କାନାଡାର ମୋଷ୍ଟୱାଣ୍ଟେଡ ପଳାତକ ତାଲିକାରେ ଗୋଲ୍ଡୀ ବ୍ରାର୍‌ର ନାଁ

କୁଖ୍ୟାତ ଗ୍ୟାଙ୍ଗଷ୍ଟର ତଥା ପଞ୍ଜାବ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଗୋଲ୍ଡୀ ବ୍ରାରର ଅଡ଼ୁଆ ବଢ଼ିଛି। କାନାଡା ସରକାର ଜାରି କରିଥିବା ୨୫ ଜଣିଆ ମୋଷ୍ଟ ୱାଣ୍ଟେଡ ପଳାତକ ତାଲିକାରେ ତା’ର ନାଁ ରହିଛି। ଗୋଲ୍ଡୀର ନାଁକୁ ଓଟ୍ଟାୱାରରେ…

ଅବକାରୀ ନୀତି ଦୁର୍ନୀତି: ଚାର୍ଜଶିଟ୍‌ରେ ଆପ ସାଂସଦ ସଞ୍ଜୟ ସିଂହ ଓ ରାଘବ ଚଡ୍ଡାଙ୍କ ନାଁ

ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱିତୀୟ ସପ୍ଲିମେଣ୍ଟାରୀ ଚାର୍ଜଶିଟ ଦାଖଲ କରିଛି। ଏଥିରେ ଆପ୍‌ ସାଂସଦ ସଞ୍ଜୟ ସିଂହ ଓ ରାଘବ ଚଡ୍ଡାଙ୍କ ନାଁ ରହିଛି। ସପ୍ଲିମେଣ୍ଟାରୀ ଚାର୍ଜଶିଟରେ ଏମାନଙ୍କ ନାଁ ରହିଥିଲେ ମଧ୍ୟ…

ଦେବାଳିଆ ହେଲା ଗୋ-ଫାଷ୍ଟ୍, ମେ’ ୩ ଓ ୪ ପାଇଁ ସମସ୍ତ ବିମାନ ଉଡ଼ାଣ ବାତିଲ

ନୂଆଦିଲ୍ଲୀ: ଆଗାମୀ ୨ଦିନ ପାଇଁ  ଉଡାଣ ବନ୍ଦ ଘୋଷଣା କଲା ଗୋଫାଷ୍ଟ ଏୟାରଲାଇନ୍ସ। ଗୋଫାଷ୍ଟ  ସିଇଓ କୌଶିକ ଖୋନାଙ୍କ ଅନୁଯାୟୀ, ପାଣ୍ଠିର ଅଭାବ ହେତୁ ମେ’ ୩ ଓ ୪ରେ ବିମାନ ଉଡ଼ାଣ ସାମୟିକ ଭାବେ ସ୍ଥଗିତ ରହିବ। ଗୋଫାଷ୍ଟକୁ ଦେବାଳିଆ…

ମେଟ୍‌ ଗାଲା ୨୦୨୩: ଚର୍ଚ୍ଚାରେ ପ୍ରିୟଙ୍କାଙ୍କ ହାର, ହେବ ନିଲାମ !

ନୂଆଦିଲ୍ଲୀ: ଫ୍ୟାଶନ୍‌ ଇଭେଣ୍ଟ ମେଟ୍‌ ଗାଲା ୨୦୨୩ରେ ଦେଶ ବିଦେଶର ଅନେକ ସେଲିବ୍ରିଟି ରେଡ୍‌ କାର୍ପେଟରେ ନଜର ଆସିଥିଲେ। ଏହି ଅବସରରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ସ୍ବାମୀ ନିକ୍‌ ଜୋନସଙ୍କ ସହ ଏହି ଇଭେଣ୍ଟରେ ପହଞ୍ଚିଥିଲେ…

ମହାତ୍ମା ଗାନ୍ଧିଙ୍କ ନାତି ଅରୁଣ ମଣିଲାଲ ଗାନ୍ଧିଙ୍କ ଦେହାନ୍ତ

ଆଉ ନାହାନ୍ତି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ନାତି ଅରୁଣ ମଣିଲାଲ ଗାନ୍ଧି। ଆଜି କୋଲହାପୁରରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ୧୯୩୪ରେ ଦକ୍ଷିଣ ଆଫ୍ରିକାର ଡର୍ବାନରେ ଜନ୍ମ ଗ୍ରହଣ କରିଥିବା ଅରୁଣଙ୍କୁ ମୃତ୍ୟୁ ବେଳକୁ ୮୯ ବର୍ଷ ବୟସ…

