲୀ : ତିନିଦିନିଆ ସିଙ୍ଗାପୁର ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଗସ୍ତର ପ୍ରଥମ ଦିନରେ ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ଲରେନ୍ସ ଓ୍ୱଙ୍ଗ ଏବଂ ସିଙ୍ଗାପୁରର ବାଣିଜ୍ୟ ଓ ଶିଳ୍ପ…