ମଧୁବାବୁ ପେନସନ ଯୋଜନାରେ ଯୋଡି ହେବେ ଆଉ ୪ ଲକ୍ଷ ହିତାଧିକାରୀ

ଭୁବନେଶ୍ୱର: ବିଭିନ୍ନ ବର୍ଗର ଲୋକଙ୍କୁ ମାସିକ ପେନସନ ପ୍ରଦାନ କରୁଥିବା ସାମାଜିକ ସୁରକ୍ଷା ଯୋଜନା ମଧୁବାବୁ ପେନସନ ଯୋଜନା (ଏମବିପିୱାଇ)ରେ ଆଉ ୪ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବକୁ…

ପୁଣି ଆମେରିକାରେ ଆଖି ବୁଜିଲେ ଭାରତୀୟ ଛାତ୍ର

ଭାରତୀୟ ଛାତ୍ରଙ୍କ ପାଇଁ ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି ଆମେରିକା। ସେଠାରେ ଲଗାତର ଭାବେ ଭାରତୀୟ ଛାତ୍ର ହତ୍ୟାର ଶିକାର ହେଉଛନ୍ତି। ଚଳିତ ବର୍ଷ ଏଯାବତ ୪ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ପୁଣି ଥରେ ଆସିଛି ଆଉ ଏକ…

ମେସିନ୍ ଯୋଗେ ବାଲି ଉଠାଣ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ

କଟକ: ମେସିନ ବ୍ୟବହାର କରି ନଦୀ କୂଳରେ ବାଲି ଉତ୍ତୋଳନ ଉପରେ କଟକଣା ଲଗାଇବା ସହ ବାଲି ପରିବହନ ଉପରେ ଅନେକ କଟକଣା ଜାରି କରିଛନ୍ତି ଓଡ଼ିଶା ହାଇକୋର୍ଟ। ମେସିନ୍ ଦ୍ୱାରା ବାଲି ଉତ୍ତୋଳନ କରାଯାଇପାରିବ ନାହିଁ ଏବଂ ବୁଧବାରଠାରୁ ଏହି…

ଭଲ କାମ କରୁଥିବା ଲୋକଙ୍କୁ ସମ୍ମାନ ମିଳେନାହିଁ: କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀ

ନୂଆଦିଲ୍ଳୀ: କୌଣସି ଦଳର ନାମ ନନେଇ ‌କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ମଙ୍ଗଳବାର ହସ ହସ ମୁହଁରେ ନିଜର ଭାବ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଭଲ କାମ କରୁଥିବା ଲୋକଙ୍କୁ କେବେ ସମ୍ମାନ ମିଳିନଥାଏ। ତାଙ୍କର ବିବୃତ୍ତି କୌଣସି ନିର୍ଦ୍ଦିଷ୍ଟ…

ଫେବ୍ରୁଆରି ୧୦ରୁ ୭ଟି ଜିଲ୍ଲାରେ ଆରମ୍ଭ ହେବ ଫାଇଲେରିଆ ବିରୋଧୀ ଅଭିଯାନ

ଭୁବନେଶ୍ୱର: ଫେବ୍ରୁଆରି ୧୦ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୭ଟି ଜିଲ୍ଲାରେ ଲିମ୍ଫାଟିକ୍ ଫାଇଲେରିଆସିସ୍ (ଏଲ୍ ଏଫ୍) ବା ଫାଇଲେରିଆ ନିରାକରଣ ପାଇଁ ଓଡ଼ିଶା ସରକାର ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଆୟୋଜନ କରିବେ। ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା, କଟକ, କନ୍ଧମାଳ,…

