ନିରାମିଷ ଟେବୁଲରେ ଆମିଷ ଖାଇବାରୁ ଛାତ୍ରଙ୍କୁ ଦେବାକୁ ପଡିବ ୧୦ ହଜାର ଟଙ୍କାର ଜରିମାନା

ମୁମ୍ବାଇ: ଆଇଆଇଟି ବମ୍ବେରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଜଣେ ଛାତ୍ର ନିରାମିଷ ଭୋଜନ ଟେବୁଲରେ ଆମିଷ ଖାଇଥିବାରୁ ଏବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି | ଏହି ଛାତ୍ରଙ୍କ ଉପରେ ୧୦୦୦୦ ଟଙ୍କା ଜରିମାନା କରାଯାଇଛି। ଆଇଆଇଟି ବମ୍ବେ…

ଏସୀୟ କ୍ରୀଡ଼ା: ପାରୁଲ ଚୌଧୁରୀଙ୍କୁ ସ୍ୱର୍ଣ୍ଣ, ମହମ୍ମଦ ଜିତିଲେ ରୌପ୍ୟ, ବିଥ୍ୟା ଓ ପ୍ରବୀଣଙ୍କୁ ବ୍ରୋଞ୍ଜ

ହାଙ୍ଗ୍‌ଝୌ: ଚଳିତ ୧୯ତମ ଏସୀୟ କ୍ରୀଡ଼ାରେ ଆଜି ଭାରତର ପ୍ରଦର୍ଶନ ଜବରଦସ୍ତ ରହିଛି। ବିଶେଷ କରି ଦୌଡ଼କୁଦରୁ ଭାରତକୁ ଗୋଟିଏ ପରେ ଗୋଟିଏ ପଦକ ମିଳିବାରେ ଲାଗିଛି। ଆଜି ପାରୁଲ ଚୌଧୁରୀଙ୍କୁ ସ୍ୱର୍ଣ୍ଣ, ମହମ୍ମଦ ଜିତିଲେ ରୌପ୍ୟ, ବିଥ୍ୟା ଓ ପ୍ରବୀଣଙ୍କୁ…

ଟିଡିପି ନେତା ଗିରଫ, ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ଦେଇଥିଲେ ଆପତ୍ତିଜନକ ମନ୍ତବ୍ୟ

ତେଲୁଗୁ ଦେଶମ ପାର୍ଟି (ଟିଡିପି) ନେତା ତଥା ପୂର୍ବତନ ମନ୍ତ୍ରୀ ବନ୍ଦରୁ ସତ୍ୟନାରାୟଣ ମୁର୍ତ୍ତୀ ଗିରଫ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀ ଏବଂ ମହିଳା ମନ୍ତ୍ରୀ ଆର.କେ ରୋଜାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ପୁଲିସ ତାଙ୍କୁ…

ଔଷଧ ଅଭାବ ହେତୁ ନୁହେଁ; ରୋଗୀ ଶେଷ ପର୍ଯ୍ୟାୟରେ ଆସୁଥିବାରୁ ମୃତ୍ୟୁ ହୋଇଛି: ମହାରାଷ୍ଟ୍ର ହସ୍ପିଟାଲ୍‌

ମୁମ୍ବାଇ: ମହାରାଷ୍ଟ୍ରର ନାଣ୍ଡେଡ଼ ଜିଲ୍ଲା ସରକାରୀ ହସ୍ପିଟାଲ୍‌ରେ ପୁଣି ୭ ଜଣଙ୍କର ମୃତ୍ୟୁ ଘଟି ମୃତକଙ୍କ ସଂଖ୍ୟା ୩୧ରେ ପହଞ୍ଚିଛି। ହସ୍ପିଟାଲ୍‌ରେ ଔଷଧ ଅଭାବରୁ ମୃତ୍ୟୁ ହେଉଥିବା ଅଭିଯୋଗ ହୋଇଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ। ହସ୍ପିଟାଲ୍‌ ପକ୍ଷରୁ ଏକ…

ପଦାର୍ଥ ବିଜ୍ଞାନରେ ତିନି ଜଣଙ୍କୁ ମିଳିବ ନୋବେଲ୍

ଘୋଷଣା ହେଲା ଚଳିତ ବର୍ଷର ନୋବେଲ୍ ବିଜୟୀ ପଦାର୍ଥ ବିଜ୍ଞାନୀଙ୍କ ନାଁ। 2023 ବର୍ଷ ପାଇଁ ମିଳିତ ଭାବେ ନୋବେଲ୍ ପାଇବେ ତିନି ଜଣ ପଦାର୍ଥ ବିଜ୍ଞାନୀ। ପିଏରେ ଆଗୋସ୍ତିନି(Pierre Agostini), ଫେରେନ୍ସ  କ୍ରାଉଜ(Ferenc Krausz), ଆନୀ ଏଲ'ହୁଇଲିଅର(Anne L’Huillier)ଙ୍କୁ ମିଳିବ ଫିଜିକ୍ସ…