କର୍ଣ୍ଣାଟକ କଂଗ୍ରେସ ମୁଖ୍ୟଙ୍କ ହେଲିକପ୍ଟରରେ ପିଟି ହୋଇଗଲା ଚିଲ

ଅଳ୍ପକେ ବର୍ତ୍ତିଗଲେ କର୍ଣ୍ଣାଟକା ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ଡିକେ ଶିବକୁମାର। ମଙ୍ଗଳବାର ସେ ହେଲିକପ୍ଟରରେ ଯାଉଥିବା ବେଳେ ସେଥିରେ ଏକ ବଡ଼ ଚିଲ ଆସି ପିଟି ହୋଇଥିଲା। ଫଳରେ ହେଲିକପ୍ଟରର ଆଗ କାଚର ଏକ ବଡ଼ ଅଂଶ ଭାଙ୍ଗି ଯାଇଥିଲା। ପାଇଲଟ ବେଙ୍ଗେଲୁରୁର…

କୃତ୍ରିମ ବୁଦ୍ଧିର କୁପ୍ରଭାବ ସମ୍ପର୍କରେ ସତର୍କ କରାଇ ଗୁଗଲ ଛାଡ଼ିଲେ ଗଡ଼ଫାଦର ହିଣ୍ଟନ

କୃତ୍ରିମ ବୁଦ୍ଧି ବା ଆର୍ଟିଫିସିଆଲ ଇଣ୍ଟଲଜେନ୍ସ(ଏଆଇ)ର ଜନକ ଜେଫ୍ରୀ ହିଣ୍ଟନ ଗୁଗୁଲ ଛାଡ଼ିଛନ୍ତି। ତାଙ୍କ ସହ ଏଆଇର ଆଉ ଦୁଇ ଜଣ ଗଡ଼ଫାଦର ମଧ୍ୟ ସମାନ ପଦକ୍ଷେପ ନେଇଛନ୍ତି। ଏଆଇ ଟେକ୍ନୋଲୋଜିର ସଂପ୍ରସାରଣ କରାଯାଉଥିବା ବେଳେ ସେ ଏହା ବିରୋଧରେ ଚିନ୍ତା ପ୍ରକଟ…

ମା’ କାଳୀଙ୍କୁ ଅପମାନ କରି କ୍ଷମା ମାଗିଲା ୟୁକ୍ରେନ

ମା' କାଳୀଙ୍କୁ ଅପମାନ କରି କ୍ଷମା ମାଗିଛି ଯୁଦ୍ଧ ଦ୍ୱାରା ପ୍ରଭାବିତ ୟୁକ୍ରେନ। ରବିବାର ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ମା’ କାଳୀଙ୍କ ଏକ ଆପତ୍ତିଜନକ ଫଟୋ ପୋଷ୍ଟ କରାଯାଇଥିଲା। ୟୁକ୍ରେନର ଉପ ପ୍ରତିରକ୍ଷା ମନ୍ତ୍ରୀ ଏପରି ପୋଷ୍ଟ କରିଥିଲେ। ତେବେ ତାଙ୍କର ଏପରି ପୋଷ୍ଟକୁ…

ଏନସିପିର ସଭାପତି ପଦରୁ ଶରଦ ପାୱାରଙ୍କ ଇସ୍ତଫା

ନୂଆଦିଲ୍ଲୀ : ବରିଷ୍ଠ ରାଜନେତା ତଥା ଏନସିପିର ସଭାପତି ଶରଦ ପାୱାର ସଭାପତି ପଦରୁ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ସଭାପତି ଶରଦ ପାୱାର ଦଳର ସଭାପତି ପଦରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି। ସେ ଏହି…

ଆମେରିକାରେ ବ୍ୟାଙ୍କ ସଂକଟ : ବନ୍ଦ ହେଲା ଫାଷ୍ଟ ରିପବ୍ଲିକ୍ ବ୍ୟାଙ୍କ୍

ସାନ୍ ଫ୍ରାନସିସକୋ : ଆମେରିକାର ଗୋଟିକ ପରେ ଗୋଟିଏ ବ୍ୟାଙ୍କ ବିଫଳ ହେବାରେ ଲାଗିଛି । ଫାଷ୍ଟ ରିପବ୍ଲିକ ନାମକ ବ୍ୟାଙ୍କ ଦେବା​ଳିଆ ଘୋଷିତ ହୋଇଛି । ଏହା ପରେ ଆମେରିକାର ଆର୍ଥିକ କର୍ତ୍ତୃପକ୍ଷ କାଲିଫର୍ଣ୍ଣିଆର ଏହି ବ୍ୟାଙ୍କକୁ ନିୟନ୍ତ୍ରଣକୁ ନେଇଛନ୍ତି…