ବେଆଇନ ଲିଙ୍ଗ ନିରୂପଣ ଅଭିଯୋଗରେ ଡାକ୍ତର ଏବଂ ତାଙ୍କ ପତ୍ନୀ ଗିରଫ

କଟକ : କଟକରେ ବେଆଇନ ଲିଙ୍ଗ ନିରୂପଣ ଅଭିଯୋଗ ଘଟଣା। ମୋଟ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ମଙ୍ଗଳାବାଗ ଥାନା ପୋଲିସ। ଗିରଫ ଅଭିଯୁକ୍ତଙ୍କ ଭିତରେ ଅଛନ୍ତି କଟକ ଫ୍ରେଣ୍ଡସ କଲୋନୀ ଅଞ୍ଚଳର ଡାକ୍ତର ପୁଣ୍ୟଶ୍ଲୋକ ଦାସ ଏବଂ ତାଙ୍କ ପତ୍ନୀ…

ବିଜେଡିରୁ ଇସ୍ତଫା ଦେଲେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ

ଭୁବନେଶ୍ବର: ବିଜେଡିର ବରିଷ୍ଠ ନେତା, ତେଲକୋଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପ୍ରେମାନନ୍ଦ ନାୟକ। ଦଳରେ ଅଣଦେଖା ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସେ…

୬ ମାସର ଶିଶୁପୁତ୍ରକୁ ଗଳା କାଟି ହତ୍ୟା କଲା ମହିଳା!

ବଲାଙ୍ଗୀର: ଖଲିଆପାଲି ଗାଁରେ ଜଣେ ମହିଳା ନିଜ ୬ ମାସର ପୁଅର ଗଳା କାଟି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଏହି ଜଘନ୍ୟ କାଣ୍ଡ ପଛର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଶିଶୁଟିର ଜେଜେମା’ ତାକୁ ମାଲିସ୍ କରିବାକୁ ଯାଇଥିବା ବେଳେ ପ୍ରଚୁର…

ସୁନାବେଡା ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବାରକୋଟ ଘାଟ ନିକଟ ସୁନାବେଡ଼ା ଜଙ୍ଗଲରେ ଶୁକ୍ରବାର ସକାଳେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଏସ୍ଓଜି) ଏବଂ ଡିଏଫଓକୁ ନେଇ ଗଠିତ ସୁରକ୍ଷାବାହିନୀ ଏହି ଅଞ୍ଚଳରେ ସଶସ୍ତ୍ର ମାଓ…

୯୦୦ କୋଟି ଟଙ୍କାର ଚିଟଫଣ୍ଡ ଦୁର୍ନୀତି, ୧ କୋଟି ଟଙ୍କା ଜବତ କଲା ଇଡି

ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୋଲଡେନଲ୍ୟାଣ୍ଡ ଡେଭଲପର୍ସ ଲିମିଟେଡ୍ ଦ୍ୱାରା ୯୦୦ କୋଟି ଟଙ୍କାର ଚିଟ୍ ଫଣ୍ଡ୍ ଦୁର୍ନୀତିର ତଦନ୍ତରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ୧ କୋଟିରୁ ଅଧିକ ଟଙ୍କାର ନଗଦ ଟଙ୍କା ଜବତ କରିଛି। ଗୁରୁବାର ଓ ଶୁକ୍ରବାର ବ୍ରହ୍ମପୁର,…

ଗହମର ଷ୍ଟକ୍ ଲିମିଟ୍ କମାଇଲେ ସରକାର

ନୂଆଦିଲ୍ଲୀ: ଘରୋଇ ବଜାରରେ ଗହମ ଦର ବୃଦ୍ଧିକୁ ରୋକିବା ପାଇଁ କେନ୍ଦ୍ର ସରକାର ପୁଣି ଥରେ ଗହମର ମହଜୁଦ ମାତ୍ରା ବା ଷ୍ଟକ୍ ଲିମିଟ୍  ହ୍ରାସ କରିଛନ୍ତି। ଗହମ ଜମାଖୋରୀକୁ ରୋକିବା ଏବଂ ମୂଲ୍ୟ ନିୟନ୍ତ୍ରଣ କରିବା ପାଇଁ ହୋଲସେଲର, ବୃହତ…

