ଗାଜାର ହମାସ୍‌ କ୍ୟାମ୍ପ୍‌ରେ ଆକ୍ରମଣ କଲା ଇସ୍ରାଏଲୀୟ ଜେଟ୍‌

ଜେରୁଜେଲମ୍‌: ଇସ୍ରାଏଲୀୟ ହାଜତରେ ଜଣେ ପାଲେଷ୍ଟାଇନୀୟ ଅନଶନକାରୀଙ୍କ ମୃତ୍ୟୁ ଯୋଗୁଁ ସଂଘର୍ଷ ତୀବ୍ରତର ହୋଇଥିବା ବେଳେ  ଆଜି ପ୍ରତ୍ୟୁଷରୁ ଗାଜାର ହମାସ୍‌ରେ ଇସ୍ରାଏଲ୍‌ ଲଢୁଆ ବିମାନଦ୍ବାରା ଆକ୍ରମଣ ଆରମ୍ଭ କରିଥିବା କଥା ନିଉଜ୍‌ ଏଜେନ୍‌ସି ‘ଏପିଏଫ୍‌’ ରିପୋର୍ଟ କରିଛି। ଗାଜାରୁ ଇସ୍ରାଏଲୀୟ…

କର୍ଣ୍ଣାଟକ ନିର୍ବାଚନ: କଂଗ୍ରେସ ‘ଇସ୍ତାହାର’ ପୋଡ଼ି ପକାଇଲେ ବଜରଙ୍ଗ ଦଳ କର୍ମୀ

ନୂଆଦିଲ୍ଲୀ: ଭୋଟ୍‌ ପାଇ କ୍ଷମତାକୁ ଆସିଲେ କର୍ଣ୍ଣାଟକରେ ‘ବଜରଙ୍ଗ ଦଳ’ ଓ ସେ ପ୍ରକାରର ସଙ୍ଗଠନଗୁଡ଼ିକୁ ନିଷିଦ୍ଧ ଘୋଷଣା କରିବ ବ‌ୋଲି ପ୍ରତିଶ୍ରୁତି ଦେଇଥିବା କଂଗ୍ରେସ ପାର୍ଟି ବିରୁଦ୍ଧରେ ମଙ୍ଗଳବାର ଦିନ ‘ବଜରଙ୍ଗ ଦଳ’ ପ୍ରତିବାଦ ପ୍ରଦର୍ଶନ କରିଛି। ପ୍ରତିଶ୍ରୁତି ପ୍ରତ୍ୟାହାର…

‘ଦ କେରଳ ଷ୍ଟୋରି’କୁ ସେନ୍ସର ବୋର୍ଡ ଦେଲା ‘ଏ’ ସାର୍ଟିଫିକେଟ୍, ରୋକ୍‌ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଫିଲ୍ମ ନିର୍ଦ୍ଦେଶକ ସୁଦୀପ୍ତ ସେନଙ୍କ ହିନ୍ଦୀ ଚଳଚ୍ଚିତ୍ର ‘ଦ କେରଳ ଷ୍ଟୋରି’ର ବିଜ୍ଞାପନ (ଟିଜର) ପ୍ରକାଶ ପାଇବା ଦିନଠାରୁ ଏହାକୁ ନେଇ ବିବାଦ ଦେଖାଦେଇଛି। ମେ ୫ ତାରିଖରେ ଏହାର ଉନ୍ମୋଚନ ହେବାକୁ ଥିବାବେଳେ ସେନ୍ସର ବୋର୍ଡ ଏହାକୁ ଦେଇଛି…

ବକିଙ୍ଗ୍‌ହାମ୍‌ ରାଜପ୍ରାସାଦ ପରିସରକୁ ‘ସଟ୍‌ଗନ୍‌ କ୍ୟାଟ୍ରିଜ୍‌’ ଫିଙ୍ଗିଥିବା ବ୍ୟକ୍ତି ଗିରଫ

ଲଣ୍ଡନ୍‌: ବକିଙ୍ଗ୍‌ହାମ୍‌ ରାଜପ୍ରାସାଦ ପ୍ରାଙ୍ଗଣକୁ ସନ୍ଦିଗ୍ଧ ‘ସଟ୍‌ଗନ୍‌ କ୍ୟାଟ୍ରିଜ୍‌’ (ଗୁଳି) ଫିଙ୍ଗିଥିବା ଜଣେ ବ୍ୟକ୍ତିଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ପ୍ରାସାଦ ବାହାରେ ଗିରଫ କରାଯାଇଥିବା କଥା ପୁଲିସ କହିଛି ବୋଲି ‘ବିବିସି’ ରିପୋର୍ଟ କରିଛି। ମେଟ୍ରୋପଲିଟାନ୍‌ ପୁଲିସର ମୁଖ୍ୟ ସୁପରିଣ୍ଟେଣ୍ଡେଣ୍ଟ୍‌ ଜୋସେଫ୍‌ ମ୍ୟାକ୍‌ଡୋନାଲଡ୍‌…