ମଲରେ ନାବାଳକର ଆଖିବୁଜା ଗୁଳିଚାଳନା, ୪ ମୃତ

ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକର ଏକ ବିଳାସପୂର୍ଣ୍ଣ ମଲରେ ଅଘଟଣ। ଜଣେ ୧୪ ବର୍ଷୀୟ ନାବାଳକର ଆଖିବୁଜା ଗୁଳିଚାଳନାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ କେତେ ଜଣ ଆହତ ମଧ୍ୟ ହୋଇଛନ୍ତି। ଗୁଳି ଶବ୍ଦ ହେବା ପରେ ଅଧିକାଂଶ ଲୋକେ ଭୟରେ ଦୌଡ଼ି ପଳାଉଥିବା…

ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ଦୁଇ ସେନା ଯବାନ ଆହତ

ଜମ୍ମୁ-କଶ୍ମୀର: ମଙ୍ଗଳବାର ଜମ୍ମୁ-କଶ୍ମୀରର ରାଜୌରୀ ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ସମୟରେ ଦୁଇ ଜଣ ସେନା ଯବାନ ଆହତ ହୋଇଛନ୍ତି ବୋଲି ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି। ସୋମବାର ସନ୍ଧ୍ୟାରେ ଜିଲ୍ଲାର ଏକ ଜଙ୍ଗଲ ଅଞ୍ଚଳରେ କର୍ଡନ ଏବଂ ସର୍ଚ…

ଭୂକମ୍ପରେ ଥରିଲା ରାଜଧାନୀ

ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ରାଜଧାନୀ। ଆଜି ୨ଟା ୫୩ରେ ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୬ ରେକର୍ଡ କରାଯାଇଛି। ନେପାଳ ଭୂକମ୍ପର କେନ୍ଦ୍ରସ୍ଥଳ ବୋଲି ସୂଚନା ମିଳିଛି। ଭୂକମ୍ପରେ କୌଣସି ଧନଜୀବନ କ୍ଷୟକ୍ଷତି…

ନ୍ୟୁଜ୍‌କ୍ଲିକ୍‌ ସାମ୍ବାଦିକଙ୍କ ଘରେ ଚଢ଼ଉ କଲା ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ୍‌

ନୂଆଦିଲ୍ଲୀ: ଚୀନ୍‌ରୁ ପାଣ୍ଠି ସଂଗ୍ରହ କରିବା ଓ ଅର୍ଥ ହେରଫେର କରିବା ଅଭିଯୋଗରେ ଦିଲ୍ଲୀ ପୁଲିସର ଏକ ସ୍ବତନ୍ତ୍ର ସେଲ୍‌ ଗଣମାଧ୍ୟମ ସଂସ୍ଥା ନ୍ୟୁଜ୍‌କ୍ଲିକ୍‌ ସାମ୍ବାଦିକଙ୍କ ଘରେ ଚଢ଼ଉ କରିଛି। ପୂର୍ବରୁ ଏ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଏକ…

ସେରମ୍ ଇନଷ୍ଟିଚ୍ୟୁଟ୍ ପ୍ରସ୍ତୁତ ମ୍ୟାଲେରିଆ ଟିକାକୁ ମିଳିଲା ବ୍ୟବହାର ଅନୁମତି

ଅକ୍ସଫୋର୍ଡ ୟୁନିଭରସିଟି ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ମିଳିତ ଭାବେ ବିକଶିତ କରିଥିବା ମ୍ୟାଲେରିଆ ଟିକାକୁ ମିଳିଛି ବ୍ୟାବହାରିକ ଅନୁମତି। ମ୍ୟାଲେରିଆ ଟିକା R21/Matrix-Mକୁ ବ୍ୟବହାର ପାଇଁ ବିଶ୍ୱ ସ୍ଥାସ୍ଥ୍ୟ ସଂଗଠନ(WHO)ର ଅନୁମତି ମିଳିଛି। ଟିକାର ଆବଶ୍ୟକୀୟ ନିରାପତ୍ତା, ଗୁଣବତ୍ତା ଏବଂ…