ତୀସ୍ତା ନଦୀରେ ଆକସ୍ମିକ ବନ୍ୟା ଯୋଗୁଁ ୨୩ ଯବାନ ନିଖୋଜ

ଗାଙ୍ଗ୍‌ଟକ୍‌: ମଙ୍ଗଳବାର ରାତିରେ ସିକିମ୍‌ରେ ମୁଷଳ ଧାରାରେ ବର୍ଷା ହେବା ଯୋଗୁଁ ତୀସ୍ତା ନଦୀରେ ଆକସ୍ମିକ ବନ୍ୟା ଆସି ସେନାର ପ୍ରାୟ ୨୩ଜଣ ଯବାନ ନିଖୋଜ ହୋଇଯାଇଥିବା କଥା ପ୍ରତିରକ୍ଷା ବିଭାଗସୂତ୍ରରୁ ପ୍ରକାଶ। ନିଖୋଜ ଯବାନଙ୍କ ସନ୍ଧାନ ନେବା ପାଇଁ ବ୍ୟାପକ ତଲାସ…

କେସିଆରଙ୍କ ପୁଅଙ୍କ ପାଲଟା ଆକ୍ରମଣ, କହିଲେ – ମୋଦି ଜଣେ ଭଲ ସଂଳାପ ଲେଖକ, ଓସ୍କାର ଜିତି ପାରିବେ

ବିଜେପି ଓ ବିଆରଏସ୍‌ କଳି ଦିନକୁ ଦିନ ଘନେଇବାରେ ଲାଗିଛି। ୨୦୨୦ ହାଇଦ୍ରାବାଦ ପୌରପାଳିକା ନିର୍ବାଚନ ପରେ ବିଜେପି ନେତୃତ୍ୱାଧୀନ ଏନଡିଏରେ ମିଶିବାକୁ ଚାହୁଁଥିଲେ ବି କେସିଆର କରିଥିବା କର୍ମ ପାଇଁ ସେ ତାଙ୍କ ସହ ହାତ ମିଳାଇବାକୁ ମନା କରି…

‘ସ୍ବର୍ଣ୍ଣ ମନ୍ଦିର’ରେ ରାହୁଲ୍‌ ଗାନ୍ଧୀଙ୍କ ‘ସେବା’: ପରିବା କାଟିଲେ, ଷ୍ଟାଣ୍ଡ୍‌ରେ ଜୋତା ସଜାଡ଼ିଲେ

ଅମୃତସର: ପଞ୍ଜାବ ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ମଙ୍ଗଳବାର ଦିନ ଅମୃତସରସ୍ଥିତ ସ୍ବର୍ଣ୍ଣ ମନ୍ଦିରରେ ଯାଇ ‘ଜୌରା ଘର୍‌’ରେ (ଜୋତଘର) ଭକ୍ତମାନଙ୍କ ଜୋତା ସଜାଡ଼ି ‘ସେବା’ କରିଛନ୍ତି। ପ୍ରାପ୍ତ ରିପୋର୍ଟ ଅନୁସାରେ, ମୁଣ୍ଡରେ କପଡ଼ା ବାନ୍ଧି ରାହୁଲ୍‌ ଗାନ୍ଧୀ ଗସ୍ତର…

କ୍ୟାବିନେଟ୍ ବୈଠକରେ ଯୋଗ ଦେଲେନି କି ସିନ୍ଦେ, ଫଡ଼ନାବିସଙ୍କ ସହ ଦିଲ୍ଲୀ ଗଲେନି ପାୱାର

ପୁଣି ଗୋଳମାଳିଆ ହେଉଛି ମହାରାଷ୍ଟ୍ର ରାଜନୀତି। ଶିବସେନା, ଏନସିପି ଏବଂ ବିଜେପିର ମିଳିତ ଭାବେ ଗଠନ ହୋଇଥିବା ରାଜ୍ୟ ସରକାରରେ ଘଡ଼ିକେ ଘୋଡ଼ା ଛୁଟୁଛି। ପୁଣି ଦଳରେ ଆଉ ଏକ ବିବାଦ ଘନଉଥିବା ଚର୍ଚ୍ଚା ହେଉଛି। କାରଣ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପ…

ବିଦେଶୀ ଜାହାଜ ଅଟକାଇବା ପାଇଁ ବସାଇଥିବା ଯନ୍ତାରେ ପଡ଼ିଲା ଚୀନା ବୁଡ଼ାଜାହାଜ; ୫୫ ମୃତ

ନୂଆଦିଲ୍ଲୀ: ବିଦେଶୀ ବୁଡ଼ାଜାହାଜ ଧରିବା ପାଇଁ ପୀତ ସାଗରରେ (ୟେଲୋ ସି’) ବସାଯାଇଥିବା ଯନ୍ତାରେ ଚୀନ୍‌ର ଗୋଟାଏ ଆଣବିକ ଶକ୍ତି ଚାଳିତ ବୁଡ଼ାଜାହାଜ ପଡ଼ିଯିବାରୁ ପ୍ରାୟ ୫୫ଜଣ ଚୀନା ନାବିକଙ୍କର ମୃତ୍ୟୁ ଘଟିଥିବା କଥା ‘ଦି ମିରର୍‌’ ରିପୋର୍ଟ କରିଛି। ଇଂଲଣ୍ଡ୍‌ ଗୁଇନ୍ଦାଙ୍କ…