ମୁହଁ ଖୋଲିଲେ ଅଜିତ ପାୱାର, କହିଲେ- ନିଜ ନିଷ୍ପତ୍ତିର ପୁନଃ ବିଚାର କରିବେ ଶରଦ ପାୱାର

ଗତକାଲି ହଠାତ୍‌ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନସିପି) ସଭାପତି ପଦରୁ ଇସ୍ତଫା ସମ୍ପର୍କରେ ଘୋଷଣା କରିଥିବା ଶରଦ ପାୱାର ଏହା ଉପରେ ପୁନଃ ବିଚାର କରିବାକୁ ରାଜି ହୋଇଛନ୍ତି। ତେବେ ଏଥିନିମନ୍ତେ ସେ ୨,୩ ଦିନ ସମୟ ମାଗିଛନ୍ତି। ଏପରି କହିଛନ୍ତି ଏନସିପି…

ବରକନ୍ୟା ଉପରେ କାର୍‌ ଚଢାଇଦେଲେ ନିଶାସକ୍ତ ଯୁବତୀ; କନ୍ୟା ମୃତ, ବର ଗୁରୁତର

ମୃତ୍ୟୁ କେତେବେଳେ କାହାକୁ ଆସେ, ତାହା ହୁଏତ କେହି ଜାଣିପାରିବେ ନାହିଁ । ବାହାଘରକୁ ନେଇ ସ୍ୱପ୍ନ ଦେଖିଥିବା ଯୁବତୀ ଖୁସି କରିବା ଆଗରୁ ଜୀବନ ଚାଲିଗଲା । ନିଶାରେ ଗାଡି ଚଲାଇ ବଧୂ ଉପରେ ଚଢାଇଦେଲେ ଯୁବତୀ । ବିବାହ…

ୱାପ୍‌କସ୍‌ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକଙ୍କ ଘରୁ ନଗଦ ୨୦ କୋଟି ଟଙ୍କା ଜବତ

ଆୟ ଠାରୁ ଅଧିକ ସଂପତ୍ତି ଠୁଳ ଅଭିଯୋଗରେ ସିବିଆଇର ବଡ଼ ଧରଣର ରେଡ। ୱାପ୍‌କସ୍‌ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକଙ୍କ ଘରୁ ଜବତ ହେଲା ନଗଦ ୨୦ କୋଟି ଟଙ୍କା। ୨ହଜାର ଟଙ୍କିଆ, ୫ସହ ଟଙ୍କିଆ ସହ ବିଡ଼ାବିଡ଼ା ନୋଟ ଭର୍ତ୍ତି ବ୍ୟାଗ…

କାଦୁଅରେ ଗୋଡ଼ ଖସି ତଳେ କଚାଡ଼ି ପଡ଼ିଲେ ବିଜେପି ସାଂସଦ ମେନକା ଗାନ୍ଧୀ

ଉତ୍ତର ପ୍ରଦେଶର ସୁଲତାନପୁରରେ ପୌରପାଳିକା ନିର୍ବାଚନ ପ୍ରଚାର ପାଇଁ ସୋମବାର ସନ୍ଧ୍ୟା ୭ଟାରେ ବିଜେପି ସାଂସଦ ମେନକା ଗାନ୍ଧୀ ଘାସିଗଞ୍ଜ ୱାର୍ଡରେ ପହଞ୍ଚିଥିଲେ। କାର୍ଯ୍ୟକ୍ରମସ୍ଥଳଠାରୁ କିଛି ଦୂରରେ ତାଙ୍କ ଗାଡ଼ି ଅଟକିଥିଲା ଏବଂ ସେ କାର୍‌ରୁ ଓହ୍ଲାଇ ଚାଲି ଚାଲି କାର୍ଯ୍ୟକ୍ରମସ୍ଥଳ…

କର୍ଣ୍ଣାଟକ ନିର୍ବାଚନ ଇସ୍ତାହାର ଘୋଷଣା କଲା କଂଗ୍ରେସ

କର୍ଣ୍ଣାଟକ ଭୋଟରଙ୍କ ପାଇଁ କଂଗ୍ରେସର ପ୍ରତିଶ୍ରୁତି ବର୍ଷା। ନିର୍ବାଚନ ଇସ୍ତାହାରରେ ବଡ଼ ଘୋଷଣା କରିଛି କଂଗ୍ରେସ। ମାଗଣାରେ ମିଳିବ ବିଜୁଳି। ସରକାରକୁ ଆସିଲେ ଲୋକଙ୍କୁ ୨୦୦ ୟୁନିଟ୍ ଯାଏ ମାଗଣା ବିଜୁଳି ଦେବ କଂଗ୍ରେସ। ପରିବାରରେ ମହିଳା ମୁଖ୍ୟଙ୍କୁ ମାସିକ ଦୁଇ…

ଜୟ ବଜରଙ୍ଗବାଲି କହୁଥିବା ଲୋକଙ୍କୁ ଘୃଣା କରେ କଂଗ୍ରେସ: ମୋଦୀ

ବେଙ୍ଗାଲୁରୁ: କର୍ଣ୍ଣାଟକର ନିର୍ବାଚନୀ ଲଢେଇ ଆରମ୍ଭ ହୋଇଯାଇଛି । କ୍ଷମତା ଦୌଡ଼ରେ ସାମିଲ ହୋଇଛନ୍ତି ସବୁ ରାଜନୈତିକ ଦଳ । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରତିଶ୍ରୁତି ଦିଆଯାଉଛି। ୨୨୪ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ଭାଗ୍ୟ ମେ…