ଟଙ୍କା ପାଇଁ ତେଲେଙ୍ଗାନାରେ ବନ୍ଧକ ଥିଲା ନାବାଳିକା; ଉଦ୍ଧାର କଲା ପୁଲିସ

ବଲାଙ୍ଗିର : କିଛିଟା ଟଙ୍କା ପାଇଁ ଆନ୍ଧ୍ରପ୍ରଦେଶର ଏକ ଇଟାଭାଟି ମାଲିକ ନିକଟରେ ବନ୍ଧକ ଥିବା ନାବାଳିକାକୁ ଉଦ୍ଧାର କରିଛି ପୁଲିସ। ବେଲପଡ଼ା ଥାନା ପୁଲିସ ଆଜି ନାବାଳିକାକୁ ଉଦ୍ଧାର କରିଛି। ନାବାଳିକାର ବୟାନ ରେକର୍ଡ ପରେ ପରିବାର ଲୋକଙ୍କୁ ତାକୁ…

ଘରୋଇ କଳିର କରୁଣ ପରିଣତି; ଶାଶୁଙ୍କୁ ପାୱାର ଚ୍ୟାନେଲ ଭିତରକୁ ଠେଲିଦେଲା ବୋହୂ

ସମ୍ବଲପୁର : ଘରୋଇ କଳିର କରୁଣ ପରିଣତି। ସାମାନ୍ୟ କଳିକୁ ନେଇ ଶାଶୁଙ୍କୁ ପାୱାର ଚେନାଲ ଭିତରକୁ ଠେଲିଦେଲା ବୋହୂ। ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ମାଝିପାଲି ଟେମ୍ପରାରୀ କଲୋନୀରେ। ପୁଲିସ ବୋହୂ ସବିତା…

୨୦୨୪ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଗାଁକୁ ପାଇପ ଯୋଗେ ପିଇବା ପାଣି ଯୋଗାଇବାକୁ ଲକ୍ଷ୍ୟ ରହିଛି: ମନ୍ତ୍ରୀ

ଭୁବନେଶ୍ବର: ବଜେଟ ଅଧିବେଶନର ଦ୍ୱିତୀୟ ଦିନ ଆରମ୍ଭ ହୋଇଛି। ଗୃହକାର୍ଯ୍ୟ ଆରମ୍ଭ ସହ ସୁରୁଖୁରରେ ଚାଲିଛି ପ୍ରଶ୍ନକାଳ। ଗୃହରେ ସରଗରମ ଆଲୋଚନା ଚାଲିଛି । ବିଭିନ୍ନ ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ବିଧାନସଭାର ଦ୍ୱିତୀୟ ଦିନରେ ଗୃହର ସଦସ୍ୟଙ୍କ…

ବିଧାନସଭା ଶୂନ୍ୟକାଳରେ ଉଠିଲା ଗାଁ ସାଥୀ ପ୍ରସଙ୍ଗ

ଭୁବନେଶ୍ବର: ବିଧାନସଭା ଚାଲିବା ସମୟରେ ରାଜ୍ୟ ସରକାର ଅନେକ ଲୋକଙ୍କ ସମସ୍ୟା ସମାଧାନ ନ କରି ଥିବାରୁ ସେମାନେ ଲୋୟର ପିଏମଜିରେ ଧାରଣା ଦେଇଥାନ୍ତି। ଦିନେ ନୁହେଁ ଦୁଇ ଦିନ ନୁହେଁ ଦିନ ପରେ ଦିନ ଖରା, କାକର, ଭୋକ ଉପାସରେ…

ରିଲ୍ସ ନିଶା ପଡିଲା ଭାରି; ଭାସିଗଲେ ୨ଯୁବତୀ

ମାଲକାନଗିରି : ସୋଶାଲ ମିଡିଆରେ ଆଜିକାଲି ରିଲ୍ସର କ୍ରେଜ କାହିଁରେ କେତେ। ଯୁବବର୍ଗ ବି ଦିନରାତି ଏଥିରେ ମାତୁଛନ୍ତି। ଲାଇକ୍‌, କମେଣ୍ଟ, ଶେଆର ମାୟାରେ ବାୟା ଯୁବପୀଢ଼ି ବହୁ ସମୟରେ ଏଥିପାଇଁ ଅକାଳରେ ଜୀବନ ହାରୁଛନ୍ତି। ଏପରି ସମାନ ଘଟଣା ଘଟିଛି…