୧୬୫ କୋଟି ଟଙ୍କା ଖର୍ଚ୍ଚ କରି ପଶୁ ଡାକ୍ତରଖାନା ନିର୍ମାଣ କଲେ ରତନ ଟାଟା

ନୂଆଦିଲ୍ଲୀ: ଦେଶର ଲୋକପ୍ରିୟ ଶିଳ୍ପପତି ରତନ ଟାଟା ଏବେ ତାଙ୍କର ଅନ୍ୟତମ ପ୍ରିୟ ପ୍ରକଳ୍ପ ସମାପ୍ତ କରିଛନ୍ତି। ଟାଟା ଗ୍ରୁପ୍ କ୍ରମାଗତ ଭାବରେ ସାମାଜିକ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ଚଳାଇଥାଏ | ବିଶେଷ କରି ତାଙ୍କର ଟାଟା ମେମୋରିଆଲ୍ ହସ୍ପିଟାଲ୍…

ପାକିସ୍ତାନ ନିର୍ବାଚନ : ଇମ୍ରାନ, ନଓ୍ବାଜ୍ ଲଢେଇରେ ଫାଇଦା ମାରିପାରନ୍ତି ବିଲାଓ୍ବଲ

ଇସ୍ଲାମାବାଦ : ପାକିସ୍ତାନରେ ହୋଇଥିବା ସାଧାରଣ ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ନ ମିଳିବାର ସମ୍ଭାବନା ଦେଖାଯାଉଛି । ଫଳରେ ଦେଶରେ ଏକ ମିଳିତ ସରକାର ଗଠନ ହେବାର ସମ୍ଭାବନା ରହିଛି । ନିର୍ବାଚନ ଫଳାଫଳରେ ଇମ୍ରାନ ଖାଁଙ୍କ ଦଳ…

ସମୁଦ୍ରସାଥୀ ଯୋଜନା ଘୋଷଣା କଲେ ମମତା

କୋଲକାତା: ପଶ୍ଚିମବଙ୍ଗର ଧୀବରମାନଙ୍କ ପାଇଁ ଆଜି ଏକ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ | ଧୀବରମାନଙ୍କ ପାଇଁ ରାଜ୍ୟ ବଜେଟରେ ଏକ ସ୍ୱତନ୍ତ୍ର ଯୋଜନା ସମୁଦ୍ରସାଥୀ ଘୋଷଣା କରାଯାଇଛି। ରାଜ୍ୟ ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଚନ୍ଦ୍ରମା ଭଟ୍ଟାଚାର୍ଯ୍ୟ ଗୁରୁବାର…

ମୌଲବୀଙ୍କୁ ଉଠାଇନେଲା ପୁଲିସ୍‌: ରାଜରାସ୍ତାରେ ସମର୍ଥକଙ୍କ ବିଶାଳ ବିକ୍ଷୋଭ, ପଥର ମାଡ଼

ଅଶାନ୍ତ ହୋଇପଡ଼ିଛି ଉତ୍ତର ପ୍ରଦେଶର ବରେଲୀ। ଇତେହାଦ-ଇ-ମିଲାତ କାଉନସିଲର ମୁଖ୍ୟ ତୌକୀର ରାଜା ଖାନଙ୍କ ହଜାର ହଜାର ସମର୍ଥକ ରାଜରାସ୍ତାକୁ ଓହ୍ଲାଇଛନ୍ତି। ପୁଲିସ ସେମାନଙ୍କୁ ଅଟକାଇବାରୁ ଦୁଇ ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଛି। ମୌଲବୀ ତୌକୀର ଜ୍ଞାନବ୍ୟାପୀ ମାମଲାରେ ଜେଲ…