୨୦୪୦ ସୁଦ୍ଧା ଚନ୍ଦ୍ରରେ ଘର ତୋଳିବାକୁ ନାସାର ଯୋଜନା

ନ୍ୟୁୟର୍କ: ଆମେରିକୀୟ ମହାକାଶ ଏଜେନ୍ସି ନାସା ଚନ୍ଦ୍ରରେ ଘର ନିର୍ମାଣ କରିବାକୁ ଯୋଜନା କରିଛି। କିଛି ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ, ୨୦୪୦ ସୁଦ୍ଧା ଚନ୍ଦ୍ରରେ ଘର ତୋଳିବା ପାଇଁ ନାସା ଯେଉଁ ଲକ୍ଷ୍ୟ ରଖିଛି ତାହା ହାସଲଯୋଗ୍ୟ। ନାସାର ଯୋଜନା…

UGC ଜାରି କଲା ନକଲି ବିଶ୍ୱବିଦ୍ୟାଳୟ ତାଲିକା

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି ନକଲି ବିଶ୍ୱବିଦ୍ୟାଳୟର ତାଲିକା ଜାରି କରିଛି । ୟୁଜିସି ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଏବଂ ପ୍ରମୁଖ ସଚିବଙ୍କୁ ରାଜ୍ୟରେ ଥିବା ନକଲି ସଂସ୍ଥା ପ୍ରତି କାର୍ଯ୍ୟାନୁଷ୍ଠାନ ନେବାକୁ କହିଛି । ଦେଶର…

ରାମସେତୁକୁ ଜାତୀୟ ସ୍ମାରକୀ ଭାବେ ମାନ୍ୟତା ଦେବାକୁ ଆବେଦନ ଖାରଜ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ରାମସେତୁକୁ ଜାତୀୟ ସ୍ମାରକୀ ଘୋଷଣା କରିବା ଏବଂ ସେହି ସ୍ଥାନରେ ପାଚେରି ନିର୍ମାଣ ପାଇଁ ନିର୍ଦ୍ଦେଶ ଦେବା ପାଇଁ ଆଗତ ହୋଇଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମ୍‌କୋର୍ଟ ମନା କରିଦେଇଛନ୍ତି। ତାମିଲନାଡୁର ଦକ୍ଷିଣ-ପୂର୍ବ ଉପକୂଳରେ ଥିବା ପମ୍ବାନ୍‌ ଦ୍ୱୀପ ଏବଂ ଶ୍ରୀଲଙ୍କାର…

ଭୂକମ୍ପ ଝଟକା ପରେ ଅଫିସ ଛାଡ଼ି ବାହାରକୁ ଚାଲି ଆସିଲେ କେନ୍ଦ୍ରମନ୍ତ୍ରୀ

ବଡ଼ଧରଣର ଭୂକମ୍ପ ଝଟକାରେ ଆଜି ଦିଲ୍ଲୀ ସମେତ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳ ଥରିଛି। ଅପରାହ୍ନ ସମୟରେ ଏହି ଝଟକା ଯୋଗୁ ଦିଲ୍ଲୀର ଅଧିକାଂଶ ଲୋକ ଘର ଓ ସେମାନଙ୍କ ଅଫିସ ଛାଡ଼ି ତୁରନ୍ତ ବାହାରକୁ ଚାଲି ଆସିଥିଲେ। ଅଫିସ ଛାଡ଼ି…

ସାରା ଦେଶରେ ଜାତିଗତ ଗଣନା ହେଉ, ତେବେ ହିଁ ନ୍ୟାୟ ମିଳିବ: ମାୟାବତୀ

ଲଖନଉ: ଜାତିଗତ ସର୍ଭେ ପରେ ତଥ୍ୟ ପ୍ରକାଶ କରିବାରେ ବିହାର ହେଉଛି ଦେଶର ପ୍ରଥମ ରାଜ୍ୟ। ଏହି ସର୍ଭେର ଫଳାଫଳରୁ ଜଣାପଡ଼ିଛି ଯେ, ରାଜ୍ୟର ୩୬ ପ୍ରତିଶତ ଲୋକ ହେଉଛନ୍ତି ଅତିଶୟ ପଛୁଆ, ୨୭.୧ ପ୍ରତିଶତ ହେଉଛନ୍ତି ପଛୁଆ, ୧୯.୭ ପ୍ରତିଶତ…